ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଲିଉଡ ସହ ବଲିଉଡରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ପ୍ରକୃତି ମିଶ୍ର । ଆପଣ ମାନେ ସମସ୍ତେ ପ୍ରକୃତିଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ପିଲା ଦିନରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ ।
କିଛି ଓଡିଆ ଫିଲ୍ମରେ କାମ କରିବା ପରେ ପ୍ରକୃତି ମୁମ୍ବାଇ ଯାଇ ନିଜ କାରିୟରକୁ ଆହୁରି ଭଲ କରିଥିଲେ । ସେ କେତେକ ହିନ୍ଦୀ ଟିଭି ରିଆଲିଟି ସୋରେ କାମ କରିଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ପ୍ରକୃତି ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।
ବର୍ତ୍ତମାନ ମଧ୍ୟ ଏକ ଭି-ଡି-ଓ ପାଇଁ ପ୍ରକୃତି ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପ୍ରକୃତିଙ୍କ ସେହି ଭାଇରାଲ ଭି-ଡି-ଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ପ୍ରକୃତି ନିଜ ମାଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ପ୍ରକୃତିଙ୍କ ମା ମଧ୍ୟ ଏକ ଓଡିଆ ଅଭିନେତ୍ରୀ ଅଟନ୍ତି । ପ୍ରକୃତି ନିଜ ମାଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ମାଙ୍କ ସହ ନୂଆ ନୂଆ ପୋଷ୍ଟ ସେୟାର କରନ୍ତି ।
ପ୍ରକୃତି ଏହି ଭି-ଡି-ଓ-ରେ ନିଜ ମାଙ୍କ ସହ ଡ୍ୟାନ୍ସ ଓ ମସ୍ତି କରୁଥିବାର ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଭି-ଡି-ଓ-ଟି ବହୁତ ପସନ୍ଦ ଆସିଛି ଓ ଏହି ଭି-ଡି-ଓ-ଟି ବହୁତ ଭା-ଇ-ରା-ଲ ମଧ୍ୟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ