ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ମଙ୍ଗଳା ଚରଣ’ ନିଶ୍ଚୟ ଦେଖିଥିବେ । ଏଇ ସିରିଏଲଟିକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଏହି ସିରିଏଲର ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ଛନ୍ତି ।
ଏହି କଳାକାର ମାନଙ୍କ ପାଇଁ ଆଜି ଏହି ସିରିଏଲଟି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିପାରିଛି । ହେଲେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ରିଅଲ ଲାଇଫରେ କେମିତି ଦେଖାଯାନ୍ତି ଆପଣ ମାନେ ଜାଣିଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲ କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସୌଦାମିନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୌଦାମିନୀ । ଆପଣ ମାନେ ଏହି ସିରିଏଲରେ ସୌଦାମିନୀଙ୍କ ସୁନ୍ଦର ଅଭିନୟକୁ ନିଶ୍ଚୟ ଦେଖିଥିବେ । ସେ ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫରେ ଅଧିକ ଷ୍ଟାଇଲିସ ଅଟନ୍ତି । ଆସିବା ଦିନରୁ ସେ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି ।
କରନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କରନ । କରନ ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ କରନ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ନଜର ଆସନ୍ତି ।
ମଲିକା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମଲିକା । ମଲିକାଙ୍କ ସୁନ୍ଦର ଅଭିନୟକୁ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଦେଖିଥିବେ । ମଲିକା ଅଧିକାଂଶ ସମୟ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ରିଲ ଲାଇଫ ଅପେକ୍ଷା ରିଅଲ ଲାଇଫରେ ସେ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।
ମଧୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମଧୁ । ମଧୁ ଏହି ସିରିଏଲରେ ଏକ ସଂସ୍କାରୀ ବୋହୁର ଭୂମିକାରେ ନଜର ଆସୁଛନ୍ତି ଓ ତାଙ୍କ ଅଭିନୟ ମଧ୍ୟ ଲୋକମାନେ ବେସ ପସନ୍ଦ କରୁଛନ୍ତି । ହେଲେ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ ନଜର ଆସନ୍ତି ।
ମଙ୍ଗଳା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମଙ୍ଗଳା । ମଙ୍ଗଳା ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ମଙ୍ଗଳା ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଅଟନ୍ତି ହେଲେ ରିଲ ଲାଇଫରେ ସେ ଏକ ସଂସ୍କାରୀ ଝିଅର ଭୂମିକାରେ ନଜର ଆସୁଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ସେ ଅଧିକ ଆକ୍ଟିଭ ରୁହନ୍ତି ।
ଚରଣ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଚରଣ । ଚରଣ ଏହି ସିରିଏଲରେ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି । ରିଲ ଲାଇଫ ପରି ରିଅଲ ଲାଇଫରେ ମଧ୍ୟ ସେ ସିମ୍ପଲ ନଜର ଆସନ୍ତି ହେଲେ ତାଙ୍କ ଷ୍ଟାଇଲକୁ ଲୋକମାନେ ବେସ ପସନ୍ଦ କରନ୍ତି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ