ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ କମ ସମୟରେ ବଲିଉଡରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଓ ଆଇଟମ ଗାର୍ଲ ନୋରା ଫତେହୀ । ବନ୍ଧୁଗଣ ନୋରା ଆଜି କାଲି ନିଜ ଡ୍ୟାନ୍ସ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଦର୍ଶକ ମାନେ ନୋରାଙ୍କର ସୁନ୍ଦରତା ଓ ଡ୍ୟାନ୍ସକୁ ବହୁତ ଅଧିକ ପସନ୍ଦ କରୁଛନ୍ତି ।
ସୋସିଆଲ ମିଡିଆରେ ନୋରାଙ୍କର ବହୁତ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି । ଏହି କିଛି ଦିନ ତଳେ ଇଂଷ୍ଟାଗ୍ରାମରେ ନୋରାଙ୍କର ୧୬ ମିଲିୟନ ଫ୍ୟାନ ଫଲୋଇଙ୍ଗ ପୂରଣ ହୋଇଛନ୍ତି । ଯାହା ଫଳରେ ଏହି ଖୁସିରେ ନୋରା ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ସେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି ୧୬ ମିଲିୟନ ।
ବନ୍ଧୁଗଣ ନୋରାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଦର୍ଶକ ମାନେ ନୋରାଙ୍କ ସୁନ୍ଦରତାକୁ ବହୁତ ଅଧିକ ପସନ୍ଦ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ନୋରାଙ୍କର ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଏହି ଭିଡିଓରେ ନୋରାଙ୍କର ମେକଅପ ମ୍ୟାନ ନୋରାଙ୍କ ହେୟାର ଷ୍ଟାଇଲ ବନାଉଛନ୍ତି । ସେହି ସମୟରେ ନୋରା ଏକ ନାଲି ରଙ୍ଗର ଶିମରି ଗାଉନ ପିନ୍ଧି ଡ୍ୟାନ୍ସ କରିଛନ୍ତି । ଏହି ଭିଡିଓରେ ନୋରା ବହୁତ ଅଧିକ ହଟ୍ ଓ ସେକ୍ସି ଦେଖାଯାଉଛନ୍ତି । ଏହି ଭିଡିଓଟି ବହୁତ ମାତ୍ରା ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓକୁ ବହୁତ ଅଧିକ ପସନ୍ଦ କରିଛନ୍ତି ।
ବନ୍ଧୁଗଣ ନୋରା ବଲିଉଡର କେତେକ ଫିଲ୍ମରେ ଆଇଟମ ସଙ୍ଗରେ ଡ୍ୟାନ୍ସ କରି ନିଜର ସୁନ୍ଦରତାକୁ ପଦର୍ଶନ କରିଛନ୍ତି । କିଛି ସମୟ ପୂର୍ବରୁ ନୋରା ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର’ରେ ନଜର ଆସିଥିଲେ । ଏହା ବ୍ଯତୀତ କିଛି ଦିନ ତଳେ ନୋରା ନିଜ ମେକଅପ ଆର୍ଟିଷ୍ଟ ସହ ଡ୍ୟାନ୍ସ କରୁଥିବାର ମଧ୍ୟ ଏକ ଭିଡିଓରେ ନଜର ଆସିଥିଲେ ।
ନୋରା ଏହି ଭିଡିଓରେ ଏକ ଧଳା ରଙ୍ଗରେ ଡ୍ରେସ ପିନ୍ଧିଛନ୍ତି ଓ ବହୁତ ସୁନ୍ଦର ନଜର ଆସୁଛନ୍ତି । ଏହି ଭିଡିଓରେ ନୋରାଙ୍କ ମେକଅପ ଆର୍ଟିଷ୍ଟ ଓ ନୋରା ଉଭୟ ଡ୍ୟାନ୍ସ କରୁଛନ୍ତି । ନୋରା ଏହି ଭିଡିଓରେ ଡ୍ୟାନ୍ସ କରି କରି ମେକଅପ କରୁଛନ୍ତି । ଏହି ଭିଡିଓଟି ବର୍ତ୍ତମାନ ବହୁତ ଅଧିକ ଭାଇରାଲ ହେଉଛି ଓ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଦେଖି ବହୁତ ଖୁସି ହୋଇଛନ୍ତି ।
ଏହା ବ୍ଯତୀତ ନୋରା ସୋନି ଟିଭିର ଫେମସ ସୋ ‘ଇଣ୍ଡିଆଜ ବେସ୍ଟ ଡ୍ୟାନ୍ସର’ରେ ମଲାଇକାଙ୍କ ସହ ଡ୍ୟାନ୍ସ କରି ବହୁତ ଲାଇମ ଲାଇଟରେ ରହିଛନ୍ତି । ମଲାଇକା ଏବଂ ନୋରା ମୁନି ବଦନାମ ଗୀତରେ ଡ୍ୟାନ୍ସ କରି ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲେ ଓ ଏହି ଭିଡିଓକୁ ବହୁତ ଅଧିକ ଦର୍ଶକ ମାନେ ପସନ୍ଦ କରିଥିଲେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ