ଆପଣ ମାନେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ।
ବର୍ତ୍ତମାନ ମାଧୁରୀଙ୍କୁ ୫୪ ବର୍ଷ ବୟସ ହୋଇସାରିଛି । ସେ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମାଧୁରୀଙ୍କ ଜୀବନ ସହ ଜଡିତ ଏକ କଳା ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମାଧୁରୀଙ୍କ ଜନ୍ମ ୧୫ ମେ ୧୯୬୭ ମସିହାରେ ହୋଇଥିଲା । ମାଧୁରୀ ବଲିଉଡ ଇଣ୍ଡଷ୍ଟ୍ରିକୁ ‘ଅବୋଦ୍ଧ’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ମାଧୁରୀ ବଲିଉଡରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଗୋଟେ ସମୟରେ ଅଭିନେତ୍ରୀ ମାଧୁରୀ ଓ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଲଭ ରିଲେସନରେ ଥିଲେ ।
ସେହି ସମୟରେ ସଞ୍ଜୟ ଓ ମାଧୁରୀଙ୍କ ଲଭ ଅଫେୟାରର ଚର୍ଚା ବହୁତ ହେଉଥିଲା । ମାଧୁରୀ ଓ ସଞ୍ଜୟ ପରସ୍ପରକୁ ବହୁତ ଅଧିକ ପ୍ରେମ କରୁଥିଲେ । ମାଧୁରୀ ଦୀକ୍ଷିତ ସଞ୍ଜୟଙ୍କ ବିବାହ କରିବା ପାଇଁ ଚାହୁଁଥିଲେ । ଯେତେବେଳେ ସଞ୍ଜୟ ଦତ୍ତଙ୍କ ବାୟୋଗ୍ରାଫି ଫିଲ୍ମ ‘ସଞ୍ଜୁ’ ରିଲିଜ ହୋଇଥିଲା ସେତେବେଳେ ସମସ୍ତ ଲୋକ ଭାବୁଥିଲେ ସେହି ଫିଲ୍ମରେ ମାଧୁରୀଙ୍କ କିଛି ଭୂମିକା ରହିଥିବ ହେଲେ ସେହି ଫିଲ୍ମରେ ମାଧୁରୀଙ୍କ କୌଣସି ଭୂମିକା ନଥିଲା କାରଣ ମାଧୁରୀ ନିଜ ଭୂମିକାକୁ କାଟିବା ପାଇଁ କହିଥିଲେ ।
ମାଧୁରୀ ଚାହୁଁ ଥିଲେ ତାଙ୍କ ବର୍ତ୍ତମାନର ଜୀବନ ଉପରେ ପୁରୁଣା ଜୀବନର କିଛି ଖରାପ ପ୍ରଭାବ ପଡିବ । ଫିଲ୍ମର ଏକ ସିନ ଥିଲା ଯେଉଁଥିରେ ମାଧୁରୀଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା । ସଞ୍ଜୁ ଫିଲ୍ମରେ ଗୋଟେ ସିନ ଥିଲା-ଯେଉଥିରେ ସଞ୍ଜୟ ଦତ୍ତ ପୋ-ଲି-ସ ହାତରୁ ଗି-ର-ଫ ହେବା ସମୟରେ ଏକ ଅଭିନେତ୍ରୀଙ୍କୁ ଫୋନ କରିଥିଲେ । ହେଲେ ସେହି ସମୟରେ ସେହି ଅଭିନେତ୍ରୀଙ୍କ ମା ଫୋନ ଉଠାଇ କହିଥିଲେ – ବର୍ତ୍ତମାନ ମୋ ଝିଅ ତମ ସହ କୌଣସି ସମ୍ପର୍କ ରଖିବାକୁ ଚାହୁଁ ନାହିଁ । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ମାଧୁରୀ ଥିଲେ ।
ମାଧୁରୀଙ୍କ ଏହି ସିନଟିକୁ ମାଧୁରୀ ନିଜେ ଫିଲ୍ମରୁ କା-ଟି-ବା ପାଇଁ କହିଥିଲେ । ସଞ୍ଜୟଙ୍କ ଅସଲ ଜୀବନରେ ଏହି ଘଟଣା ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମାଧୁରୀ ଓ ସଞ୍ଜୟଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।