ବନ୍ଧୁଗଣ ଓଲିଉଡ ହୁଅନ୍ତୁ ବା ବଲିଉଡ ସୋସିଆଲ ମିଡିଆରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଲିଉଡର ଏକ ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ପାଇଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଲୀପଶା ମିଶ୍ର । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ଲିପଶାଙ୍କୁ ନିଶ୍ଚୟ ଦେଖିଥିବେ । ଲିପଶା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ହେଲେ ଆପଣ ମାନେ କଣ ଲିପଶାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଲିପଶାଙ୍କ ଜୀବନୀ ଓ ତାଙ୍କ ପରିବାରି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଲିପଶାଙ୍କ ଜନ୍ମ ୧୫ ଜୁଲାଇ ୧୯୯୨ ମସିହାରେ ପୁରୀ ଜିଲ୍ଲାରେ ହୋଇଥିଲା । ବନ୍ଧୁଗଣ ପିଲା ଦିନରୁ ଲିପଶାଙ୍କୁ ପାଠ ପଢା ସହିତ ଅଭିନୟରେ ବହୁତ ରୁଚି ରହିଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ୨୦୧୪ ମସିହାରେ ‘କିଛି ଲୁହ ପିଇ ଯାଏ ଓଠ’ରୁ କରିଥିଲେ । ଏହାପରେ ଲିପଶା ଅନେକ ଟିଭି ସିରିଏଲରେ କାମ କରି ନିଜ ସୁନ୍ଦର ଅଭିନୟ ପଦର୍ଶନ କରିଥିଲେ ।
କେତେକ ସିରିଏଲ ପରେ ସେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ଓଲିଉଡ ଇଣ୍ଡଷ୍ଟ୍ରିର କେତେକ ସୁପର ହିଟ ଫିଲ୍ମରେ ଲିପଶା କାମ କରିଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଲିପଶାଙ୍କ ପରିବାରରେ ତାଙ୍କ ବାପା ମା, ଜେଜେ ମା ଓ ଦୁଇ ଭଉଣୀ ଅଛନ୍ତି । ଲିପଶାଙ୍କ ବାପାଙ୍କ ନାମ ହେଉଛି ମନମୋହନ ମିଶ୍ର ଜିଏକି ଜଣେ ସରକାରୀ କର୍ମଚାରୀ ଅଟନ୍ତି । ଲିପଶାଙ୍କ ଦୁଇ ଭଉଣୀଙ୍କ ନାମ ହେଉଛି ଈପ୍ସିତା ମିଶ୍ର ଓ ଅଭୀପ୍ସା ମିଶ୍ର । ତାଙ୍କର ଦୁଇ ଭଉଣୀଙ୍କ ବିବାହ ହୋଇସାରିଛି ।
ମିଡିଆ ରିପୋର୍ଟସ ଅନୁସାରେ ଲିପଶାଙ୍କର ଏକ ବୟଫ୍ରେଣ୍ଡ ଅଛି ଯିଏକି ଜଣେ ଡାଇରେକ୍ଟର ଅଟନ୍ତି । ବର୍ତ୍ତମାନ ଲିପଶା ବିବାହ କରିନାହାନ୍ତି ହେଲେ ନିଜ ପରିବାର ସହ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ଅଭିନେତ୍ରୀ ଲିପଶା ମିଶ୍ର କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ