ଲଗଡାଉନରେ ବିବାହ କରିଥିବା TOP 10 ଓଡିଆ Celebrity ଏବେ ଶାଶୂଘରେ କେମିତି ଅଛନ୍ତି ଓ କଣ କରୁଛନ୍ତି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଏହି ଲକଡାଉନ ବା ଏହା ପୂର୍ବରୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ଓଡ଼ିଆ ସେଲିବ୍ରିଟି ବିବାହ ପରେ କିପରି ନିଜ ଶାଶୂଘରେ ଅଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅର୍ଦ୍ଧେନ୍ଦୁ । ଏହି ଅଭିନେତା ଲକଡାଉନ ହେବାର କିଛି ଦିନ ପୂର୍ବରୁ ବିବାହ କରିଥିଲେ । ବର୍ତ୍ତମାନ ସେ ନିଜ ପତ୍ନୀ ଓ ପରିବାର ସଦସ୍ୟ ଙ୍କ ସହିତ ଭୁବନେଶ୍ୱର ରେ ରହୁଛନ୍ତି ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ପାଣିଗ୍ରାହୀ । ଆପଣ ମାନେ ପ୍ରିୟଙ୍କା ଙ୍କୁ ଅନେକ ସିରିଆଲ ରେ ଦେଖିଥିବେ । ଏହି ଅଭିନେତ୍ରୀ ମଧ୍ୟ ଲକଡାଉନ ସମୟ ରେ ବିବାହ କରିଛନ୍ତି । ସେ ବର୍ତ୍ତମାନ କଟକରେ ନିଜ ଶାଶୂଘରେ ରହୁଛନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ମାହି । ଆପଣ ମାନେ ମାହି ଓ ଚନ୍ଦନ ଙ୍କ ଯୋଡ଼ି କୁ ତ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡ଼ି ମଧ୍ୟ ଲକଡାଉନ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଉଭୟ ଭୁବନେଶ୍ୱର ରେ ରହୁଛନ୍ତି । ଏହି ଯୋଡ଼ି ଜଣେ କନ୍ୟା ସନ୍ତାନ ର ପିତାମାତା ହୋଇସାରିଛନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ପିଙ୍କି ପ୍ରଧାନ । ଆପଣ ମାନେ ପିଙ୍କି ଙ୍କୁ ଅନେକ ଧରାବାହିକ ରେ ଦେଖିଥିବେ । ଲକଡାଉନ ସମୟ ରେ ବିବାହ ପରେ ପିଙ୍କି ନିଜ ଶାଶୂଘର ପୁରୀ ରେ ରହୁଛନ୍ତି ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଗାର୍ଗି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ଲକଡାଉନ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ସ୍ୱାମୀ ଜଣେ ବିଜନେସ ମ୍ୟାନ୍ ଅଟନ୍ତି । ବର୍ତ୍ତମାନ ସେ ନିଜ ଶାଶୂଘର ଭୁବନେଶ୍ୱର ରେ ରହୁଛନ୍ତି ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ରାଜୁ ଓ ଭୈରବୀ । ଏହି ଯୋଡ଼ି ଲକଡାଉନ ସମୟ ରେ ପରସ୍ପର କୁ ବିବାହ କରିଥିଲେ । ବର୍ତ୍ତମାନ ଉଭୟ ଏକାଠି ରହୁଛନ୍ତି । ବିବାହ ପରେ ଏହି ଯୋଡ଼ି ସୁ-ଟିଂ ରେ ମଧ୍ୟ ଯୋଗ ଦେଇଥିଲେ ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଶୁଭସ୍ମିତା । ଶୁଭସ୍ମିତା ଙ୍କୁ ଆପଣ ମାନେ ଅନେକ ଟିଭି ସିରିଆଲ ରେ ଦେଖିଥିବେ । ଲକଡାଉନ ସମୟ ରେ ସେ ବିବାହ କରିଥିଲେ ଏବଂ ବର୍ତ୍ତମାନ ବିବାହ ପରେ ସେ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି । ସେ ନିଜ ଶାଶୂଘର ଭୁବନେଶ୍ୱର ରେ ରହୁଛନ୍ତି ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ଅମ୍ଳାନ । ଅମ୍ଳାନ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିଥିବେ । ସେ ଭୂମିକା ଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ।

୯. ଏହି ଲିଷ୍ଟ ର ନବମ ସ୍ଥାନରେ ଅଛନ୍ତି ଝିଲ୍ଲିକ । ସେ ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଏହି ଅଭିନେତ୍ରୀ ହଠାତ ଲକଡାଉନ ସମୟ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ନିଜ ସ୍ୱାମୀ ଓ ପରିବାର ଙ୍କ ସହିତ ସୁକିନ୍ଦା ରେ ରହୁଛନ୍ତି ଏବଂ ସେ ଏକ ଆଡ଼ଭର୍ଟାଇଜ ର ସୁ-ଟିଂ ପାଇଁ ଭୁବନେଶ୍ବର ମଧ୍ୟ ଆସନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *