ରାକ୍ଷୀ ରେ ଲିପି (Lipi Mohapatra) ଙ୍କ ଭାଇ ଏମିତି କ’ଣ ଉପହାର ଦେଲେ ? ଲିପି ହେଲେ ଇମୋସନାଲ ! ଦେଖନ୍ତୁ ଲିପିଙ୍କ ରକ୍ଷା ବନ୍ଧନ Video

ବନ୍ଧୁଗଣ ଗତ ରାବିବାର ଥିଲା ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହା ହେଉଛି ଆମ ହିନ୍ଦୁ ମାନଙ୍କର ଏକ ମହତ୍ଵପୂର୍ଣ୍ଣ ପର୍ବ । ଏହି ପର୍ବରେ ସମସ୍ତ ଭଉଣୀ ମାନେ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ମଧ୍ୟ ନିଜ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଏହି ପର୍ବକୁ ବହୁତ ଆନନ୍ଦର ସହ ପାଳନ କରିଛନ୍ତି । ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଲିପି ମହାପାତ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଲିପି ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ।

ତାଙ୍କର ଅଭିନୟ ଓ ତାଙ୍କ ସୁନ୍ଦରତାକୁ ସମସ୍ତ ଲୋକ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଏହି ରାକ୍ଷୀ ପୂର୍ଣ୍ଣିମାରେ ଲିପି ନିଜ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ ଓ ଏହାର ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ସେ-ୟା-ର କରିଥିଲେ । ତା ହେଲେ ବନ୍ଧୁଗଣ ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ କିପରି ଲିପି ପାଳନ କରିଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଭି-ଡି-ଓ-ରେ ପ୍ରଥମେ ଲିପି ନିଜ ବଡ ଭାଇଙ୍କୁ ରାକ୍ଷୀ ବାନ୍ଧୁ ଛନ୍ତି । ଭିଡିଓରେ ତାଙ୍କ ଘର ଲୋକ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି ଓ ବହୁତ ଆନନ୍ଦର ସହ ରାକ୍ଷୀ ପର୍ବ ପାଳନ କରୁଛନ୍ତି । ବଡ ଭାଇକୁ ରାକ୍ଷୀ ବାନ୍ଧିବା ପରେ ଲିପି ନିଜ ସାନ ଭାଇଙ୍କୁ ରାକ୍ଷୀ ବାନ୍ଧୁ ଛନ୍ତି । ଏହା ପରେ ତାଙ୍କ ଭାଇ ମାନେ ତାଙ୍କୁ ଉପାହାର ଦେଉଛନ୍ତି । ଲିପିଙ୍କ ସାନ ଭାଇ ତାଙ୍କୁ ପ୍ରଥମେ କିଛି ଚକଲେଟ ଦେଉଛନ୍ତି ।

ଚକଲେଟ ଦେବା ପରେ ସେ ଲିପିଙ୍କ ହାତରେ ୫୦୦ ଟଙ୍କା ଦେଉଛନ୍ତି  । ସେହି ସମୟରେ ତାଙ୍କ ବଡ ଭାଇ ଆସି ଲିପିଙ୍କୁ ୨ ଟଙ୍କା ଦେଉଛନ୍ତି । ବନ୍ଧୁଗଣ ଦୁଇ ଟଙ୍କା ଦେଖି ଲିପି ଟିକେ ଇମୋସନାଲ ହୋଇଯାଉଛନ୍ତି । ହେଲେ ବହୁତ ମଜାମସ୍ତିର ସହ ଲିପି ରାକ୍ଷୀ ପର୍ବ ପାଳନ କରିଛନ୍ତି ।

ଲିପି ଭି-ଡି-ଓ-ରେ କହୁଛନ୍ତି, ମୋର ଆଉ ଗୋଟେ ଭାଇ ଭୁବନେଶ୍ବରରେ ଅଛି । ଏଠି ଏତିକି ଜିନିଷ ମତେ ମିଳିଲା ଆଉ ତାକୁ ରାକ୍ଷୀ ବାନ୍ଧିବା ପରେ ଯାହା ମୋତେ ମିଳିବ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓ-ଟି ବହୁତ ଚର୍ଚାରେ ରହିଛି ଓ ଏହି ଭି-ଡି-ଓ-କୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭି-ଡି-ଓ-ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *