ନିଆରା ଢଙ୍ଗରେ Independence day ସେଲିବ୍ରେଟ କଲେ କୁନି Tarini, କଲେ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି ।

କେତେବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ । ତେବେ ସେହି ଭଳି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ଓଡ଼ିଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ତେବେ ସେଥି ମଧ୍ୟରୁ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ତାରା ତାରିଣୀ ଧାରାବାହିକ ଅନ୍ୟତମ । ତେବେ ଏହି ଧାରା ବାହିକ ରେ କୁନି ତାରିଣୀ କିପରି ଏଥରର ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆସନ୍ତୁ ଜାଣିନେବା ।

ତେବେ ଏହି ତାରା ତାରିଣୀ ଧାରାବାହିକ ଲୋକ ମାନଙ୍କ ର ଅତି ପ୍ରିୟ ଅଟେ । ଏହି ଧାରାବାହିକ ରେ ଅନେକ ବଡ଼ ବଡ଼ କଳାକାର ଅଭିନୟ କରୁଛନ୍ତି ଯେପରି ଲିପି, ମିଲି ପଣ୍ଡା, ଅଶ୍ୱିନୀ, ନମ୍ରତା, ଛଂଦିତା ଆଦି ଅନେକ ବଡ଼ ବଡ଼ କଳାକାର ଏହି ଧାରାବାହିକ ରେ କାମ କରୁଛନ୍ତି ଏବଂ ଲୋକ ମାନଂକୁ ମଧ୍ୟ ଏମାନଙ୍କ ଅଭିନୟ ବହୁତ ପସନ୍ଦ ମଧ୍ୟ କରନ୍ତି ।

ତେବେ ସବୁଠାରୁ ଅଧିକ ଲୋକମାନେ ଏହି ଧାରାବାହିକ ରେ ଡବଲ ରୋଲ କରୁଥିବା କୁନି ତାରିଣୀ ଭୂମିକା କୁ ବହୁତ ପସନ୍ଦ କରନ୍ତି । ତେବେ ଏହି କୁନି ତାରିଣୀ ବର୍ତ୍ତମାନ ଧାରାବାହିକ ରେ ବଡ଼ ହୋଇ ଯାଇଛନ୍ତି ଏବଂ ତାଙ୍କ ଚରିତ୍ର ବର୍ତ୍ତମାନ ଅଭିନେତ୍ରୀ ସୁମନ ଅଭିନୟ କରୁଛନ୍ତି । ତେବେ କୁନି ତାରିଣୀ ବର୍ତ୍ତମାନ ଏହି ଧାରାବାହିକ ରେ ଆଉ କାମ କରୁ ନାହାନ୍ତି ଏବଂ ଘରେ ରହି ନିଜ ପାଠ ପଢ଼ାରେ ମନ ଦେଉଛନ୍ତି ତେବେ ସେ ଷଷ୍ଠ ଶ୍ରେଣୀ ରେ ପଢୁଛନ୍ତି ।

ସେ ଏହି ଇଣ୍ଡଷ୍ଟ୍ରୀ କୁ ପାଞ୍ଚ ବର୍ଷ ବୟସ ରୁ ଅଭିନୟ କରୁଛନ୍ତି । ତେବେ କୁନି ତାରିଣୀ ଆମର ଅଗଷ୍ଟ ୧୫ ସ୍ବାଧୀନତା ଦିବସ ରେ ଖୁସି ମନରେ ଏହାକୁ ଭଲ ଭାବରେ ପାଳନ କରିଛନ୍ତି ଏବଂ ସମସ୍ତଙ୍କୁ ଖୁସି ମନରେ ପାଳନ କରିବାକୁ ମଧ୍ୟ କହୁଛନ୍ତି ।

ତେବେ ଏହା ଛଡା କୁନି ତାରିଣୀ ଏହି ସ୍ୱାଧୀନତା ଦିବସ ରେ ବନ୍ଦେ ମାତରମ ଗୀତ ରେ ଏକ ଭିଡିଓ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି ଏବଂ ଏହି କୁନି ଝିଅ ର ଏହି ଗୀତ ରେ ଅଭିନୟ ଲୋକ ମାନଙ୍କୁ ବହୁତ ଭଲ ଲାଗିଛି ଏବଂ ଲୋକମାନେ ଏହାର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଆଶା କରୁଛୁ କି ଆପଣ ମାନେ ମଧ୍ୟ ଏଥରର ସ୍ୱାଧୀନତା ଦିବସ ବହୁତ ଖୁସି ମନରେ ପାଳନ କରିବେ ।

Leave a Reply

Your email address will not be published. Required fields are marked *