ଦେ-ହ ବ୍ୟା-ପା-ର ରେ ସାମିଲ ଥିଲେ ଏହି 6 ଜଣ ଅଭିନେତ୍ରୀ, ନମ୍ବର 2 ତ ଜିତିଥିଲେ ନାସନାଲ ଫିଲ୍ମ ଆୱାର୍ଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଭାରତୀୟ ଅଭିନେତ୍ରୀ ମାନେ ନିଜ ଜୀବନରେ କେବଳ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ।

ହେଲେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖରାପ ରାସ୍ତାକୁ ବାଛି ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଟଙ୍କା କମାଇବା ପାଇଁ ଦେ-ହ ବ୍ୟା-ପା-ର କରିଥିଲେ । ହେଲେ ଏହି ଦେ-ହ ବ୍ୟା-ପା-ର କରିବା ଦୋ-ଷ-ରେ ଏହି ଅଭିନେତ୍ରୀ ମାନଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା ଯାହାଫଳରେ ଏହି ଅଭିନେତ୍ରୀ ମାନଙ୍କ କାରିୟର ସଂପୂର୍ଣ୍ଣ ଶେଷ ହୋଇଯାଇଥିଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଭୁବନେଶ୍ଵରୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଭୁବନେଶ୍ଵରୀ । ଭୁବନେଶ୍ଵରୀ ଅନେକ ବି-ଗ୍ରେଡ ଫିଲ୍ମରେ କାମ କରିଛନ୍ତି । ସାଉଥ ଅଭିନେତ୍ରୀ ଭୁବନେଶ୍ଵରୀ ମଧ୍ୟ ଦେ-ହ ବ୍ୟା-ପା-ର କରିବା ହେତୁ ସେ-କ-ସ ରା-କେ-ଟ-ରେ ଧରା ପଡିଥିଲେ । ତାଙ୍କୁ ପୋ-ଲି-ସ ଗି-ର-ଫ କରିଥିଲା ଯାହାଫଳରେ ତାଙ୍କ କାରିୟର ବରବାଦ ହୋଇଯାଇଥିଲା ।

ଶ୍ଵେତା ବାସୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶ୍ଵେତା ବାସୁ । ଶ୍ଵେତା ବାସୁ ନିଜ ଫିଲ୍ମ ‘ମକଡି’ରେ ଅଭିନୟ କରି ୨୦୧୨ ମସିହାରେ ନାସନାଲ ଫିଲ୍ମ ଆୱାର୍ଡ ପାଇଥିଲେ । ଶ୍ଵେତା ବାସୁ ପିଲା ଦିନରୁ ସାଉଥ ଓ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ କାମ କରିଥିଲେ । ହେଲେ ତାଙ୍କୁ ଖାସ ସଫଳତା ନ ମିଳିବା ହେତୁ ସେ ଟଙ୍କା କମାଇବା ପାଇଁ ଦେ-ହ ବେ-ପା-ର କରିଥିଲେ । ଯାହାଫଳରେ ସେ ପୋ-ଲି-ସ ହାତରେ ଗି-ର-ଫ ହୋଇଥିଲେ ।

କିନେରା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କିନେରା । କିନେରା ହେଉଛନ୍ତି ଜଣେ ସାଉଥ ଅଭିନେତ୍ରୀ । ଟଙ୍କା କାକାଇବା ପାଇଁ କିନେରା ଦେ-ହ ବେ-ପା-ର କରୁଥିଲେ । ହେଲେ ଏକ ଷ୍ଟି-ଙ୍ଗ ଅ-ପ-ରେ-ସ-ନ ଦ୍ଵାରା ସେ ପୋ-ଲି-ସ ହାତରେ ଗି-ର-ଫ ହୋଇଥିଲେ ।


ସାୟରା ଭାନୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସାଉଥ ଅଭିନେତ୍ରୀ ସାୟରା ଭାନୁ । ସାୟରା ଭାନୁ ମଧ୍ୟ ଟଙ୍କା କମାଇବା ପାଇଁ ଦେ-ହ ବେ-ପା-ର କରୁଥିଲେ । ୨୦୧୦ ମସିହାରେ ସେ ଦେ-ହ ବେ-ପା-ର କରିବା କାରଣରୁ ପୋ-ଲି-ସ ହା-ତରୁ ଗି-ର-ଫ ହୋଇଥିଲେ ।

ମିଷ୍ଟି ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମିଷ୍ଟି ମିଖାର୍ଜୀ । ମିଷ୍ଟି ମଧ୍ୟ ସେ-କ-ସ ରା-କେ-ଟ-ରେ ଧରା ପଡିଥିଲେ । ତାଙ୍କ ପାଖରୁ ୨୫ ହଜାର ସେ-କ-ସ ସିଡି ଓ ୨ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ଶର୍ମୀଲା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶର୍ମୀଲା ଚୋପଡା । ଶର୍ମୀଲା ମଧ୍ୟ ଟଙ୍କା କମାଇବା ପାଇଁ ସେ-କ-ସ ରା-କେ-ଟ-ରେ ସାମିଲ ଥିଲେ । ସେ ଏହା ନିଜେ ମାନି ଛନ୍ତି ଯେ, ଟଙ୍କା ପାଇଁ ସେ ଦେ-ହ ବେ-ପା-ର କରୁଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *