ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସମ୍ମାନିତ ହେଲେ ରାନୀ ପଣ୍ଡା । ତେବେ ସୂଚନା ମୁତାବକ ଖଣ୍ଡଗିରି ପେଣ୍ଡାଲରେ ଯାତ୍ରା ପରିବେଷଣ କରିବା ସମସ୍ତ ଯାତ୍ରା କଳାକାର ମାନଙ୍କ ବହୁତ ବଡ ଇଛା ରହିଥାଏ । ଏହା ସହିତ ଦର୍ଶକ ମଧ୍ୟ ଖଣ୍ଡଗିରିକୁ ଯାଇ ସେଠାରେ ପରିବେଷଣ କରାଯାଉଥିବା ଯାତ୍ରା ତଥା ଯାତ୍ରା କଳାକାରଙ୍କୁ ଦେଖିବା ପାଇଁ ମଧ୍ୟ ବହୁତ ଆଗ୍ରହ ରଖିଥାନ୍ତି ।
ତେବେ ନିକଟ ଅତୀତରେ ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଯାତ୍ରାସ୍ଵର୍ଣ୍ଣ ମନ୍ଦିର ତରଫରୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ସ୍ଟେଜ ଉପରେ ସମ୍ମାନିତ କରଯାଇଥିଲା । ତେବେ ଏପରି ଏକ ଉତ୍ସବରେ ଯାତ୍ରାର ସମସ୍ତ କର୍ମକର୍ତ୍ତା ମିଶି ଯାତ୍ରା ସ୍ଟେଜ ଉପରକୁ ରାନୀ ପଣ୍ଡାକୁ ସମ୍ମାନିତ କରିଥିଲେ । ଏହା ସହିତ ରାନୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦେଇ ସ୍ଵାଗତ କରିଥିଲେ । ତେବେ ଏହି ସମ୍ବର୍ଦ୍ଧନା ଉତ୍ସବରେ ରାନୀ ପଣ୍ଡାଙ୍କର ମଧ୍ୟ କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା ।
ତେବେ ରାନୀ ପଣ୍ଡା କହିଥିଲେ । ଏଠାରେ ଉପସ୍ଥିତ ରହିଥିବା ସମସ୍ତ ଦର୍ଶକବନ୍ଧୁ ମାନଙ୍କୁ ମୋର ନମସ୍କାର । ତେବେ ରାନୀ ପଣ୍ଡା ଭଳି ଜଣେ ବିବାଦୀୟ ଅଭିନେତ୍ରୀକୁ ପୁଣି ଥରେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିରରେ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ବହୁତ ଧନ୍ଯ ମନେ କରୁଛି । ତେବେ ମୁଁ ବର୍ତ୍ତମାନ ନିଜର ବ୍ୟକ୍ତିଗତ ତଥା କାମସ୍ତରରେ ବହୁତ କିଛି ବିବାଦର ପରିସରରେ ମଧ୍ୟରେ ରହିଅଛି ।
ତେବେ ଏହାରି ମଧ୍ୟରେ ନିଜକୁ ବାହାର କରି ପୁଣି ଥରେ ଯାତ୍ରା ସ୍ଟେଜରେ ଦର୍ଶକ ମାନଙ୍କର ମନୋରଞ୍ଜନ କରିବାର ସୁଯୋଗ ପାଇଛି ବୋଲି ବହୁତ ଖୁସି ଲାଗୁଛି । ତେବେ ରାନୀ ପଣ୍ଡା ଏପରି କିଛି ମଧ୍ୟ ଯାତ୍ରା ସ୍ଵର୍ଣ୍ଣ ମନ୍ଦିରକୁ ନେଇ ନିଜର ମନ୍ତବ୍ୟ ରଖିଥିଲେ । ଯେଉଁଠାରେ ରାନୀ କହିଥିଲେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ରାନୀ ଉପରେ ଏତେ ବିବାଦ ଥାଇ ସତ୍ବେ ମୋ ଉପରେ ଦୟା ଦେଖାଇ ପୁଣି ଥରେ ସମ୍ବର୍ଦ୍ଧନା ଦେଇ ଯାତ୍ରା ମଞ୍ଚରେ କାମ କରିବାର ସୁଯୋଗ ଦେଉଛନ୍ତି ।
ତେବେ ମୁଁ ଚେଷ୍ଟା କରିବି ଦର୍ଶକ ମାନଙ୍କୁ ପୁଣି ଥରେ ଆଗ ଭଳି ମନୋରଞ୍ଜନର ଖୋରାକ ଯୋଗାଇ ପାରିବି । ସମସ୍ତଙ୍କର ମନୋରଞ୍ଜନ କରିପାରିବି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ