ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ପଢିଛନ୍ତି ସିରିଏଲ ଦିବ୍ୟଦୃଷ୍ଟି ର କଳାକାର ମାନେ ? ଜାଣି ଆଶ୍ଚର୍ଯ୍ୟ ହେଇଯିବେ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ଦିବ୍ୟଦୃଷ୍ଟି’ ନିଶ୍ଚୟ ଦେଖିଥିବେ ।

ଏହି ଧାରାବାହିକଟି ବହୁତ ଲୋକପ୍ରିୟତା ହାସଲ କରିଛି କାରଣ ଏହ ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ପାରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାର ମାନଙ୍କ ଏଜୁକେଶନାଲ କ୍ବାଲିଫିକେସନ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ଏଜୁକେଶନାଲ କ୍ବାଲିଫିକେସନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅନନ୍ୟା ଦାସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଏହି ଧାରାବାହିକରେ ସୁନ୍ଦର ଅଭିନେତ୍ରୀ ଅନନ୍ୟା ଦାସ । ଅନନ୍ୟା ଏହି ଧାରାବାହିକରେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଅନନ୍ୟା ଭୁବନେଶ୍ଵରର କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

ଅନନ୍ତ ରଥ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଅଭିନେତା ଅନନ୍ତ ରଥ । ଏହି ଧାରାବାହିକରେ ଅନନ୍ତ ଦିପୁ ଭୂମିକାରେ ନଜର ଆସୁଛନ୍ତି । ଅନନ୍ତ କଟକ ଲ କଲେଜରେ (ଏଲଏଲବି) କରିଛନ୍ତି ।

ରିଷିକ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ରିଷିକ ମିଶ୍ର । ରିଷିକ ଏହି ଧାରାବାହିକରେ ଦିବ୍ୟର ଭୂମିକା ପଦର୍ଶନ କରିଛନ୍ତି । ସେ କଟକର ରେଭେନ୍ସା ୟୁନିଭର୍ସିଟିରେ ଗ୍ରାଜୁଏସନ କରିଛନ୍ତି ।

ରୋଷନ ରାଉତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ରୋଷନ ରାଉତ । ରୋଷନ ଏହି ଧାରାବାହିକରେ ପିକୁର ଭୂମିକା ପଦର୍ଶନ କରିଛନ୍ତି । ସେ ସମ୍ବଲପୁର ୟୁନିଭର୍ସିଟିରେ ଗ୍ରାଜୁଏସନ କରିଛନ୍ତି ।

ଅନନ୍ୟା ପରିଡା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏହି ଧାରାବାହିକର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପରିଡା । ଅନନ୍ୟା ଏହି ଧାରାବାହିକରେ ଜସ୍ମିନର ଭୂମିକାରେ ନଜର ଆସୁଛନ୍ତି । ସେ ବାଲେଶ୍ଵରର ଏଫଏମ ଅଟୋନମୋସ କଲେଜରେ ଗ୍ରାଜୁଏସନ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *