ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ଠିକ ସେହି ପରି ବର୍ତ୍ତମାନ ବଲିଉଡର ଜଣେ ଦିଗଜ ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କାଟ୍ରିନା କୈଫ । କାଟ୍ରିନା ବର୍ତ୍ତମାନ ବିଜନେସ ଓମେନ ହୋଇସାରିଛନ୍ତି । ସେ ବର୍ତ୍ତମାନ ବଲିଉଡର ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି ।
ବନ୍ଧୁଗଣ ଏହି କିଛି ହେବ କାଟ୍ରିନା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । କାଟ୍ରିନା ନିଜର ବୋଲ୍ଟ ଓ ରିଭିଲିଙ୍ଗ ଡ୍ରେସ ପାଇଁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେଉଛନ୍ତି ।ଆଜିଆମେ ଆପଣ ମାନଙ୍କୁ କାଟ୍ରିନାଙ୍କର ଏହି ରିଭିଲିଙ୍ଗ ଡ୍ରେସ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଏହି କିଛି ମାସ ପୂର୍ବରୁ କାଟ୍ରିନା ନାଇକା ସହ ମିଶି ନିଜ ମେକ୍ଅପ୍ ବ୍ରାଣ୍ଡକୁ ଲଞ୍ଚ କରିଥିଲେ । କାଟ୍ରିନା ଏହି ବ୍ରାଣ୍ଡ ପାଇଁ ୩ ବର୍ଷ ହେବ କାମ କରିଛନ୍ତି । ନାଇକା କମ୍ପାନୀର ଫାଉଣ୍ଡର ଫାଲ୍ଗୁନୀ ନାୟର କାଟ୍ରିନାଙ୍କ ବିଉଟି ପ୍ରଡ଼କ୍ଟର ପ୍ରଶଂସା ମଧ୍ୟ କରିଛନ୍ତି । କାଟ୍ରିନା ନିଜ ବ୍ରାଣ୍ଡରେ ୬୪ ଆଇଟମ୍ସ ଲଞ୍ଚ କରିଥିଲେ ।

ନାଇକାର ଏକ ଇଭେଣ୍ଟରେ କାଟ୍ରିନା ଅଫ୍ ସୋଲ୍ଡର ହଳଦିଆ ରଙ୍ଗର ଡ୍ରେସ ପିନ୍ଧି ଆସିଥିଲେ । ଏହି ଡ୍ରେସରେ କାଟ୍ରିନା ବହୁତ ଅଧିକ ସୁନ୍ଦର ଓ ସେକସି ନଜର ଆସୁଥିଲେ । ହେଲେ ସେ ନିଜ ଡ୍ରେସକୁ ବାରମ୍ବାର ଠିକ କରୁଥିଲେ । ଏହି ଡ୍ରେସରେ କାଟ୍ରିନାଙ୍କ କ୍ଳେଭେଜ ମଧ୍ୟ ନଜର ଆସୁଥିଲା । ଏହି ଡ୍ରେସ ପାଇଁ କାଟ୍ରିନାଙ୍କୁ ବହୁତ ଅଧିକ ଲଜ୍ଜିତ ଓ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା । କାଟ୍ରିନାଙ୍କ ଏହି ଡ୍ରେସରେ ଫଟୋ ସୋସିଆଲ ମିଡିଆରେ ମଧ୍ୟ ବହୁତ ମାତ୍ରାରେ ଭାଇରାଲ ହୋଇଛି ।

୨. ଏହି କିଛି ଦିନ ତଳେ କାଟ୍ରିନା ମୋଲଦୀପ ପହଞ୍ଚି ଥିଲେ ଯେଉଁଠି ସେ ବହୁତ ସାରା ଫଟୋ ସୁଟ କରିଥିଲେ । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ନିଜର କିଛି ଫଟୋ ସେୟାର କରିଥିଲେ । କାଟ୍ରିନା ସେହି ଫଟୋରେ ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିଲେ ଓ ବହୁତ ସୁନ୍ଦର ନଜର ଆସୁଥିଲେ । କାଟ୍ରିନା ଏହି କଥାର ସୂଚନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଇଥିଲେ । କାଟ୍ରିନା ଏହି ଫଟୋରେ ବହୁତ ଅଧିକ ସେକସି ଓ ସୁନ୍ଦର ନଜର ଆସୁଛନ୍ତି । ଫ୍ୟାନ୍ସ ମାନେ ମଧ୍ୟ କାଟ୍ରିନାଙ୍କର ବହୁତ ପ୍ରଶଂସା କରିଛନ୍ତି ।

୩. ଏହି କିଛି ଦିନ ହେବ କାଟ୍ରିନାଙ୍କ ଏକ ନୂଆ ଫିଲ୍ମ ‘ଫୋନବୁଥ’ର ପୋଷ୍ଟର ଲଞ୍ଚ ହୋଇଛି । ଏହି ଫିଲ୍ମରେ କାଟ୍ରିନା ଅଭିନେତା ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁରବେଦିଙ୍କ ସହ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ପୋଷ୍ଟରଟି ଲଞ୍ଚ ହୋଇସାରିଛି ଓ ଦର୍ଶକ ମାନେ ଏହି ପୋଷ୍ଟରକୁ ବହୁତ ଅଧିକ ପସନ୍ଦ କରିଛନ୍ତି, ସେଥିପାଇଁ କାଟ୍ରିନା ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ଅଛନ୍ତି ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

