ପ୍ରଥମ ପୁଅର ନାମ ରଖିଥିଲେ ତଇମୁର ତ ହେଇଥିଲା ଖୁବ ବିବାଦ, ଏବେ ସାମ୍ନାକୁ ଆସିଲା ଦ୍ଵିତୀୟ ପୁଅର ନାମ, ତ ହେଇପାରେ ବବାଲ

ନମସ୍କାର ବନ୍ଧୁଗଣ କରିନା କପୂର ଏବଂ ସେଫ ଅଲ୍ଲୀ ଖାଁ ନିଜର ନବଜାତ ଶିଶୁ ସହ ବହୁତ ଭଲ ସମୟ ବିତାଉ ଛନ୍ତି । କରିନା ୨୧ ଫେବ୍ରୁଆରୀ ୨୦୨୧ ରେ ନିଜର ଦ୍ଵିତୀୟ ସନ୍ତାନ କୁ ଜନ୍ମ ଦେଇଥିଲେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜର ଶିଶୁ ର ନାମ ଏବଂ ଫୋଟୋ କୁ ମି-ଡ଼ି-ଆ ଆଗରେ ପ୍ରକାଶ କରି ନାହାନ୍ତି । ସେ ନିଜ ଶିଶୁ ର ଫୋଟୋ କୁ ସୋ-ସି-ଆ-ଲ ମି-ଡ଼ି-ଆ ରେ ଛାଡ଼ୁଛନ୍ତି କିନ୍ତୁ ତାର ମୁହଁ କୁ ଲୁଚାଇ ରଖୁଛନ୍ତି । ଯେତେବେଳେ କରିନା ଙ୍କ ପ୍ରଥମ ସନ୍ତାନ ତୈମୁର ର ଜନ୍ମ ହୋଇଥିଲା ସଙ୍ଗେ ସଙ୍ଗେ ତାର ଚେହେରା ମି-ଡ଼ି-ଆ ଆଗରେ ଆସି ଯାଇଥିଲା । ଏହା ପରେ ତୈମୁର କୁ ମି-ଡ଼ି-ଆ ର ଲାଇମ ଲାଇଟ ମିଳିବାକୁ ଲାଗିଲା ।

ଯେତେବେଳେ ବି ତୈମୁର ଘର ବାହାରକୁ ଯାଉଥିଲା ସେତେବେଳେ ମିଡ଼ିଆ ଵାଲା ତାକୁ ସଙ୍ଗେ ସଙ୍ଗେ ଘେରି ନେଉଥିଲେ । ତେଣୁ କରିନା ଏବଂ ସେଫ ଏହା ଚାହୁଁ ନଥିଲେ କି ତାଙ୍କର ଦ୍ଵିତୀୟ ସନ୍ତାନ ସହ ଏହି ଭଳି ନ ହେଉ ବୋଲି । ସେଥିପାଇଁ ସେ ନିଜର ଦ୍ୱିତୀୟ ସନ୍ତାନ ର ଚେହେରା କୁ ମି-ଡ଼ି-ଆ ସାମ୍ନା କୁ ଆସିବାକୁ ଦେଉ ନାହାନ୍ତି । ଏହା ଛଡା ତୈମୁର ର ନାମ କୁ ନେଇ ମଧ୍ୟ ବହୁତ ବି-ବା-ଦ ହୋଇଥିଲା ।

ଲୋକ ମାନେ ବହୁତ ରା-ଗି ଯାଇଥିଲେ କାରଣ ସେ ନିଜର ପିଲାର ନାମ ଏକ କ୍ରୁର ମୁଗଲ ଶାସକ ଙ୍କ ନାମ କୁ ରଖାଯାଇଥିଲା । କିନ୍ତୁ ପରେ ସେମାନେ ନିଜର ବଚାଵ ରେ କହିଥିଲେ କି ସେହି କ୍ରୁର ରାଜାର ନାମ ତିମୂର ଏବଂ ତାଙ୍କ ସନ୍ତାନ ର ନାମ ତୈମୁର । ଏବଂ ବର୍ତ୍ତମାନ ଫ୍ୟାନ ମାନେ କରିନା ଙ୍କ ର ଦ୍ଵିତୀୟ ସନ୍ତାନ ର ନାମ କୁ ନେଇ ବହୁତ ଉତ୍ସାହିତ ହୋଇ ଯାଇଛନ୍ତି । କିନ୍ତୁ ନିଜର ପ୍ରଥମ ପିଲା ର ନାମ ର ବିବାଦ ପରେ ସେ ନିଜର ଦ୍ଵିତୀୟ ସନ୍ତାନ ର ନାମ କୁ କିଛିଦିନ ପର୍ଯ୍ୟନ୍ତ ପ୍ରକାଶ କରୁ ନାହାନ୍ତି ।

କିନ୍ତୁ ମଝିରେ ଏହା ଶୁଣିବାକି ଆସିଥିଲା କି ତାର ନାମ ଜେହ ବୋଲି କିନ୍ତୁ ଏହା ତାଙ୍କର ଡାକ ନାମ । କରିନା କପୂର ନିଜ ପୁସ୍ତକ କରିନା କପୂର ଖାନସ୍ ପ୍ରେଗେନ୍ସି ବାଇବଲ କୁ ଲଞ୍ଚ କରିଥିଲେ । ଏହି ପୁସ୍ତକ ରେ ହିଁ ସେ ନିଜର ଦ୍ଵିତୀୟ ସନ୍ତାନ ର ନାମ କୁ ପ୍ରକାଶ କରିଛନ୍ତି ଏବଂ ନିଜ ଦୁଇ ସନ୍ତାନ ଙ୍କ ର କିଛି ଝଲକ ମଧ୍ୟ ଦେଇଛନ୍ତି ।

କରିନା ନିଜର ଦୁଇ ସନ୍ତାନ ଙ୍କ ର ପୁଅ କୁ ଫୋଟୋ ଅପଲୋଡ଼ କରିଥିଲେ ଏବଂ ଲେଖିଥିଲେ କି ମୋ ସାହସ, ମୋ ଗର୍ବ,ମୋ ଦୁନିଆ,ମୋ ପୁସ୍ତକ ମୋ ଦୁଇ ସନ୍ତାନ ଙ୍କ ବିନା ଅସମ୍ଭବ ଥିଲା । ତେବେ କରିନା ଏବଂ ସେଫ ନିଜର ଦ୍ଵିତୀୟ ସନ୍ତାନ ର ନାମ ଜାହାଙ୍ଗିର ଅଲ୍ଲୀ ଖାନ ରଖିଛନ୍ତି । ତେବେ ଜାହାଙ୍ଗିର ମଧ୍ୟ ଜଣେ ମୋଗଲ ଶାସକ ଏବଂ ସେ ସମ୍ରାଟ ଆକବର ଙ୍କ ବଡ଼ ପୁଅ ଥିଲେ ।

Leave a Reply

Your email address will not be published. Required fields are marked *