କଣ ପୁଣି ଥରେ ମା’ ହେବାକୁ ଯାଉଛନ୍ତି Kareena Kapoor Khan ? ସେୟାର କଲେ ଅଲ୍ଟ୍ରାସାଉଣ୍ଡ ର ରିପୋର୍ଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ କରିନା କପୁର ଖାନଙ୍କୁ ନିଶ୍ଚୟ ଜାଣିଥିବେ । କରିନା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

କରିନା ବଲିଉଡର ଅନେକ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ କିଛି ସମୟ ହେବ କରିନା କପୁର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, କରିନା କପୁର ତୃତୀୟ ଥର ମା ହେବାକୁ ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗତ କିଛି ସମୟ ହେବ କରିନା କପୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ । ସେହି ଫଟୋରେ କରିନା ଏକ ଅଲ୍ଟ୍ରାସାଉଣ୍ଡର ଫଟୋ ଥିଲା । ଏହି ଫଟୋ ଦେଖି ଜଣା ପଡୁଛି ଯେ କରିନା କପୁର ଖାନ ପୁଣି ଥରେ ମା ହେବାକୁ ଯାଉଛନ୍ତି । ସେହି ଫଟୋକୁ ଦେଖି ଅନେକ ଲୋକ କରିନାଙ୍କୁ ଏହି ସ-ମ୍ବ-ନ୍ଧି-ତ ଅନେକ ପ୍ରଶ୍ନ ପଚାରୁଛନ୍ତି ହେଲେ କରିନା ପରେ ଏହାର ଖୁଲାସା କରିଥିଲେ ।

କରିନା ଏହାପରେ ଏକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓରେ କରିନା କହିଛନ୍ତି-‘ଏଇଟା ହେଉଛି ମୋ ମା ହେବାର ଯାତ୍ରା । ସେତେବେଳେ ମୁ ପ୍ରେଗନେଣ୍ଟ ଥିଲି । ସେହି ସମୟ ମୋ ପାଇଁ ଭଲ ଓ ଖରାପ ଉଭୟ ଥିଲା । ସେହି ସମୟରେ ମୁ କାମକୁ ଯିବା ପାଇଁ ଚାହୁଁ ଥିଲି ହେଲେ ବିଛଣାରୁ ଉଠିବା ପାଇଁ ମତେ ବହୁତ ସଂଘର୍ଷ କରିବାକୁ ଲାଗିଲା । ଗ-ର୍ଭା-ବ-ସ୍ଥା ସମୟରେ ମୁ ଯାହା ବି ଅନୁଭବ କରିଥିଲି ମୁ ଏକ ବହିରେ ଲେଖିଛି’ ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରି କରିନା କ୍ୟାପ୍ସନରେ ଲେଖିଥିଲେ ଯେ, ଏହି ବହିଟି ମୋର ତୃତୀୟ ଛୁଆ ପରିକା ହେବ । ମୁ ମୋର ଗ-ର୍ଭା-ବ-ସ୍ଥା-ର ସମସ୍ତ ଯାତ୍ରା ବିଷୟରେ ଏହି ବହିରେ ଲେଖିଛି । ବନ୍ଧୁଗଣ କରିନାଙ୍କ ବିବାହ ୨୦୧୨ ମସିହାରେ ବଲିଉଡ ଅଭିନେତା ସେଫ ଅଲି ଖାନଙ୍କ ସହ ହୋଇଥିଲା । କରିନା ଓ ସେଫଙ୍କର ଦୁଇଟି ଛୁଆ ଅଛନ୍ତି ।

ବନ୍ଧୁଗଣ ଏହି ବର୍ଷ ଫେବୃୟାରି ମାସରେ କରିନା ନିଜ ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ସେହି ସମୟରେ କରିନାଙ୍କ ଛୋଟ ପୁଅର ନାମକୁ ନେଇ ମଧ୍ୟ ବହୁତ ଚର୍ଚା ହୋଇଥିଲା । ମିଡିଆ ରିପୋର୍ଟ ଅନୁସାରେ ସେଫ ନିଜ ଛୋଟ ପୁଅକୁ ଘରେ ଜେହ ନାମରେ ଡାକୁ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ କରିନା କପୁର ଓ ଅଭିନେତା ସେଫ ଅଲି ଖାନଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *