ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର କିଛି ଏଭଳି କଳାକାର ଅଛନ୍ତି ଯେଉଁ ମାନଙ୍କୁ ନିଜର ବାସ୍ତବ ଜୀବନସାଥି ସୁ-ଟିଂ ସେଟ ରୁ ହିଁ ମିଳିଛି ।
ଅର୍ଥାତ ସେହି କଳାକାର ମାନେ ସୁ-ଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଓଡ଼ିଆ କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସୁ-ଟିଂ ସେଟ ରୁ ହିଁ ଭଲ ପାଇ ନିଜ ଜୀବନସାଥୀ ଙ୍କ ଖୋଜ କରିଛନ୍ତି ଏବଂ ତାଙ୍କୁ ରିଅଲ ଲାଇଫ ରେ ବିବାହ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଜ୍ୟାଙ୍କଲୀନ ଓ ଅରବିନ୍ଦ । ଏହି ଯୋଡ଼ି ‘ମୋ ଜେଜେମା’ ଧାରାବାହିକ ର ସୁ-ଟିଂ ସେଟ ରୁ ପରସ୍ପର କୁ ଭଲ ପାଇ ବସିଥିଲେ ଏବଂ ପରେ ଏହି ଯୋଡ଼ି ୩ ବର୍ଷର ରିଲେସନସିପ୍ ରେ ରହିଥିଲେ । ଶେଷରେ ବିଗତ କିଛି ଦିନ ହେବ ଅର୍ଥାତ ୨୦୨୧ ମସିହାରେ ଏହି ଯୋଡ଼ି ପରସ୍ପର କୁ ରିଅଲ ଲାଇଫ ରେ ବିବାହ କରିଛନ୍ତି ।
୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଆପଣ ମାନଙ୍କ ଅତି ପ୍ରିୟ ଯୋଡ଼ି ସୁବାସୀଷ ଓ ଅନିଶା । ଏହି ଯୋଡ଼ି କୁ ଅନେକ ଫିଲ୍ମ ରେ ଏକାଠି ଦେଖିବାକୁ ମିଳିଛି । ସୁ-ଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇ ୨୦୧୭ ମସିହାରେ ପରସ୍ପର କୁ ବିବାହ କରିଥିଲେ ଏହି ଯୋଡ଼ି ଏବଂ ଖୁବ ଶୀଘ୍ର ଏହି ଯୋଡ଼ି ମାତାପିତା ହେବାକୁ ଯାଉଛନ୍ତି ।
୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବିକ୍ରମ ଓ ବିଦ୍ୟା । ଏହି ଯୋଡ଼ି କୁ ଆପଣ ମାନେ ‘ଜୀବନସାଥୀ’ ଧାରାବାହିକ ରେ ରାଜୁ ଓ ଭୈରବୀ ଭୂମିକା ରେ ଦେଖିଥିବେ । ଏହି ଯୋଡ଼ି ମଧ୍ୟ ସୁ-ଟିଂ ସେଟ ରୁ ହିଁ ପରସ୍ପର କୁ ଭଲ ପାଇଥିଲେ ଏବଂ ୨୦୨୦ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଚନ୍ଦନ ଓ ମାହି । ଏହି ଯୋଡ଼ି ମଧ୍ୟ ପରସ୍ପର କୁ ସୁ-ଟିଂ ସେଟ ରୁ ହିଁ ଭଲ ପାଇ ବସିଥିଲେ ଏବଂ ୨୦୨୦ ମସିହାରେ ପରସ୍ପର କୁ ବିବାହ କରିଥିଲେ ।
୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ରାକେଶ ଓ ଯାଗ୍ୟସେନି । ଏହି ଯୋଡ଼ି ଙ୍କ ଲଭ ଷ୍ଟୋରୀ ମଧ୍ୟ ସୁ-ଟିଂ ସେଟ ରୁ ହିଁ ଆରମ୍ଭ ହୋଇଥିଲା । ପରେ ଏହି ଯୋଡ଼ି ୨୦୨୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ