ଝିଅ ଠାରୁ ମାତ୍ର 15 ବର୍ଷ ବଡ ଅଟନ୍ତି Shikhar Dhawan ତ ପତ୍ନୀ 10 ବର୍ଷ ସାନ, ଦେଖନ୍ତୁ ପୁରା ପରିବାର ର Photo

ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମର ଦିଗଜ ବ୍ୟାଟ୍ସ ମ୍ୟାନ ଶିଖର ଧବନ ନିଜ ଖେଳ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଶିଖର ଯେତେ ବେଳେ ମଇଦାନରେ ଥାନ୍ତି ସେତେବେଳେ ତାଙ୍କ ଫ୍ୟାନ୍ସ ମାନେ ଆନନ୍ଦ ନିଅନ୍ତି ।

ଶିଖର ନିଜ ଖେଳର ସୁନ୍ଦର ପଦର୍ଶନ ଦ୍ଵାରା ଅନେକ ଥର ନିଜ ଟିମକୁ ଜିତାଇ ଛନ୍ତି । ଶିଖରଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । କୋଟି କୋଟି ଲୋକ ଶିଖରଙ୍କ ଖେଳକୁ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନେ କଣ ଶିଖର ଧବନଙ୍କ ପରିବାର ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଶିଖର ଧବନଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଶିଖରଙ୍କ ପରିବାର ବିଷୟରେ ।

ବନ୍ଧୁଗଣ ଶିଖର ଧବନଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା । ସେ ଅଷ୍ଟ୍ରେଲିଆର ଆୟଶା ମୁଖାର୍ଜୀଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ଶିଖର ନିଜ ପତ୍ନୀଙ୍କ ଠାରୁ ୧୦ ବର୍ଷ ସାନ ଅଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବୟସର ସୀମା ଅଧିକ ହେଲେ ମଧ୍ୟ ଏମାନେ ପରସ୍ପରକୁ ବହୁତ ଅଧିକ ଭଲ ପାନ୍ତି । ବନ୍ଧୁଗଣ ଶିଖର ଧବନଙ୍କ ସହ ବିବାହ କରିବାରୁ ପୂର୍ବରୁ ଆୟଶା ମୁଖାର୍ଜୀ ଅନ୍ୟ ଏକ ଲୋକଙ୍କ ସହ ବିବାହ କରିଥିଲେ । ସେହି ବିବାହ ଦ୍ଵାରା ଆୟଶାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲା ।

ଶିଖର ଆୟଶାଙ୍କ ସହ ବିବାହ କରିବା ପରେ ତାଙ୍କର ଦୁଇ ଝିଅଙ୍କୁ ଆପଣାୟ ଥିଲେ । ଆୟଶାଙ୍କ ପ୍ରଥମ ବିବାହ ଅଷ୍ଟ୍ରେଲିଆର ଏକ ବଡ ବିଜନେସ ମ୍ୟାନଙ୍କ ସହ ହୋଇଥିଲା । ଆୟଶାଙ୍କ ଦୁଇ ଝିଅଙ୍କ ନାମ ରେୟା ଓ ଆଲିଆ ଅଟେ । ଯେଉଁଠି ଶିଖର ନିଜ ପତ୍ନୀଙ୍କ ଠାରୁ ୧୦ ବର୍ଷ ସାନ ଅଛନ୍ତି ସେହିପରି ତାଙ୍କ ବଡ ଝିଅ ଠାରୁ ସେ ୧୫ ବର୍ଷ ବଡ ଅଟନ୍ତି । ତାଙ୍କ ବଡ ଝିଅ ଆଲିଆ ଠାରୁ ଶିଖର ୧୫ ବର୍ଷ ବଡ ଅଛନ୍ତି ।

ଶିଖର ନିଜ ଦୁଇ ଝିଅଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ତାଙ୍କର ସମସ୍ତ କଥା ବୁଝନ୍ତି । ଶିଖରଙ୍କ ଜୀବନରେ ତାଙ୍କର ଦୁଇଟି ଝିଅ ଅଛନ୍ତି ବୋଲି ସେ ନିଜକୁ ବହୁତ ଭାଗ୍ଯବାନ ମାନନ୍ତି । ଶିଖର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅଧିକାଂଶ ସମୟ ନିଜ ଦୁଇ ଝିଅଙ୍କ ସହ ଫଟୋ ସେୟାର କରନ୍ତି ।

ଶିଖର ମହିଳା ମାନଙ୍କର ବହୁତ ସମ୍ମାନ କରନ୍ତି ଓ ବାସ୍ତବରେ ସେ ଏକ ଭଲ ସ୍ଵାମୀ ହେବା ସହ ଏକ ଭଲ ବାପା ମଧ୍ୟ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କ୍ରିକେଟର ଶିଖର ଧବନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *