ଯେତେବେଳେ Juhi Chawla ଙ୍କୁ ଲୋକ କହୁଥିଲେ କି ଟଙ୍କା ପାଇଁ ବୁଢାକୁ ବାହା ହେଲା, କିନ୍ତୁ ସତ ତ ଆଉ କିଛି ହିଁ ଥିଲା…ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ସବୁଠାରୁ ମୋସ୍ଟ ପପୁଲାର ଅଭିନେତ୍ରୀ ଭାବେ ଜୁହୀ ଚାୱଲା ପରିଚିତ ଅଟନ୍ତି । ୯୦ ଦଶକରେ ପ୍ରଡ୍ୟୁସର ମାନେ ତାଙ୍କ ସହ କାମ କରିବାକୁ ପସନଦ କରୁଥିଲେ ।

ତାଙ୍କର ସୁନ୍ଦରତା ଓ ସାନଦାର ଅଭିନୟ ପାଇଁ ତାଙ୍କ ସହ କାମ କରିବାକୁ ସମାଟେ ଆଗ୍ରହୀ ହେଉଥିଲେ । ୧୯୮୪ରେ ସେ ମିସ ଇଣ୍ଡିଆ ତାଜ ହାସଲ କରି ଲୋକପ୍ରିୟ ହୋଇଥିଲେ । ଏହା ୪ ବର୍ଷ ପରେ ସେ ବଲିଉଡରେ “କୟାମତ ସେ କୟାମତ” ଫିଲ୍ମରେ ନିଜର କ୍ଯାରିୟର ଆରମ୍ଭ କରି ଡେବ୍ୟୁ କରିଥିଲେ । ତାଙ୍କୁ ବଡ ପରଦାରେ ଦେଖି ସମସ୍ତେ ତାଙ୍କର ଦିୱାନା ହେଉଥିଲେ ।

ଏହା ପରେ ସେ ଅନେକ ଫିଲ୍ମରେ କାମ କରିବା ପରେ ଯେତେବେଳେ ସଫଳତା ହାସଲ କରିଲେ ସେତେବେଳେ ସେ ତାଙ୍କ ଠାରୁ ୫ ବର୍ଷ ବଡ ବିଜନେସ ମ୍ୟାନ ଜୟା ମେହେତାଙ୍କ ସହ ମ୍ୟାରେଜ କରିଥିଲେ । ଜୁହୀ ଚାୱଲାଙ୍କ ସ୍ଵାମୀ ଜୟା ମେହେତାଙ୍କ ବିଷୟରେ କହିବାକୁ ଗଲେ ମେହେତା ଗୃପର ମାଲିକ ଅଟନ୍ତି ଓ ବହୁତ ବଡ ବ୍ୟାପାରୀ ମଧ୍ୟ ଅଟନ୍ତି ।

ଜୁହୀ ଚାୱଲା ଜୟା ମେହେତାଙ୍କର ଦିତୀୟ ସ୍ତ୍ରୀ ଥିଲେ । ଜୟା ମେହେତା ସୁଜାତା ବିଡଲାଙ୍କ ସହ ମ୍ୟାରେଜ କରିଥିଲେ ଓ ଏହା ପରେ ସୁଜାତାଙ୍କର ୧୯୯୦ରେ ଏକ ପ୍ଳେନ ଦୁର୍ଘଟଣାରେ ଦେ-ହା-ନ୍ତ ହୋଇଥିଲା । ଏହାର କିଛି ଦିନ ପରେ ଏକ ଦୁର୍ଘଟଣାରେ ଜୁହୀଙ୍କର ମାତାଙ୍କର ଦେ-ହା-ନ୍ତ ହୋଇଥିଲା । ଏହି ସମୟରେ ଦୁହେଁ ବହୁତ ଏକା ହୋଇ ଯାଇଥିଲେ । ଏହା ପରେ ଦୁହେଁ ପରସ୍ପରକୁ ବୁଝିଥିଲେ । ଏହା ପରେ ୧୯୯୫ରେ ଜୁହୀ ଓ ଜୟା ମେହେତା ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଜୁହୀଙ୍କର ବିବାହ କିଛି ଦିନ ପରେ ତାଙ୍କ ଭଉଣୀ ସୋନିଆଙ୍କର କ୍ୟାନ୍ସରରେ ମୃ-ତ୍ୟୁ ହୋଇଥିଲା । ଏତେ ସବୁ ଘଟଣା ଘଟିବା ପରେ ଜୁହୀଙ୍କର ଭାଇ ବବିଙ୍କୁ ଷ୍ଟ୍ରୋକ ହୋଇଥିଲା ଯାହା ଫଳରେ ସେ ଏକ ବଡ ରୋଗର ଶିକାର ହୋଇଥିଲେ । ଖବର ଅନୁଯାୟୀ ଜୁହୀଙ୍କ ଭାଇ ବବି ବଲିଉଡର କିଙ୍ଗ ଖାନ ଶାହରୁଖା ଖାନଙ୍କର ଚିଲି ପ୍ରଡକ୍ସନ ହାଉସରେ ସିଓ ଭାବେ କାମ କରୁଥିଲେ । ଏହା ପରେ ତାଙ୍କ ଭାଇର ମଧ୍ୟ ନି-ଧ-ନ ହୋଇଥିଲା ।

ବଲିଉଡ ଅଭିନେତ୍ରୀ ଜୁହୀ ଚାୱଲା ଓ ଜୟା ମେହତାଙ୍କ ଜୀବନରେ ସେତେବେଳେ ଖୁସି ଆସିଲା ଯେଉଁ ସମୟରେ ଜୁହୀ ମା ହେବାକୁ ଯାଉଥିଲେ । ଜୁହୀ ୨୦୦୧ରେ ତାଙ୍କର ବଡ ଝିଅ ଜାହ୍ନବୀଙ୍କୁ ଜନ୍ମ ଦେଇଥିଲେ । ଝିଅ ହେବାର ଦୁଇ ବର୍ଷ ପରେ ଜୁହୀଙ୍କର ଆଉ ଗୋଟିଏ ପୁଅ ହୋଇଥିଲା । ଆଜିକା ଡେଟରେ ଅଭିନେତ୍ରୀ ଜୁହୀ ଚାୱଲା ବଲିଉଡ ଦୁନିଆରୁ ବହୁତ ଦୂରରେ ଅଛନ୍ତି । ସେ ତାଙ୍କ ପରିବାର ଓ ପିଲା ମାନଙ୍କ ସହ ବେଶ ହସ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *