ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ ଆୱାର୍ଡ ଫଙ୍କସନ ଆଦିରେ ରିଭିଲିଙ୍ଗ ଡ୍ରେସ ପିନ୍ଧି ଆସିଥାନ୍ତି ଓ ଏହି ରିଭିଲିଙ୍ଗ ଡ୍ରେସ ପାଇଁ ତାଙ୍କୁ ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ ।
ଲାଇମ ଲାଇଟରେ ରହିବା ପାଇଁ ଏହି ଅଭିନେତ୍ରୀ ମାନେ ରିଭିଲିଙ୍ଗ ଡ୍ରେସ ପିନ୍ଧିଥାନ୍ତି ହେଲେ ସେହି ଡ୍ରେସ ପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲୀଙ୍ଗ ଶି-କା-ର ମଧ୍ୟ ହେବାକୁ ପଡିଥାଏ । ହେଲେ ବନ୍ଧୁଗଣ କିଛି ବଲିଉଡ ଅଭିନେତ୍ରୀ ମାନଙ୍କୁ ତାଙ୍କ କୋଷ୍ଟାର ମାନେ ମଧ୍ୟ ଲଜ୍ଜିତ ହେବାରୁ ବଞ୍ଚାଇ ଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଟାଇଗର ଶ୍ରୋଫ ଏବଂ ଦିଶା ପଟାନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରୋଫ ଓ ଅଭିନେତ୍ରୀ ଦିଶା ପଟାନୀ । ଟାଇଗର ଓ ଦିଶା ପରସ୍ପରକୁ ବହୁତ ସମୟ ହେବ ଡେଟ କରୁଛନ୍ତି । ଟାଇଗର ଦିଶାଙ୍କର ବହୁତ ଧ୍ୟାନ ମଧ୍ୟ ରଖନ୍ତି ।
ଗୋଟେ ଫ୍ୟାସନ ସୋରେ ଉଭୟ ଟାଇଗର ଓ ଦିଶା ରେମ ୱାକ କରିବାକୁ ଯାଇଥିଲେ ଯେତେବେଳେ ଟାଇଗର ସେହି ସ୍ଟେଜରେ ୱାକ କରିଥିଲେ ସେତେବେଳେ ସେ ଜାଣିପାରିଥିଲେ ଯେ, ସେହି ସ୍ଟେଜଟି କାଚର ଅଛି ଏବଂ ସ୍ଟେଜରେ ଗୋଡ ମଧ୍ୟ ଖସିପାରେ । ସେହି ସମୟରେ ଟାଇଗର ଦିଶାଙ୍କୁ ୱାକ କରିବା ପାଇଁ ମନା କରିଥିଲେ ଯାହାଫଳରେ ଦିଶା ଲଜ୍ଜିତ ହେବାରୁ ବଞ୍ଚି ଯାଇଥିଲେ ।
କାଟ୍ରିନା କେଆଫ ଓ ରଣବିର କପୁର- ବନ୍ଧୁଗଣ କାଟ୍ରିନା କେଆଫ ଓ ରଣବିର କପୁର ଗୋଟେ ସମୟରେ ପରସ୍ପରକୁ ଡେଟ କରୁଥିଲେ । ବ୍ରେକ ଅପ୍ ପରେ ଏହି ଦୁଇଜଣ ଫିଲ୍ମ ‘ଜଗା ଜାସୁସ’ରେ କାମ କରିଥିଲେ ଓ ଏହି ଫିଲ୍ମର ପ୍ରମୋଶନ ବେଳେ କାଟ୍ରିନା ବହୁତ ଛୋଟ ଡ୍ରେସ ପିନ୍ଧି ଆସିଥିଲେ । କାଟ୍ରିନା ନିଜ ଡ୍ରେସ ପାଇଁ ଠିକ ଭାବରେ ବସି ପାରୁନଥିଲେ ସେତେବେଳେ ରଣବିର ଚିନ୍ତା କରିଥିଲେ ଯେ, କେଉଁ ପରି ଭାବରେ ବସିଲେ କାଟ୍ରିନାଙ୍କ ପାଇଁ ଠିକ ହେବ । ସିଟ ଗୁଡିକୁ ଚେକ କରିବା ପରେ ରଣବିର କାଟ୍ରିନାଙ୍କୁ ମଝିରେ ବସିବାକୁ କହିଥିଲେ ଯାହାଫଳରେ କାଟ୍ରିନା ନିଜ ଡ୍ରେସ ପାଇଁ ଲଜ୍ଜିତ ହେବାରୁ ବଞ୍ଚି ଯାଇଥିଲେ ।
ସୁଶାନ୍ତ ସିଂହ ରାଜପୁତ ଓ କୃତି ସେନୋନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଅଭିନେତ୍ରୀ କୃତି ସେନୋନ । ଏହି ଦୁଇଜଣ ଏକା ସହ ଫିଲ୍ମ ‘ରାବତା’ରେ କାମ କରିଥିଲେ । ଏହି ଫିଲ୍ମର ପ୍ରମୋଶନ ଇଭେଣ୍ଟରେ କୃତି ବହୁତ ଛୋଟ ଡ୍ରେସ ପିନ୍ଧି ଆସିଥିଲେ । ଡ୍ରେସଟି ଅଧିକ ଛୋଟ ଥିବାରୁ କୃତିଙ୍କୁ ସିଟରେ ବସିବା ବେଳେ ଅସୁବିଧା ହେଉଥିଲା ହେଲେ ସେହି ସମୟରେ ସୁଶାନ୍ତ ତାଙ୍କୁ କଭର କରି କ୍ୟାମେରା ସାମ୍ନାରେ ଛିଡା ହୋଇଯାଇଥିଲେ ଯାହାଫଳରେ କୃତି ବସି ପାରିଲେ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।