ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଦୀପିକା ସିଂହ ।
ଆପଣ ମାନେ ସମସ୍ତେ ଦୀପିକାଙ୍କୁ ଟିଭିର ଲୋକପ୍ରିୟ ଧାରାବାହିକ ‘ଦିଆ ଅର ବାତି ହମ’ରେ ନିଶ୍ଚୟ ଦେଖିଥିବେ । ସେ ନିଜ ସୁନ୍ଦରତା ଓ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ହେଲେ ଏହି ସିରିଏଲ ପରେ ସେ ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନଜର ଆସି ନାହାନ୍ତି । ହେଲେ ସୋସିଆଲ ମିଡିଆରେ ଦୀପିକା ବହୁତ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ୨୧ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି । ଗତ କିଛି ଦିନ ତଳେ ଦୀପିକା ନିଜର ଏପରି କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ବହୁତ ଭାଇରାଲ ହେଉଛି । ଅନେକ ଲୋକ ଏହି ଫଟୋ ଗୁଡିକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଗତ କିଛି ଦିନ ତଳେ ବାତ୍ୟା ତାଉକ୍ତେ ଆସିଥିଲା । ଏହି ବାତ୍ୟା ଅନେକ କ୍ଷୟ କ୍ଷତି କରିଛି । ହେଲେ ଦୀପିକା ଏହି ବାତ୍ୟାରେ ନାଚ ଗୀତର ଭିଡିଓ ଓ କିଛି ହଟ୍ ଫଟୋସ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦୀପିକା ଏହି ବାତ୍ୟା ସମୟରେ ନିଜର ଫଟୋ ସୁଟ କରାଇଥିଲେ । ଏହି ବାତ୍ୟା ସମୟରେ ଦୀପିକା ଫଟୋରେ ଆକର୍ଷିତ ପୋଜ ଦେଉଥିବାର ନଜର ଆସୁଛନ୍ତି ।
ଦୀପିକା ଏହି ଫଟୋ ଗୁଡିକରେ ବହୁତ ହଟ୍ ଓ ସୁନ୍ଦର ନଜର ଆସୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଦୀପିକା ବିନା ମେକଅପ୍ ରେ ଏହି ଫଟୋ ସୁଟ କରେଇଛନ୍ତି । ସେହି ବାତ୍ୟାରେ ଏକ ଗଛ ଭାଙ୍ଗି ଦୀପିକାଙ୍କ ଘର ପାଖରେ ପଡିଯାଇଥିଲା । ଦୀପିକା ସେହି ଗଛ ସହ ଅନେକ ଫଟୋ ସୁଟ କରେଇଛନ୍ତି ।
ଦୀପିକାଙ୍କ ମତରେ, ବାତ୍ୟା ଦ୍ଵାରା ଏକ ଗଛ ତାଙ୍କ ଘର ବାହାରେ ଭାଙ୍ଗି ପଡି ଯାଇଥିଲା । ସେହି ସମୟରେ ଦୀପିକା ନିଜ ସ୍ଵାମୀ ରୋହିତଙ୍କୁ କ୍ୟାମେରା ନେଇ ବାହାରକୁ ଯିବାକୁ କହିଥିଲେ । ଏହାପରେ ରୋହିତ ଦୀପିକାଙ୍କର ବହୁତ ସୁନ୍ଦର ଫଟୋ ଉଠାଇ ଥିଲେ । ଦୀପିକାଙ୍କର ଏହି ସବୁ ଫଟୋ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି । ତାଙ୍କ ସୁନ୍ଦରତାକୁ ଦେଖି ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରିଛନ୍ତି । ଦୀପିକାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।
ଆଉ କିଛି ସୋସିଆଲ ମିଡ଼ିଆ ୟୁଜର କ୍ରୋଧିତ ହୋଇ ଯାଇଥିଲେ କାରଣ ଦୀପିକା ଫୋଟ ସେୟାର କରିଛନ୍ତି ଏବଂ ସେଥି ମଧ୍ୟରୁ ଅଧିକାଂଶ ତାଙ୍କୁ ଚକ୍ରବାତ ତଉକତେ କୁ ଦୃଷ୍ଟି ରେ ରଖି ଗମ୍ଭୀର ପ୍ରକୋପ ମଧ୍ୟରେ ଖୁସି ମନାଇବା କାରଣରୁ ଟ୍ରୋଲ କରିଛନ୍ତି । ଟ୍ୱିଟର ରେ ଏକ ଟିପ୍ପଣୀ ରେ ଲେଖା ଯାଇଛି ଯେ , ‘ ମୋତେ ଦୁଃଖ ଲାଗୁଛି , କିନ୍ତୁ ଚକ୍ରବାତ କାରଣରୁ ପଡ଼ି ଯାଇଥିବା ଗଛ ସହିତ ମୁର୍ଖତାପୂର୍ବକ ପୋଜ ଦେବା ଖୁବ ଭୟଙ୍କର ଅଟେ ।
View this post on Instagram
ଏହା ଅସୁରକ୍ଷିତ ଏବଂ ଅନାବଶ୍ୟକ ଅଟେ । ଆପଣଙ୍କୁ ଏପରି ଲୋକଙ୍କ ଠାରୁ ପ୍ରେରଣା ନେବାର କୌଣସି ଆବଶ୍ୟକତା ନାହିଁ । ଆଉ କିଛି ୟୁଜର ଲେଖିଛନ୍ତି ଏମିତି ଲୋକଙ୍କୁ ଲାଜ ଲାଗିବା ଦରକାର, ଲୋକ ବାତ୍ୟାରେ ମ-ରୁ-ଛନ୍ତି , ଆଉ କିଛି ଲୋକ ଏହାକୁ ଏନଜୟ କରୁଛନ୍ତି ”
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ