ଜୟ ଙ୍କ ସହ ସମ୍ପର୍କକୁ ନେଇ ଶେଷରେ ମୁହଁ ଖୋଲିଲେ ଭୂମି (ଦେବସ୍ମିତା) , ଦେଖନ୍ତୁ କଣ କହିଲେ ସେ ?

ଆକ୍ଟର ରିଷି ଆଉ ଦେବସ୍ମିତା ଙ୍କୁ କିଏ ବା ନ ଜାଣେ । ଆପଣଙ୍କର ପ୍ରିୟ ଜୟ ଓ ଭୂମି ଙ୍କୁ ଆପଣ ମାନେ ବହୁତ ଭଲ ପାଇବା ଦେଇଛନ୍ତି ତୋ ପାଇଁ ମୁଁ ଧାରାବାହିକ ରେ ।

ତେବେ ଆପଣ ମାନେ କଣ ଜାଣିଛନ୍ତି କି ଜୟଙ୍କ ସହ ସମ୍ପର୍କ କୁ ନେଇ ଭୂମି କଣ କହିଛନ୍ତି । ତେବେ ଆସନ୍ତୁ ଜାଣିବା । ତେବେ ଜୟ ଙ୍କ ସହିତ ପ୍ରଥମ ଥର ପାଇଁ ଭୂମି ନଜର ଆସିଥିଲେ ତୋ ପାଇଁ ମୁଁ ଧାରାବାହିକ ରେ । ଜି ସାର୍ଥକ ରେ ପ୍ରଯୋଜିତ ଏହି ଧାରାବାହିକ ଟି ଲୋକ ମାନଙ୍କୁ ବେଶ ପସନ୍ଦ ଆସିଥିଲା ଓ ଏହି ଦୁଇ ଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଥିଲେ ।

ତେବେ ଜୟ ଙ୍କର ପ୍ରକୃତ ନାମ ହେଉଛି ରିଷି ଓ ଭୂମି ଙ୍କର ପ୍ରକୃତ ନାମ ହେଉଛି ଦେବସ୍ମିତା । ଦେବସ୍ମିତା ଏକ ରିଆଲିଟି ସୋ ରୁ ଆସିଥିଲେ ଏବଂ ତା ପରେ ଫିଲ୍ମ କରିଥିଲେ ଓ ତା ପରେ ପରେ ସିରିଏଲ କୁ ହିଁ ଚୁଜ କରିଥିଲେ । ତେବେ ଏକ ଇଣ୍ଟରଭ୍ୟୁ ରେ ଦେବସ୍ମିତା ଙ୍କୁ ପଚରା ଯାଇଛି କି ଜୟ ଙ୍କର ଓ ତୁମ ଭିତରେ ରିଲେସନସିପ କଣ ?

ଦେବସ୍ମିତା ଡାଇରେକ୍ଟ କହି ନଥିଲେ ମଧ୍ୟ ଇନଡାଇରେକ୍ଟଲି କହିଛନ୍ତି ଜୟ ଆଉ ମୁଁ ବହୁତ କ୍ଳୋଜ ଫ୍ରେଣ୍ଡ । ଜୟ ବହୁତ କେୟାରିଙ୍ଗ । ସେ ବହୁତ ମତେ ଭଲ ଲାଗନ୍ତି ସତ କିନ୍ତୁ ସେ ବୟଫ୍ରେଣ୍ଡ ମ୍ୟାଟେରିଆଲ ନୁହେଁ । ସେ ହଜବ୍ୟାଣ୍ଡ ମାଟେରିଆଲ । ଏମିତି କିଛି କହି ଜଣାଇଥିଲେ ଦେବସ୍ମିତା ।

ତେବେ ଦେବସ୍ମିତା ଓ ଜୟ ଯାହାଙ୍କୁ ଆପଣ ମାନେ ରିଷି ବୋଲି ଜାଣିଛନ୍ତି ଏହି ଯୋଡିଟିକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଭୂମି ଙ୍କ ଏହି କଥାରୁ ଜଣା ପଡୁଥିଲା ସେ ଜୟ ଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ଜୟ ଙ୍କ ସହ ସେ ଆଗକୁ ବିବାହ କରିବେ କି ନାହିଁ ଜଣା ନଥିଲେ ମଧ୍ୟ ଭୂମି ଙ୍କ କଥାରୁ ଜଣା ପଡୁଥିଲା ସେ ଜୟ ଙ୍କୁ ବହୁତ ଲାଇକ କରନ୍ତି ।

ଏମାନେ ନିକଟରେ ଦୁଇଇ ମ୍ୟୁଜିକ ଭିଡିଓ ରେ ମଧ୍ୟ ଦେଖିବାକୁ ମିଳିଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *