ଯାତ୍ରା ମଞ୍ଚରେ ବୋବାଲ୍ କଲେ ଅଭିନେତା Papu Pom Pom, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ । ଆପଣ ମାନେ ସମସ୍ତେ ପପୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ପପୁ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।ବନ୍ଧୁଗଣ ଗତ କିଛି ସମୟ ହେବ ପପୁଙ୍କ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ପପୁଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ପପୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି । ସେ ବଡ ପରଦା ସହ କେତେକ ଛୋଟ ପରଦା ବି କାମ କରିଛନ୍ତି ହେଲେ ବର୍ତ୍ତମାନ ପପୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ପପୁ ଯାତ୍ରା ସ୍ଟେଜରେ ଏହି ଭିଡିଓରେ ନଜର ଆସୁଛନ୍ତି ।

ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଅନେକ ଲୋକ ପପୁଙ୍କୁ ପ୍ରଥମ ଥର ପାଇଁ ଯାତ୍ରା ସ୍ଟେଜରେ ଦେଖିଛନ୍ତି ଓ ବହୁତ ଅଧିକ ଖୁସି ହୋଇଛନ୍ତି । ଯାତ୍ରା ସ୍ଟେଜରେ ପପୁ ବହୁତ ସୁନ୍ଦର ଭାବରେ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ପପୁ ହେଉଛନ୍ତି ଜଣେ ହାସ୍ୟ ଅଭିନେତା ।

ତାଙ୍କର ଜବରଦସ୍ତ କମେଡିକୁ ଦେଖିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ଏହି ଯାତ୍ରା ସ୍ଟେଜରେ ପପୁ ନିଜ ଜବରଦସ୍ତ କମେଡି କରି ଦର୍ଶକ ମାନଙ୍କ ମନ ଜିତି ଛନ୍ତି । ସୋସିଆଲ ମିଡିଆରେ ପପୁଙ୍କ ଏହି ଯାତ୍ରା ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପପୁଙ୍କ ଏହି ଯାତ୍ରା ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *