ହୋଟେଲ ରୁମ ରୁ ଆପତ୍ତି ଜନକ ଅବସ୍ଥାରେ ଧରା ପଡିଥିଲେ ଏହି ସୁନ୍ଦରୀ Actress, ନାଁ ଜାଣିଲେ ବିଶ୍ଵାସ ବି କରି ପାରିବେନି !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଓ ସାଉଥ ଫିଲ୍ମରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ସଫଳତା ପାଇବା ପାଇଁ ଅନେକ କଷ୍ଟ ଓ ସଂଘର୍ଷ କରିଥାନ୍ତି ।

ଅନ୍ୟ ପକ୍ଷରେ କେତେକ ଅଭିନେତ୍ରୀ ଏପରି ଅଛନ୍ତି ଯେଉଁ ମାନେ ଯେତେ କଷ୍ଟ କରିଲେ ମଧ୍ୟ ସେମାନଙ୍କୁ ସଫଳତା ମିଳିନଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅବିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଶ୍ଵେତା ବାସୁ ପ୍ରସାଦ । ଆପଣ ମାନେ ସମସ୍ତେ ଶ୍ଵେତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।


ଶ୍ଵେତା ସାଉଥ ଫିଲ୍ମ ସହିତ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ହେଲେ ତାଙ୍କ ଜୀବନ ସହ ଜଡିତ ଏକ ଏପରି ରହସ୍ୟ ପୂର୍ଣ୍ଣ କଥା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଶ୍ଵେତାଙ୍କ ଲାଇଫର ସବୁଠାରୁ ବଡ ରହସ୍ୟ ବିଷୟରେ ।

ବନ୍ଧୁଗଣ ଶ୍ଵେତା ନିଜ ଫିଲ୍ମ କାରିୟରର ଆରମ୍ଭ କେବଳ ୨୮ ବର୍ଷ ବୟସରେ କରିଥିଲେ । ବନ୍ଧୁଗଣ ଶ୍ଵେତା ସାଉଥର ଅନେକ ଦିଗଜ ଅଭିନେତାଙ୍କ ସହ କାମ କରି ସଫଳତା ପାଇଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସେ ହୋଟେଲରେ ପୋ-ଲି-ସ ହାତରୁ ଧ-ରା ପ-ଡି-ଥି-ଲେ । ୨୧ ଅଗଷ୍ଟ ୨୦୧୪ ମସିହାରେ ଶ୍ଵେତାଙ୍କୁ ପୋ-ଲି-ସ ଧ-ରି-ଥି-ଲା ।

ଶ୍ଵେତା ଦେ-ହ ବେ-ପା-ର କରୁଥିବା ସମୟରେ ପୋ-ଲି-ସ ତାଙ୍କୁ ଗି-ର-ଫ କରିଥିଲା । ବନ୍ଧୁଗଣ ଏହା ହେଉଛି ଏକ ବଡ ଆ-ରୋ-ପ ହେଲେ ଗି-ର-ଫ ହେବା ପରେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ସୁଧାର ଗୃହରେ ରଖାଯାଇଥିଲା । କେତେକ ରିପୋର୍ଟ ଅନୁସାରେ ଅଧିକ ଟଙ୍କା ଅର୍ଜନ କରିବା ପାଇଁ ସେ ଦେ-ହ ବେ-ପା-ର କରୁଥିଲେ ବୋଲି ଜଣା ପଡିଛି । ହେଲେ ଏ ନେଇ ସେ କୌଣସି ବୟାନ ଦେଇ ନାହାନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଶ୍ଵେତା ବାସୁ ପ୍ରସାଦ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *