ଖୁସି ଖବର ! ହିନ୍ଦୀ, ତାମିଲ ସହ ତେଲୁଗୁରେ ବି ରିଲିଜ ହେବ ଓଡିଆ ଫିଲ୍ମ ‘Daman’, ଦେଖନ୍ତୁ କଣ କହିଲେ ଦମନ ଡାଇରେକ୍ଟର Vishal Mourya

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଚଳଚିତ୍ର “ଦମନ” ବର୍ତ୍ତମାନ ସଫଳତା ଉପରେ ସଫଳତା ହାସଲ କରିବାରେ ଲାଗିଛି । ଏହାକୁ ନେଇ କଣ ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ନିର୍ମାତା ଆସନ୍ତୁ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରଯୋଜକ କହିଛନ୍ତି ଯେ ଦମନ ଚଳଚିତ୍ର ବର୍ତ୍ତମାନ ଏଭଳି ଏକ ରେକର୍ଡ ସୃଷ୍ଟି କରିଛି ଯେ ଯାହା ସଂପୂର୍ଣ୍ଣ ଭାରତବାସୀ ଙ୍କ ଯାହା ଫିଲ୍ମ ହିଷ୍ଟ୍ରି ରହିଛି, ବହୁତ ସାନଦାର କାର୍ଯ୍ୟ ହୋଇଛି ଯେ ସମୁଦାୟ ରେଟିଙ୍ଗ 9.7 ଦେଖାଉଛି ।

ଏହା ହାଇଏଷ୍ଟ ଇଣ୍ଡିଆନ ରେଟିଙ୍ଗ ଅଟେ ଅନ୍ୟ ସବୁ ଫିଲ୍ମ ଅପେକ୍ଷା । ବାହୁବଳୀ, KGF ଭଳି ଚଳଚିତ୍ର କୁ “ଦମନ” ପଛରେ ଛାଡି ଦେଇଛି । ଏବଂ ଏହି ଚଳଚିତ୍ର କୁ ଓଡିଶା ବାହାରେ ଯେତେ ପ୍ରେମ ମିଳୁଛି ଲୋକ ମାନଙ୍କ ଠାରୁ ତାହା କାରଣରୁ ଏତେ ହାଇ ରେଟିଙ୍ଗ ହୋଇପାରିଛି । ଦ୍ଵିତୀୟ କାରଣ ହେଉଛି କନ୍ତାରା ଚଳଚିତ୍ର ଏକ ଓରିଜନାଲ ଚଳଚିତ୍ର ଅଟେ । ଏବଂ ଦମନ ମଧ୍ୟ ଏକ ଓରିଜନାଲ ଚଳଚିତ୍ର ଅଟେ ।

ଏହାଦ୍ଵାରା ଏହି କଥା ସାବ୍ୟସ୍ଥ ହେଉଛି ଯେ ଯାହା ଆମର କୌଣସି ଷ୍ଟେଟ କଥା କୁହାଯାଏ ତେବେ ତାହା ସଂପୂର୍ଣ୍ଣ ଭାବରେ ଆର୍ଟ, କଲଚର, ଷ୍ଟୋରି, ଏତେ ଲୋକ ଅଛନ୍ତି ଯେ ଏତେ ଷ୍ଟୋରି କାଢିହେବ ଯେ ଆପଣଙ୍କୁ କାହାଠାରୁ ଇଂସ୍ପାୟାର ହେବା ତଥା ଅନ୍ୟ କେଉଁଠାକୁ ଯିବା ଆବଶ୍ୟକ ହେବ ନାହିଁ । ତେବେ ଏହା ସମୟ ହେଉଛି ରିଜନାଲ ସିନେମା ର ।

ଯଦି ଆମ୍ଭେ କଥା କହିବା ପୁଷ୍ପା, KGF, କାନ୍ତାରାର ତେବେ ବର୍ତ୍ତମାନ ସମୟ ହେଉଛି ‘ଦମନ’ ର । ଦମନ ବର୍ତ୍ତମାନ ଓଡିଶା ରୁ ବାହାରି ବାହାରକୁ ଯାଇଛି । ସବୁଠାରୁ ବଡ ବିଷୟ ହେଉଛି ଯେ ଏହା ଓଡିଶାର ପ୍ରଥମ ଏଭଳି ଚଳଚିତ୍ର ହେବାକୁ ଯାଉଅଛି ଯେ ଯାହା କି ଇଣ୍ଡିଆ ରିଲିଜ ନିମନ୍ତେ ମଧ୍ୟ ଯାଉଅଛି । ଯେଉଁମାନେ ମଧ୍ୟ ଦମନ କୁ ପସନ୍ଦ କରୁଛନ୍ତି ବହୁତ ଜଲ୍ଦି ପ୍ଲାନ କରାଯାଉଛି ଯେ ରିଲିଜ କରାଯିବ ଦମନ ହିନ୍ଦୀ ରେ ।

ଖୁବ ଶୀଘ୍ର ଆନାଉନ୍ସ କରାଯିବ । ଓଡିଶା ବାହାରେ ଯେଉଁ ଅଣଓଡିଆ ଲୋକେ ଅଛନ୍ତି ସେମାନେ ଏହାକୁ ଦେଖି ପାରିବେ । ବହୁତ ଶୀଘ୍ର ଦିଲ୍ଲୀ, MP, ବିହାର, ଗୁଜୁରାଟ, ମହାରାଷ୍ଟ୍ର ରେ ବହୁତ ଶୀଘ୍ର ହିନ୍ଦୀ ରେ ଚଳଚିତ୍ର ରିଲିଜ ହୋଇଯିବ । ତାମିଲ, ତେଲୁଗୁ, କନ୍ନଡ଼ରେ ମଧ୍ୟ ଏହା ରିଲିଜ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *