ଆପଣ ମାନେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଆଜିଆମେ ଆପଣ ମାନଙ୍କୁ ଯେଉଁ ଟିଭି ସିରିଏଲ ବିଷୟରେ କହିବାକୁ ଯାଉଛୁ ।
ସେହି ଟିଭି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ କମେଡି ରିଆଲିଟି ସୋ ‘ଭାବି ଜି ଘର ପର ହେ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ଓ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ପାରିଛନ୍ତି ।
ଏହି ସିରିଏଲରେ ଆପଣ ମାନେ ହପୁ ସିଂହ ଓ ଗୋରି ମେମଙ୍କ ଭୂମିକାଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ହପୁ ସିଂହ ଓ ଗୋରି ମେମ ତଥା ସୋମ୍ୟା ଟଣ୍ଡନଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ।
ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଦୁଇଜଣ କଳାକାରଙ୍କ ମଧ୍ୟରେ ଅସଲ ଲାଇଫରେ କଣ ସମ୍ପର୍କ ରହିଛି ତାହା ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଦୁଇଜଣ କଳାକାରଙ୍କର ଅସଲ ଜୀବନରେ ଥିବା ସମ୍ପର୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଏହି ସିରିଏଲରେ ହପୁ ସିଂହ ଗୋରି ମେମଙ୍କୁ ଫ୍ଲଟ କରୁଥିବାର ନଜର ଆସନ୍ତି ଓ ତାଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ଟିଭିରେ କମେଡି କରୁଥିବା ଏହି କଳାକାର ଜଣକ ନିଜ ଅସଲ ଜୀବନରେ ବହୁତ ଭଲ ମଣିଷ ଅଟନ୍ତି । ଏହି ହପୁ ସିଂହର ଭୂମିକା ପଦର୍ଶନ କରୁଥିବା କଳାକାର ଜଣକ ହେଉଛନ୍ତି ୟୋଗେଶ ତ୍ରିପାଠୀ । ୟୋଗେଶଙ୍କ ମତରେ ଏହି ସୋରେ କାମ କରିବା ପରେ ତାଙ୍କ ଜୀବନ ବଦଳି ଯାଇଛି ।
ସେ ଘରେ ଘରେ ହପୁ ସିଂହଙ୍କ ନାମରେ ପରିଚିତ ଅଛନ୍ତି । ସେ ନିଜ ପତ୍ନୀଙ୍କୁ ବହୁତ ଅଧିକ ଭଲ ପାନ୍ତି । ତ୍ରିପାଠୀ ଏକେ ଇଣ୍ଟର୍ବ୍ୟୁରେ କହିଥିଲେ, ‘ମୋର ପୁରା ପରିବାର ଟିଚର ଅଛନ୍ତି ହେଲେ ମୁ ହେଉଛି ଏକ ମାତ୍ର ମଣିଷ ଯିଏ ଅଭିନୟ ଦୁନିଆରେ ପାଦ ଦେଇଛି । ସୋମ୍ୟା ହେଉଛନ୍ତି ଜଣେ ବହୁତ ଭଲ ମହିଳା ଓ ମୁ ତାଙ୍କୁ ମୋର ଭଉଣୀ ପରିକା ମାନେ । ସୋ ମଧ୍ୟରେ ମୁ ଯାହା ବି କରେ ତାଙ୍କ ସହ ସେଇଟା ହେଉଛି ମୋର ଭୂମିକା ହେଲେ ସୁ-ଟି-ଙ୍ଗ ଶେଷ ହେବ ପରେ ଆମେ ମାନେ ବହୁତ ମସ୍ତି କରୁ । ହେଲେ ଏହା ମଧ୍ୟ ସତ ଅଟେ ଯେ ମୁ ତାଙ୍କୁ ବହୁତ ପସନ୍ଦ କରେ’ ।
ବନ୍ଧୁଗଣ ଏହି ଦୁଇଜଣଙ୍କ ମଧ୍ୟରେ ଭାଇ ଭଉଣୀର ସମ୍ପର୍କ ଅଛି ଓ ଏହି ଦୁଇଜଣ ପରସ୍ପରକୁ ବହୁତ ସମାନ ଦିଅନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହପୁ ସିଂହ ଓ ଗୋରି ମେମଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ