ବନ୍ଧୁଗଣ, ସାଧାରଣତ ଆମ୍ଭ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି । ଏଥି ମଧ୍ୟରୁ କେତେକ ଙ୍କୁ ଆମ୍ଭେ ଟିଭି ପରଦାରେ ଦେଖିବାକୁ ଭଲ ପାଇଥାଉ । ଆଜି ଆମ୍ଭେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ଗୁଡୁ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆପଣ ମାନେ ସମସ୍ତେ ଗୁଡୁଙ୍କୁ ଭଲ ଭାବରେ ଜାଣିଥିବେ । ଅନେକ ଚ୍ଚଳଚିତ୍ର ତଥା ସିରିୟଲରେ ଅଭିନୟ କରି ଗୁଡୁ ବହୁତ ମାତ୍ରାରେ ଖ୍ୟାତି ଅର୍ଜନ କରିଛନ୍ତି । ନିକଟରେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
“ଗୁଡୁ” କେନ୍ଦ୍ରାପଡାର “ପ୍ରିୟଙ୍କା” ରାଉତଙ୍କୁ ବିବାହ କରିଛନ୍ତି । ବିବାହକୁ ନେଇ ଗୁଡୁ କହିଥିଲେ ଯେ, ଇନଷ୍ଟାଗ୍ରାମ ସୋ-ସି-ଆ-ଲ ମି-ଡି-ଆ ରୁ ଆମ୍ଭ ପ୍ରେମ ଆରମ୍ଭ ହେଲା । ମାତ୍ର ୪୬ ଦିନରେ ପରସ୍ପର କୁ ବିବାହ କରିଥିଲୁ । ଏବଂ ୪୬ ଦିନ ଭିତରେ ଆମ୍ଭେ ଚିନ୍ତା କଲୁ ବିବାହ କରିବା ନିମନ୍ତେ ।
ଏହାପରେ ବିବାହ ବନ୍ଧନରେ ବାନ୍ଧି ହେଲୁ । ମାତ୍ର ବିବାହ କୁ ନେଇ ପ୍ରିୟାଙ୍କାଙ୍କ ପରିବାର ଲୋକ ରାଜି ନଥିଲେ । ଏଣୁ ଗୁଡୁ ପ୍ରିୟାଙ୍କା କୁ ଆଣି କୋର୍ଟ ରେ ବିବାହ କରିଥିଲେ । ବିବାହ ପରେ ବର୍ତ୍ତମାନ ଗୁଡୁ ଏବଂ ତାଙ୍କ ପତ୍ନୀ ବହୁତ ଖୁସିରେ ନିଜର ଜୀବନ ବିତାଉଥିବାର ନଜର ଆସିଛନ୍ତି ।
ନିକଟରେ ପ୍ରଥମ ଥର ନିମନ୍ତେ ନନ୍ଦନ କାନନ ବୁଲିବାକୁ ଯାଇଥିଲେ । ସେଠାରେ ସେ ବହୁତ ଖୁସିରେ ବୁଲା ବୁଲି କରିବାର ଫଟୋଚିତ୍ର ସୋ-ସି-ଆ-ଲ ମି-ଡି-ଆ ରେ ଅପଲୋଡ କରିଛନ୍ତି । କେବଳ ନନ୍ଦନ କାନନ ନୁହେଁ ପୁରୀ ସମେତ ଅନ୍ୟାନ୍ୟ ଜାଗାକୁ ମଧ୍ୟ ଯାଇ ବୁଲିଥିବାର ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ସେୟାର କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।