ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ୨୦୨୦ ବର୍ଷଟି ସମସ୍ତ ଲୋକଙ୍କ ପାଇଁ ବହୁତ କଷ୍ଟଡାୟକ ରହିଥିଲା । ହେଲେ ଏହି ବର୍ଷରେ କିଛି ବଲିଉଡ କଳାକାର ମାନେ ବାପା ମା ହେବାର ଶୋଭାଗ୍ୟ ମଧ୍ୟ ପାଇଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗତ ବର୍ଷ ୨୦୨୦ରେ ବାପା ମା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।
କରନବୀର ବୋହରା- ଟିଜେ ସିନ୍ଧୁ

ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଓ ବଲିଉଡର ଫେମସ ଅଭିନେତା କରନସିଂହ ବୋହରା । ଆପଣ ମାନେ ସମସ୍ତେ କରନଙ୍କର ବହୁତ ଫିଲ୍ମ ଓ ସିରିଏଲ ଦେଖିଥିବେ । ବନ୍ଧୁଗଣ ପୂର୍ବରୁ କରନ ଦୁଇଟି ଝିଅର ପିତା ହୋଇଥିଲେ ହେଲେ ଗତବର୍ଷ ୨୦୨୦ରେ ସେ ତିନୋଟି ଝିଅର ପିତା ହୋଇଛନ୍ତି । କରନଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଅଫତାବ- ଶିବ ଦାସିନୀ

ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅଫତାବ ଓ ତାଙ୍କ ପତ୍ନୀ ଶିବ ଦାସିନୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଫତାବଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଗତବର୍ଷ ଅଫତାବ ଓ ଶିବ ଦାସିନୀଙ୍କ ଘରକୁ ମଧ୍ୟ ଖୁସି ଆସିଛି । ଅଫତାବ ଓ ଶିବ ଦାସିନୀ ଗତବର୍ଷ ଅଗଷ୍ଟ ମାସରେ ଏକ ଝିଅର ମାତା ପିତା ହୋଇଛନ୍ତି । ୨ ଅଗଷ୍ଟରେ ସେ ଏକ ଫଟୋ ସେୟାର କରି ନିଜ ଝିଅର ଜନ୍ମ ସୂଚନା ଦେଇଥିଲେ ।
ଶିଲ୍ପା ସେଟି-ରାଜ କୁନ୍ଦରା

ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଶିଲ୍ପା ସେଟି ଓ ତାଙ୍କ ସ୍ଵାମୀ ରାଜ କୁନ୍ଦରା । ଆପଣ ମାନେ ସମସ୍ତେ ଶିଲ୍ପାଙ୍କୁ ବହୁତ ଫିଲ୍ମରେ ଦେଖିଥିବେ ହେଲେ ରାଜଙ୍କ ସହ ବିବାହ କରିବା ପରେ ସେ ବଲିଉଡକୁ ତ୍ୟାଗ କରିଥିଲେ । କିନ୍ତୁ ବନ୍ଧୁଗଣ ସେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତବର୍ଷ ରାଜ ଓ ଶିଲ୍ପା ମଧ୍ୟ ଦୁତୀୟ ଥର ମାତାପିତା ହେବାର ଶୋଭାଗ୍ୟ ପାଇଛନ୍ତି । ବନ୍ଧୁଗଣ ଗତବର୍ଷ ୧୨ ତାରିଖରେ ଶିଲ୍ପା ଏକ ଝିଅକୁ ଜନ୍ମ ଦେଇଥିଲେ ଓ ତାଙ୍କ ଝିଅର ନାମ ହେଉଛି ସମିଶା ।
ପୂଜା ବାନାର୍ଜୀ – କୁନାଲ ବର୍ମା

ଟିଭି ଦମ୍ପତି ପୂଜା ବାନାର୍ଜୀ ଏବଂ କୁନାଲ ବର୍ମା ମଧ୍ୟ ଚଳିତବର୍ଷ ଲକଡାଉନ ବିବାହ କରିଥିଲେ । ଯାହାର କିଛିଦିନ ପରେ ପୂଜା ନିଜର ଗର୍ଭବତୀ ଥିବା କଥା ମଧ୍ୟ ସେୟାର କରିଥିଲେ । ପୂଜା ବାନାର୍ଜୀ ଏବଂ କୁନାଲ ବର୍ମା ଅକ୍ଟୋବର ୯ ତାରିଖରେ ନିଜର ପୁତ୍ର ସନ୍ତାନକୁ ସ୍ୱାଗତମ କରିଥିଲେ ।
ଅମୃତା ରାଓ- ଆରେଜ ଅନମୋଲ

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅମୃତା ରାଓ ଓ ତାଙ୍କ ସ୍ଵାମୀ ଆରେଜ । ବିବାହର ୪ ବର୍ଷ ପରେ ଅମୃତା ଓ ଆରେଜଙ୍କ ଜୀବନରେ ଖୁସି ଆସିଛି । ବନ୍ଧୁଗଣ ଗତବର୍ଷ ନଭେମ୍ବର ୧ ତାରିଖରେ ଅମୃତା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ହେଲେ ବନ୍ଧୁଗଣ ବହୁତ ସମୟ ପର୍ଯ୍ୟନ୍ତ ଅମୃତା ଗର୍ଭବତୀ ହେବାର ଖବରକୁ ଲୁଚାଇ ରଖିଥିଲେ ।
ନତାଶା ଷ୍ଟେନକୋଭିକ – ହାର୍ଦିକ ପାଣ୍ଡିଆ

ଭାରତୀୟ ଦଳର ଅଲରାଉଣ୍ଡର କ୍ରିକେଟର ହାର୍ଦିକ ପାଣ୍ଡିଆ ଏବଂ ଅଭିନେତ୍ରୀ ମଡେଲ ନତାଶା ଷ୍ଟେନକୋଭିକ ବର୍ଷର ପ୍ରାରମ୍ଭରେ ନିଜର ପ୍ରେମକାହାଣୀ ଯୋଗୁଁ ଚର୍ଚ୍ଚାରେ ରହିବା ଆରମ୍ଭ କରିଦେଇଥିଲେ । ନତାଶା ଏବଂ ହାର୍ଦିକ ବର୍ତ୍ତମାନ ଏକ ପୁତ୍ର ସନ୍ତାନ ଅଗସ୍ତ୍ୟାର ମାତାପିତା ହୋଇଯାଇଛନ୍ତି । ସ୍ୱତନ୍ତ୍ର କଥା ଏହା ଯେ, ନତାଶା ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇ ଯାଇଥିଲେ । ୩୦ ମଇ ୨୦୨୦ରେ ହାର୍ଦିକ ଏବଂ ନତାଶା ନିଜର ଲକଡାଉନ ବିବାହର ଖବର ସେୟାର କରିଥିଲେ । ନତାଶା ୩୦ ଜୁଲାଇ ୨୦୨୦ରେ ପୁଅ ଅଗସ୍ତ୍ୟାକୁ ଜନ୍ମ ଦେଇଥିଲେ ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

