ଫିଲ୍ମ କରିବା ସମୟରେ ହିଁ ପ୍ରେଗନେଣ୍ଟ ହେଇ ଯାଇଥିଲେ Salman Khan ଙ୍କ ଏହି 4 ଜଣ Actress

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଅଭିନେତା ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସଲମାନ ଖାନଙ୍କ ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଦର୍ଶକ ମାନେ ସଲମାନଙ୍କ ଅଭିନୟ ଓ ଷ୍ଟାଇଲକୁ ବହୁତ ଅଧିକ ପସନ୍ଦ କରନ୍ତି ।

ସଲମାନ ଖାନଙ୍କ ସହ ବଲିଉଡର ସମସ୍ତ ଅଭିନେତ୍ରୀ ଅଭିନୟ କରିବା ପାଇଁ ଇଛା କରିଥାନ୍ତି, ହେଲେ ଏପରି ମଧ୍ୟ କିଛି ଦିଗଜ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କ ସହ କେତେକ ସୁପର ହିଟ ଫିଲ୍ମରେ କାମ କରିସାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସଲମାନ ଖାନଙ୍କ ସହ ଅଭିନୟ କରିଥିବା ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଫିଲ୍ମ କରୁଥିବା ସମୟରେ ହିଁ ଗର୍ଭବତୀ ହୋଇ ଯାଇଥିଲେ ।

ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନ । ଗୋଟେ ସମୟରେ ସଲମାନ ଓ ଐଶ୍ଵର୍ଯ୍ୟ ପରସ୍ପରକୁ ପ୍ରେମ କରୁଥିଲେ । ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ହେଲେ ସଲମାନ ଖାନଙ୍କ ସହ ଅଭିନୟ କରିଥିବା ଐଶ୍ଵର୍ଯ୍ୟ ରାୟ ବଚନ ଫିଲ୍ମ ସେଟରେ କାମ କରୁଥିବା ସମୟରେ ହୋଇଯାଇଥିଲେ ଗର୍ଭବତୀ । ଐଶ୍ଵର୍ଯ୍ୟ ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ସହ ବିବାହ କରିବା ପରେ ଏକ ଫିଲ୍ମ ପାଇଁ କାମ କରୁଥିଲେ ସେହି ସମୟରେ ସେ ଗର୍ଭବତୀ ହୋଇଯାଇଥିଲେ ।

ଜୁହୀ ଚାବଲା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଜୁହୀ ଚାବଲା । ଜୁହୀ ବଲିଉଡର ସମସ୍ତ ଦିଗଜ ଅଭିନେତାଙ୍କ ସହ ଫିଲ୍ମରେ କାମ କରିଛନ୍ତି । ଗୋଟେ ସମୟରେ ସଲମାନ ଖାନ ଜୁହୀଙ୍କ ସହ ବିବାହ କରିବା ପାଇଁ ଚାହୁଁଥିଲେ । ହେଲେ ଫିଲ୍ମ ‘ଝଙ୍କାର ବିଟ୍ସ’ରେ କାମ କରୁଥିବା ସମୟରେ ଜୁହୀ ଗର୍ଭବତୀ ହୋଇଯାଇଥିଲେ । ହେଲେ ସେତେବେଳେ ଜୁହୀଙ୍କ ବିବାହ ହୋଇସାରିଥିଲା ।

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ତୃତୀୟ ଲିଷ୍ଟରେ ଅଛନ୍ତି ବଲିଉଡରେ ଫେମସ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ହେଲେ କିଛି ଫିଲ୍ମରେ ସଲମାନଙ୍କ ପତ୍ନୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଫିଲ୍ମରେ କାମ କରୁଥିବା ସମୟରେ ଗର୍ଭବତୀ ହୋଇଯାଇଥିଲେ । ବିବାହ କରିବା ପରେ ମାଧୁରୀ ‘ଦେବଦାସ’ ଫିଲ୍ମରେ କାମ କରୁଥିଲେ ଓ ସେହି ସମୟରେ ସେ ଗର୍ଭବତୀ ହୋଇଯାଇଥିଲେ ।

କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । ସଲମାନଙ୍କ ଅଧିକାଂଶ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀ କାଜୋଲ ମଧ୍ୟ ଫିଲ୍ମ ‘ୱି ଆର ଫ୍ୟାମିଲି’ ରେ କାମ କରୁଥିବା ସମୟରେ ଗର୍ଭବତୀ ହୋଇ ଯାଇଥିଲେ, ସେତେବେଳେ ସେ ଅଭିନେତା ଅଜୟ ଦେବଗନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *