ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଓ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ବଲିଉଡ ଅଭିନେତ୍ରୀ ମାନେ ଫିଲ୍ମରେ ଅଭିନୟ କରିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଯେତେବେଳେ ଏମାନଙ୍କୁ ଫିଲ୍ମରେ କାମ ଦିଆଯାଇଥାଏ ସେତେବେଳେ ଏମାନଙ୍କୁ କିଛି ନିୟମ ମାନିବାକୁ ହୋଇଥାଏ । ସେହି ସମସ୍ତ ନିୟମ ମଧ୍ୟରୁ ଏମିତି ମଧ୍ୟ ଏକ ନିୟମ ଅଛି ଯାହା ଅନୁସାରେ ବଲିଉଡ ଅଭିନେତ୍ରୀ ଫିଲ୍ମ କରିବା ସମୟରେ ଯେପରି ପ୍ରେଗନେଣ୍ଟ ହେବେ ନାହିଁ ।
ହେଲେ ଏପରି ମଧ୍ୟ କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଫିଲ୍ମ କରିବା ସମୟରେ ପ୍ରେଗନେଣ୍ଟ ହୋଇଯାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ଜୁହୀ ଚାବଲା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଜୁହୀ ଚାବଲା । ଆପଣ ମାନେ ସମସ୍ତେ ଜୁହୀଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିଲେ । ହେଲେ ବନ୍ଧୁଗଣ ଫିଲ୍ମ ‘ଆମଦାନୀ ଅଠାନୀ ଖର୍ଚା ରୁପେୟା’ର ଶୁଟିଙ୍ଗ ସମୟରେ ଜୁହୀ ପ୍ରେଗନେଣ୍ଟ ହୋଇ ଯାଇଥିଲେ । ଏହା ପରେ ଜୁହୀ ସେହି ଫିଲ୍ମର ଶୁଟିଙ୍ଗ ବହୁତ ଶୀଘ୍ର ଶେଷ କରିଥିଲେ ଓ ନିଜ ଛୁଆକୁ ଜନ୍ମ ଦେଇଥିଲେ ।
ଜୟା ବଚନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଜୟା ବଚନ । ଜୟା ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିବା ପରେ ବଲିଉଡ ସୁପର ଷ୍ଟାର ଅମିତାଭ ବଚନଙ୍କ ସହ ବିବାହ କରିଥିଲେ । ଫିଲ୍ମ ‘ସୋଲେ’ର ଶୁଟିଙ୍ଗ ସମୟରେ ଜୟା ପ୍ରେଗନେଣ୍ଟ ହୋଇ ଯାଇଥିଲେ । ଏହା ଦ୍ଵାରା ଅମିତାଭ ସେହି ଫିଲ୍ମରେ ଜୟାଙ୍କର ବହୁତ ଧ୍ୟାନ ରଖିଥିଲେ ।
ପ୍ରିୟଙ୍କା ଚୋପଡା- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଫେମସ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ବନ୍ଧୁଗଣ ପ୍ରିୟଙ୍କା ଉଭୟ ବଲିଉଡ ଓ ହଲିଉଡରେ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ଏବଂ ହଲିଉଡ ଷ୍ଟାର ନିକ ଜୋନସଙ୍କ ସହ ବିବାହ କରିଛନ୍ତି । ହେଲେ ନିକ ଙ୍କ ପୂର୍ବରୁ ପ୍ରିୟଙ୍କା ଅଭିନେତା ହର୍ବନ ବାବେଜଙ୍କ ସହ ରିଲେସନରେ ଥିଲେ । ଫିଲ୍ମ ‘ଲଭଷ୍ଟୋରି ୨୦୫୦’ର ଶୁଟିଙ୍ଗ ସମୟରେ ପ୍ରିୟଙ୍କା ପ୍ରେଗନେଣ୍ଟ ହୋଇ ଯାଇଥିଲେ । ହେଲେ ପ୍ରିୟାଙ୍କା ଏହି ଛୁଆକୁ ଜନ୍ମ ଦେଇ ନଥିଲେ ।
ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନ । ବର୍ତ୍ତମାନ ଐଶ୍ଵର୍ଯ୍ୟ ବଲିଉଡକୁ ତ୍ୟାଗ କରିବା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା କମିନାହିଁ । ଐଶ୍ଵର୍ଯ୍ୟ ବଲିଉଡରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ ଦେଇଛନ୍ତି । ବହୁତ ଫିଲ୍ମ କରିବା ପରେ ଐଶ୍ଵର୍ଯ୍ୟ ବଲିଉଡରେ ସଫଳତା ପାଇଥିଲେ ଓ ସେ ଅଭିଷେକ ବଚନଙ୍କୁ ବିବାହ କରି ବଚନ ପରିବାରର ବୋହୁ ହୋଇଥିଲେ । ହେଲେ ଫିଲ୍ମ ‘ରୋବଟ’ର ସୁଟିଙ୍ଗ ସମୟରେ ଐଶ୍ଵର୍ଯ୍ୟ ପ୍ରେଗନେଣ୍ଟ ହୋଇଯାଇଥିଲେ । ଏହା ପରେ ସେ ବହୁତ ଶୀଘ୍ର ଫିଲ୍ମର ଶୁଟିଙ୍ଗ ଶେଷ କରି ୨୦୧୦ରେ ସେ ଆରାଧ୍ୟାଙ୍କୁ ଜନ୍ମ ଦେଇଥିଲେ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ