ଫିଲ୍ମ କରିବା ପାଇଁ ଅଜବ ସର୍ତ୍ତ ରଖିଥିଲେ Bollywood ର ଏହି 4 ଜଣ ହିରୋଇନ, ନମ୍ବର 4 ଙ୍କ ସର୍ତ୍ତ ଶୁଣିଲେ ତ ଆପଣ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀମାନେ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ବଲିଉଡର ସମସ୍ତ ଅଭିନେତ୍ରୀ ନିଜ ଫିଲ୍ମ କାରିୟର ପାଇଁ ବହୁତ କଷ୍ଟ କରିଥାନ୍ତି, ହେଲେ ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପରେ ସେମାନଙ୍କ ଡିମାଣ୍ଡ ବଢିଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କୌଣସି ଫିଲ୍ମରେ ଅଭିନୟ କରିବା ପାଇଁ ନିଜର ବହୁତ ଡିମାଣ୍ଡ ରଖିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ନିଜ ଫିଲ୍ମ କାରିୟରର ଆରମ୍ଭ ‘ଓମ ଶାନ୍ତି ଓମ’ ଫିଲ୍ମରୁ କରିଥିଲେ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା, ଏହା ପରେ ଦୀପିକା ବଲିଉଡରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଥିଲେ ।

ସମସ୍ତ ଡାଇରେକ୍ଟର ଦୀପିକାଙ୍କ ସହ ଫିଲ୍ମ କରିବା ପାଇଁ ଇଛା କରୁଛନ୍ତି, ହେଲେ ଦୀପିକାଙ୍କର ଡିମାଣ୍ଡ ଏହା ଯେ, ସେ କେବଳ ଦିଗଜ ଅଭିନେତା ମାନଙ୍କ ସହ କାମ କରିବେ । ଏମିତିରେ ଏକ ଫିଲ୍ମର ଅଫର ଦୀପିକା ଓ ଭିକି କୌଶଲଙ୍କୁ ଆସିଥିଲା, ହେଲେ ଦୀପିକାଙ୍କ ଡିମାଣ୍ଡ ପାଇଁ ଏହି ଦୁଇଜଣ ଫିଲ୍ମରେ କାମ କରିପାରିଲେ ନାହିଁ ।


ପ୍ରିୟାଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ବନ୍ଧୁଗଣ ଆପଣ ମାନେ ସାମସ୍ତେ ପ୍ରିୟଙ୍କାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ପ୍ରିୟଙ୍କା ଉଭୟ ବଲିଉଡ ଓ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଦୀପିକା ବଲିଉଡରେ ସଫଳତା ପାଇବା ପରେ ଡାଇରେକ୍ଟର ମାନଙ୍କ ପାଇଁ ନିଜର ଏକ ଡିମାଣ୍ଡ ରଖିଥିଲେ ।

ସେହି ଡିମାଣ୍ଡଟି ହେଉଛି ସେ କୌଣସି ଫିଲ୍ମରେ ନ୍ୟୁଡ ସିନ୍ସ ଦେବେ ନାହିଁ । ଏହି ଡିମାଣ୍ଡଟି ଉଭୟ ବଲିଉଡ ଓ ହଲିଉଡ ଇଣ୍ଡଷ୍ଟ୍ରିରେ ପ୍ରିୟଙ୍କା ରଖିଛନ୍ତି । ସେଥିପାଇଁ ଆଜି ପର୍ଯ୍ୟନ୍ତ ପ୍ରିୟଙ୍କା ନିଜର କୌଣସି ଫିଲ୍ମରେ ନ୍ୟୁଡ ସିନ୍ସ କରି ନାହାନ୍ତି । ସେ କେବଳ ନିଜର ବୋଲ୍ଟ ଲୁକ୍ ଓ ଫଟୋ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରହିଥାନ୍ତି ।

କାଟ୍ରିନା କୈଫ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କାଟ୍ରିନା କୈଫ । କାଟ୍ରିନା ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିସାରିଛନ୍ତି । ବନ୍ଧୁଗଣ କାଟ୍ରିନାଙ୍କ ଡିମାଣ୍ଡ ହେଉଛି ସେ ନିଜର ସମସ୍ତ ଫିଲ୍ମରେ ପରଫେକ୍ଟ ସିନ୍ସ ଦେବେ । ସେଥିପାଇଁ ସେ ଫିଲ୍ମ ‘ଫିତୁର’ରେ ବାରମ୍ବାର ଗୋଟେ ସିନ୍ସ ପାଇଁ କାମ କରିଥିଲେ । ସେ ନିଜର ସମସ୍ତ ଫିଲ୍ମରେ ପରଫେକ୍ଟ ସିନ୍ସ ଦେବା ପାଇଁ ଡିମାଣ୍ଡ କରିଥାନ୍ତି ।

କଙ୍ଗନା ରାଣାବତ

ଏହା ତ ସାରା ଦୁନିଆ ଜାଣିଛି କି କଙ୍ଗନା କେତେ ବେବାକ ଅନ୍ଦାଜ ର ଅଭିନେତ୍ରୀ ଅଟନ୍ତି । ସେ କେତେବେଳେ କଣ କହିବେ କଣ କହିବେନି ସେ ବିଷୟରେ ବିଲକୁଲ ବି ଭାବନ୍ତି ନାହିଁ । ସେଇଠି ବେଳେବେଳେ କଙ୍ଗନା ନିଜର ଏମିତି କିଛି ଡିମାଣ୍ଡ ବି ରଖି ଦିଅନ୍ତି ଯେଉଁ କାରଣରୁ ଲୋକମାନେ ସମସ୍ୟାରେ ପଡି ଯାଆନ୍ତି । କଙ୍ଗନା ଏମିତି ହିଁ ଏକ ସର୍ତ୍ତ ରଖିଥିଲେ ଫିଲ୍ମ ‘ଯଜମେଣ୍ଟାଲ ହେ କ୍ଯା’ ର ଶୁଟିଙ୍ଗ ସମୟରେ ।

କଙ୍ଗନା ଜିଦଦି ଧରିଥିଲେ କି ତାଙ୍କୁ ତାଙ୍କର ସୋଲୋ ପୋସ୍ଟର ଦରକାର । ଏମିତି କି ସେ ନିଜର ଶୁଟିଙ୍ଗ ବି ବନ୍ଦ କରି ଦେଇଥିଲେ ଓ କହିଥିଲେ କି ଯେ ପର୍ଯ୍ୟନ୍ତ ତାଙ୍କର ସୋଲୋ ପୋସ୍ଟର ବନାଯିବ ନାହିଁ ସେ ପର୍ଯ୍ୟନ୍ତ ସେ ତାଙ୍କର ଶୁଟିଙ୍ଗ ପୁରା କରିବେ ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *