ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଅମେ ଆପଣ ମାନଙ୍କୁ ପ୍ରସିଦ୍ଧ ଅଭିନେତା ରାମ କପୁରଙ୍କ ବିଷୟରେ ଶୁଣିବାକୁ ମିଳୁଥିବା ଚର୍ଚ୍ଚା ସମ୍ବନ୍ଧରେ କହିବାକୁ ଯାଉଛୁ । ଅଭିନେତା ରାମ କପୁର ଙ୍କୁ ପ୍ରଥମେ ଟେଲିଭିଜନ ଧାରାବାହିକ ‘କସମ ସେ’ ରେ ଦେଖିବାକୁ ମିଳିଥିଲା।ଏହି ଧାରାବାହିକ ରେ ତାଙ୍କୁ ‘ଜଏ ବ୍ବାଲିଆର’ ନାମକ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା।ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ସୋନି ଏଣ୍ଟରଟେଂମେଣ୍ଟ ରେ ପ୍ରସାରିତ ଧାରାବାହିକ ‘ବଡେ ଅଚ୍ଛେ ଲଗତେ ହେ’ ରେ ଦେଖିବାକୁ ମିଳିଥିଲା।ଏହି ସିରିଆଲ ରେ ତାଙ୍କ ଅଭିନୟ କୁ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା।
ଅଭିନେତା ରାମ କପୁର ଅଭିନୟ ସହ ହୋସଟିଂ ରେ ଭି ବହୁତ ମାହିର ଅଟନ୍ତି। ଏହି ଅଭିନେତା ଜଣକ ବର୍ତ୍ତମାନ ସୁଦ୍ଧା ବଲିଉଡ ର ୨୫ଟି ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ଏବଂ ନିଜ ଅଭିନୟ ମାଧ୍ୟମରେ ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ଫିଲ୍ମ ‘ହମସକଲ’ ରେ ଏହି ଅଭିନେତା ଜଣଙ୍କୁ ଦେଖିବାକୁ ମିକିଥିଲା ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ। ବଲିଉଡ ଇଣ୍ଡଷ୍ଟ୍ରୀ ପ୍ରତିଷ୍ଠିତ ଯେ କୌଣସିଭି ପାର୍ଟି ବା ଆୟୋଜନ ଅଭିନେତା ରାମ କପୁର ଙ୍କୁ ଅତିଥି ହିସାବରେ ଯିବାର ଦେଖିବାକୁ ମିଳିଛି।ନିଜର ସ୍ୱତନ୍ତ୍ର ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି।

ବର୍ତ୍ତମାନ ଏହି ଅଭିନେତା ଜଣକ ନିଜ ଓଜନ କମାଇବାରେ ଲାଗିଛନ୍ତି ଏବଂ ନିଜ ଟ୍ରାନ୍ସଫରମେସନ ପାଇଁ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ସେ ସୋସିଆଲ ମିଡ଼ିଆ ତଥା ନିଜ ଇଂଷ୍ଟଗ୍ରାମ ଆକାଉଣ୍ଟ ରେ ନିଜର ଏକ ଫଟୋ ସେୟାର କରିଛନ୍ତି ଏବଂ ସେଥିରେ ସେ ଖୁବ ପତଳା ମଧ୍ୟ ଦେଖା ଯାଉଛନ୍ତି। ସେ ୨ ବର୍ଷ ପୂର୍ବରୁ ସ୍ଥିର କରିଥିଲେ ନିଜର ଓଜନ କମାଇବେ ବୋଲି ଏବଂ ବର୍ତ୍ତମାନ ସୁଦ୍ଧା ସେ ନିଜର ୩ କିଲୋ ଓଜନ କମାଇ ସାରିଛନ୍ତି ଏବଂ ଆହୁରି ଓଜନ କମାଇବାରେ ଲାଗିଛନ୍ତି।

ଏଥିପାଇଁ ଏହି ଅଭିନେତା ଜଣକ ନିଜର ଡାଏଟ କୁ ବହୁତ ମାତ୍ରା ରେ ଫଲୋ କରୁଛନ୍ତି। ଯଦି ଏହି ଅଭିନେତା ଜଣଙ୍କର ଡାଏଟ ପ୍ଲାନ ବିଷୟରେ କହିବାକୁ ଯିବା ତେବେ ରାମ କପୁର ସକାଳୁ ପ୍ରଥମେ କିଛି ନଖାଇ ଜିମ କୁ ଯାଆନ୍ତି ଏବଂ ଜିମ ରେ ସେ ବହୁତ ପରିଶ୍ରମ କରନ୍ତି।

ଏହି ଅଭିନେତା ଜଣକ ପ୍ରତିଦିନ ୧୬ ଘଣ୍ଟା ପର୍ଯ୍ୟନ୍ତ ଉପାସ ରୁହନ୍ତି ଅର୍ଥାତ ସେହି ସମୟରେ ସେ କିଛିଭି ଖାଆନ୍ତି ନାହିଁ ଏବଂ ସନ୍ଧ୍ୟା ୭ଟା ରୁ ୮ଟା ମଧ୍ୟରେ ସେ ନିଜ ଉପାସ ଭଂଗନ୍ତି ଏବଂ ବହୁତ ହି କମ ଖାଦ୍ୟ ଖାଆନ୍ତି।ଏହାକୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ମଧ୍ୟ କୁହାଯାଇ ପାରିବ।
ଏକ୍ସପର୍ଟ ଙ୍କ ମତରେ ଏହି ଫାଷ୍ଟିଂ ଦ୍ୱାରା ପାଣି, ଚାହା ଭଳି ଜିନିଷ ହିଁ ଖାଇପାରିବେ।ତେବେ ରାମ କପୁର ଏହି ଫାଷ୍ଟିଂ ଦିନକୁ ୧୬ ଘଣ୍ଟା ପର୍ଯ୍ୟନ୍ତ କରୁଛନ୍ତି।ଏବଂ ନିଜ ଓଜନ କମାଇବା ପାଇଁ ବହୁତ ହିଁ କଠିନ ପରିଶ୍ରମ କରୁଛନ୍ତି।ବର୍ତ୍ତମାନ ଚର୍ଚ୍ଚା ର ବିଷୟ ଏହା ଯେ ରାମ କପୁର ଭବିଷ୍ୟତ ରେ ନିଜର ଓଜନ କେତେ ମାତ୍ରା ରେ କମାଇ ପାରିବେ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

