Sunny Deol ଓ Karishma Kapoor ଙ୍କ ସମେତ ଏମାନେ ହେଲେ Bollywood ର ସାବତ ଭାଇ-ଭଉଣୀ ଯୋଡି, 4 ନମ୍ବର ଯୋଡିରେ ଢେର ସାରା ଭଲ ପାଇବା

ବନ୍ଧୁଗଣ ଆପଣ ମାନେ ଅନେକ ଫିଲ୍ମରେ ସାବତ ଭାଇ ଓ ଭଉଣୀଙ୍କ ସମ୍ପର୍କକୁ ନିଶ୍ଚୟ ବଡ ପରଦାରେ ଦେଖିଥିବେ । କେତେକ କଳାକାର ମାନେ ସାବତ ଭାଇ କିମ୍ବା ଭଉଣୀର ଭୂମିକା ପଦର୍ଶନ କରନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କର ରିଅଲ ଲାଇଫରେ ସାବତ ଭାଇ କିମ୍ବା ଭଉଣୀ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛି କଳାକାର ମାନଙ୍କ ସାବତ ଭାଇ ଓ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ । ଏହି କଳାକାର ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅର୍ଜୁନ କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅର୍ଜୁନ କପୁର । ଅର୍ଜୁନଙ୍କୁ ଆପଣ ମାନେ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ରିଅଲ ଲାଇଫରେ ଅର୍ଜୁନଙ୍କର ଦୁଇଟି ସାବତ ଭଉଣୀ ଅଛନ୍ତି । ସେମାନେ ହେଉଛନ୍ତି ଯାନଭି କପୁର ଓ ଖୁସି କପୁର । ଅର୍ଜୁନଙ୍କ ବାପା ବୋନୀ କପୁର ଶ୍ରୀଦେବୀଙ୍କ ସହ ଦ୍ଵିତୀୟ ବିବାହ କରିଥିଲେ । ଯାନଭି ଓ ଖୁସି ଶ୍ରୀଦେବୀ ଓ ବୋନୀଙ୍କର ଝିଅ ଅଟନ୍ତି । ଅର୍ଜୁନ ନିଜ ଦୁଇ ଭଉଣୀଙ୍କୁ ବହୁତ ଅଧିକ ଭଲ ପାନ୍ତି ।

ସାରା ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସାରା ଅଲି ଖାନ । ଆପଣ ମାନେ ସମସ୍ତେ ସାରାଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ସାରା ନିଜ ସୁନ୍ଦରତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାରାଙ୍କ ବାପା ସେଫ ଅଲି ଖାନ ଯେତେବେଳେ ତାଙ୍କ ମା ଅମୃତାଙ୍କ ଠାରୁ ତଲାକ ନେଇଥିଲେ ସେତେବେଳେ ତାଙ୍କର କୌଣସି ସାବତ ଭାଇ ନଥିଲେ । ହେଲେ କରିନାଙ୍କ ସହ ସେଫ ବିବାହ କରିବା ପରେ ସାରାଙ୍କ ଏକ ସାବତ ଭାଇ ଜନ୍ମ ହୋଇଥିଲା । ହେଲେ ସାରା ନିଜ ସାବତ ଭାଇକୁ ବହୁତ ଭଲ ପାନ୍ତି ।

ସନି ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସନି ଦେଓଲ । ସନିଙ୍କର ଦୁଇଟି ଛୋଟ ସାବତ ଭଉଣୀ ଅଛନ୍ତି । ସନି ଓ ବବି ଦେଓଲ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କ ପୁଅ । ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି ଓ ଦ୍ଵିତୀୟ ବିବାହ ହେମା ମାଳିନୀଙ୍କ ସହ କରିଛନ୍ତି । ଧର୍ମେନ୍ଦ୍ର ଓ ହେମାଙ୍କ ଦୁଇ ଝିଅର ନାମ ହେଉଛି ଇଶା ଦେଓଲ ଏବଂ ଆହାନା ଦେଓଲ । ଧର୍ମେନ୍ଦ୍ର ନିଜ ଦୁଇ ସାବତ ଭଉଣୀଙ୍କୁ ବହୁତ ଭଲ ପାନ୍ତି ।

ସାହିଦ କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସାହିଦ କପୁର । ସାହିଦ ହେଉଛନ୍ତି ବଲିଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ଓ ସେ ବଲିଉଡରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ସାହିଦଙ୍କର ତିନୋଟି ସାବତ ଭାଇ ଓ ଭଉଣୀ ଅଛନ୍ତି । ସେମାନେ ହେଉଛନ୍ତି ଇଶାନ ଖଟର, ରୋହନ କପୁର ଓ ସନା କପୁର । ସାହିଦଙ୍କ ମା ତିନି ଜଣଙ୍କ ସହ ବିବାହ କରିଛନ୍ତି । ତେଣୁ ସହିଦଙ୍କର ଟିକେ ଅଧିକ ସାବତ ଭାଇ ଓ ଭଉଣୀ ଅଛନ୍ତି । ହେଲେ ସାହିଦ ନିଜ ସାବତ ଭାଇ ଭଉଣୀ ମାନଙ୍କୁ ବହୁତ ଭଲ ପାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *