ଏମାନେ ହେଲେ ଭାରତର ସବୁଠୁ ସୁନ୍ଦର 5 ମହିଳା ଖେଳାଳୀ, 5 ନମ୍ବର ଙ୍କ ସୁନ୍ଦରତାରେ ଆପଣ ହେଇଯିବେ ଦିବାନା

ଆପଣ ମାନେ ଆମ ଭାରତୀୟ ମହିଳା ଖେଳାଳି ମାନଙ୍କୁ ନିଶ୍ଚୟ ଜାଣିଥିବେ । ଭାରତରେ କିଛି ଏପରି ମହିଳା ଖେଳାଳି ଅଛନ୍ତି ଯେଉଁ ମାନେ ନିଜ ଖେଳ ଓ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ହେଲେ ବନ୍ଧୁଗଣ ଭାରତରେ କିଛି ଏପରି ମହିଳା ଖେଳାଳି ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ସୁନ୍ଦରତା ମାମଲାରେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତ ଓ ନୁଜ ହଟ୍ ଲୁକ୍ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଭାରତୀୟ ମହିଳା ଖେଳାଳି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବହୁତ ସୁନ୍ଦର ଅଟନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଖେଳାଳି ମାନଙ୍କ ବିଷୟରେ ।

ପୀବି ସିନ୍ଧୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତର ଦିଗଜ ଖେଳାଳି ପାବୀ ସିନ୍ଧୁ । ବନ୍ଧୁଗଣ ପାବୀ ହେଉଛନ୍ତି ଭାରତର ଏକ ପ୍ରସିଦ୍ଧ ଖେଳାଳି । ସେ ବ୍ୟାଟମିଣ୍ଟନ ଖେଳନ୍ତି । ଏକ ପ୍ରସିଦ୍ଧ ଖେଳାଳି ହେବ ସହିତ ସେ ବହୁତ ସୁନ୍ଦର ମଧ୍ୟ ଅଟନ୍ତି । ସେ ପୂର୍ବ ଅଲମ୍ପିକରେ ଭାରତକୁ ପଦକ ଦେଇଛନ୍ତି ।

ସାୟନା ନେହବାଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭାରତର ଦିଗଜ ମହିଳା ଖେଳାଳି ସାୟନା ନେହବାଲ । ସାୟନା ହେଉଛନ୍ତି ଏକ ବ୍ୟାଟମିଣ୍ଟନ ଖେଳାଳି । ସେ ନିଜ ଖେଳ ପାଇଁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ସାୟନା ଏକ ଭଲ ଖେଳାଳି ହେବା ସହିତ ବହୁତ ସୁନ୍ଦର ମଧ୍ୟ ଅଟନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ସନିୟା ମିର୍ଜା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତରେ ପ୍ରସିଦ୍ଧ ମହିଳା ଖେଳାଳି ସାନିୟା ମିର୍ଜା । ସାନିୟା ହେଉଛନ୍ତି ଏକ ପ୍ରସିଦ୍ଧ ଟେନିସ ପ୍ଲେୟାର । ସେ ବହୁତ ଥର ଭାରତକୁ ଟେନିସର ପଦକ ଦେଇଛନ୍ତି । ସାନିୟାଙ୍କ ସୁନ୍ଦରତା କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହେଁ । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି ।

ମିତାଲି ରାଜ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଭାରତର ଦିଗଜ ମହିଳା ଖେଳାଳି ମିତାଲି ରାଜ । ସେ ଭାରତୀୟ ମହିଳା ଟିମର କ୍ଯାପଟେନ ଅଟନ୍ତି ଓ ସେ ନିଜ ଖେଳ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତି ଛନ୍ତି । ବନ୍ଧୁଗଣ ମିତାଲି ରାଜ ବହୁତ ସୁନ୍ଦର ଅଟନ୍ତି ଓ ନିଜ ସୁନ୍ଦରତା ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଦୀପିକା ପଲ୍ଲିକାଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତର ଫେମସ ଖେଳାଳି ଦୀପିକା ପଲ୍ଲିକାଲ । ଦୀପିକା ନିଜ ଖେଳ ଓ ନିଜ ସୁନ୍ଦର ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ବାଦ ଦେଇଦେବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *