ବନ୍ଧୁଗଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏଣିକି ସେମାନଙ୍କର ପର୍ଶନାଲ ଲାଇଫ ହେଉ ବା ସେମାନଙ୍କର ଅଭିନୟ ।
ବନ୍ଧୁଗଣ ଆଜିକାଲି ଅଧିକାଂଶ ଅଭିନେତା ଓ ଅଭିନେତ୍ରୀ ମାନେ ଦୁଇ ରୁ ତିନୋଟି ବିବାହ କରିବାକୁ ପସନ୍ଦ କରୁଛନ୍ତି । ଆପଣ ମାନେ ଏମିତି ବହୁତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ଯେଉଁ ମାନେ ଅଧିକ ଥର ବିବାହ କରିଛନ୍ତି ।
ଆପଣ ମାନେ ସମସ୍ତେ ହଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖୁଥିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଦୁଇଥର ତଲାକ ନେବା ପରେ ବର୍ତ୍ତମାନ ତୃତୀୟ ବିବାହ କରିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସ୍କାଲେର୍ଟ ଜୋହାନସନ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ସ୍କାଲେର୍ଟ ଜୋହାନସନ ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତ୍ରୀ ସେ ହଲିଉଡର କେତେକ ସୁପର ହିଟ ଫିଲ୍ମରେ କାମ କରି ସଫଳତା ହାସଲ କରିଛନ୍ତି । ସେ ଅଭେଞ୍ଜର ପରି କେତେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ମଧ୍ୟ ସେ ନିଜ ଅଭିନୟ କାରିୟରକୁ ଜାରି ରଖିଛନ୍ତି ଓ ସୋସିଆଲ ମିଡିଆରେ ନିଜ ବୋଲ୍ଡନେସ ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି ।
ତାଙ୍କର ହଟ୍ ଲୁକ୍ ଓ ସୁନ୍ଦରତାକୁ ଦେଖିବା ପାଇଁ ସମସ୍ତ ଲୋକ ଇଛା କରନ୍ତି । ବର୍ତ୍ତମାନ ସେ ନିଜ ତୃତୀୟ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ସେ ଏହି ବିବାହ ପୂର୍ବରୁ ଦୁଇ ଜଣ ବ୍ୟକ୍ତିଙ୍କ ସହ ବିବାହ କରିସାରିଥିଲେ ଓ ତାଙ୍କର ଛାଡପତ୍ର ମଧ୍ୟ ହୋଇସାରିଛି । ତେଣୁ ବର୍ତ୍ତମାନ ସ୍କାଲେର୍ଟ ଜୋହାନସନ ତୃତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହେଲେ ସେ କାହା ସହ ବିବାହ କରିବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।
ସେ ପ୍ରଥମେ ରିଆନ ରେନୋଲ୍ଦ୍ସଙ୍କ ସହ 2008 ମସିହାରେ ବିବାହ କରିଥିଲେ ହେଲେ ଏହି ବିବାହ 2011 ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ସେ ରୋମେନ ଡୌରିଆକଙ୍କ ସହ 2014 ମସିହାରେ ବିବାହ କରିଥିଲେ ହେଲେ ତାଙ୍କର ଦ୍ଵିତୀୟ ବିବାହଟି 2017 ମସିହାରେ ଭାଙ୍ଗି ଯାଇଥିଲା । ବର୍ତ୍ତମାନ ସେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସ୍କାଲେର୍ଟ ଜୋହାନସନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ମନୋରଞ୍ଜନ ଦୁନିଆର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।