ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତ୍ରୀ ହେମା ମାଳିନୀଙ୍କୁ ନିଶ୍ଚୟ ଦେଖିଥିବେ । ହେମା ନିଜ କାରିୟରରେ ବଲିଉଡର ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ସହିତ ସେ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ହେମା ମାଳିନୀଙ୍କର ଦୁଇଟି ଝିଅ ଅଛନ୍ତି । ଆଜିଆମେ ଆପଣ ମାନଙ୍କୁ ଇଶା ଦେଓଲଙ୍କ ବିଷୟରେ କହିବାକୁ ଯାଉଛୁ । ଇଶା ଦେଓଲ ନିଜ ମାଙ୍କ ପରି ବଲିଉଡରେ କିଛି ବଡ ସଫଳତା ହାସଲ କରିପାରିଲେ ନାହିଁ ଯାହାଫଳରେ ସେ ଏକ ବଡ ବିଜନେସ ମ୍ୟାନଙ୍କ ସହ ବିବାହ କରିଥିଲେ । ଇଶାଙ୍କର ପ୍ରଥମ ସନ୍ତାନ ଝିଅ ହୋଇଥିଲା ଓ ଦିତୀୟ ସନ୍ତାନ ମଧ୍ୟ ଝିଅ ହେଲା । ହେଲେ ଦ୍ଵିତୀୟ ସନ୍ତାନ ଝିଅ ହେବା ପରେ ଇଶା ବହୁତ ଅଧିକ କାନ୍ଦି ଥିଲେ ।
ଆଜି ଆମେ ଆପଣ ମାନଙ୍କୁ ଏହାର ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧୦ ଜୁନ ୨୦୧୯ରେ ଇଶା ନିଜର ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । ଇଶାଙ୍କ ଦ୍ଵିତୀୟ ଝିଅର ନାମ ହେଉଛି ମିରାୟା ତଖ୍ତାନୀ । ବନ୍ଧୁଗଣ ଏହି କିଛି ଦିନ ହେବ ଇଶା ନିଜ ଛୁଆ ମାନଙ୍କର ଧ୍ୟାନ ରଖିବା ସହ ବହି ମଧ୍ୟ ଲେଖୁଛନ୍ତି । ଇଶା ଏକ ଅଭିନେତ୍ରୀ ହେବା ସହ ଏକ ରାଇଟର ମଧ୍ୟ ଅଟନ୍ତି । ଗତ କିଛି ମାସ ପୂର୍ବରୁ ଇଶାଙ୍କ ଏକ ବହି ‘ଅମ୍ମା ମିୟା’ ଲଞ୍ଚ ହୋଇଥିଲା ।
ପ୍ରଥମ ଝିଅକୁ ଜନ୍ମ ଦେବା ପରେ ଯେତେବେଳେ ଇଶା ନିଜର ଦ୍ଵିତୀୟ ଝିଅକୁ ଜନ୍ମ ଦେଇଥିଲେ ସେହି ସମୟରେ ସେ ଏକ ଗମ୍ଭୀର ରୋଗରେ ପୀଡିତ ହୋଇଯାଇଥିଲେ । ଏହା ବିଷୟରେ ଇଶା ଏକ ଇଣ୍ଟର୍ବ୍ୟୁରେ କହିଥିଲେ । ଇଶା ଯେଉଁ ରୋଗରେ ପୀଡିତ ହୋଇଥିଲେ ତାହା ହରମୋନ୍ସର ଖରାପ ପ୍ରଭାବ ପାଇଁ ହୋଇଥିଲା । କେତେକ ଲୋକ ଏହାକୁ ପୋ-ଷ୍ଟ ମ-ଟ-ମ ଡିପ୍ରେସନ ମଧ୍ୟ କୁହନ୍ତି ।
ଏହି ରୋଗରେ ମଣିଷର ଚିନ୍ତାଧାରା ବାରମ୍ବାର ବଦଳି ଯାଇଥାଏ ଓ ଇଶା ଏହି ରୋଗର ଶି-କା-ର ହୋଇଯାଇଥିଲେ । ବନ୍ଧୁଗଣ ଏହି କଥା ବିଷୟରେ ଇଶା ଜାଣି ନଥିଲେ ହେଲେ ତାଙ୍କ ମା ହେବା ଏହି ରୋଗ ବିଷୟରେ ବିଶେଷ ଧ୍ୟାନ ଦେଇ ଇଶାଙ୍କର ବ୍ଲଡ଼ ଟେଷ୍ଟ କରେଇଥିଲେ । ବନ୍ଧୁଗଣ ଏହି ରୋଗ ପାଇଁ ଇଶା ବହୁତ ଅଧିକ କାନ୍ଦି ଥିଲେ ଓ ସୁସ୍ଥ ହେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ ।
ଇଶା ବ୍ଲଡ଼ ଟେଷ୍ଟ କରେଇବା ପାଇଁ ଚିକିତ୍ସା ନେଇଥିଲେ ଓ ଏକ ମାସ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ । ତାଙ୍କର ଏହି ଅବସ୍ଥା ଦ୍ଵିତୀୟ ଝିଅକୁ ଜନ୍ମ ଦେବା ସମୟରେ ହୋଇଥିଲା । ସେହି ସମୟରେ ତାଙ୍କ ମା ହେମା ତାଙ୍କର ବହୁତ ଅଧିକ ଧ୍ୟାନ ରଖିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଇଶା ଦେଓଲ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ