‘ବାହାଘର ପରେ ମତେ ଲାଗୁଥିଲା ମୁଁ ଗୋଟେ ରାଜା ଓ ମୁଁ ଗୋଟେ ଚାକର ଆଣିଛି, ହେଲେ ସବୁ ଓଲଟ ପାଲଟ ହେଇଗଲା…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ବାହା ହେଲା ପରେ ଭାବିଥିଲି ମୁଁ ଗୋଟେ ରାଜା ମୁଁ ଯାହା କହିବି ସେଇଆ ହିଁ କରିବ ମୋ ସ୍ତ୍ରୀ ! ତେବେ ସୋସିଆଲ ମିଡିଆରେ ବହୁତ ଚର୍ଚିତ କପୁଲ୍ ରାଜୀବ ଓ ବନ୍ଦନାଙ୍କ ଯୋଡିକୁ ବହୁତ ଲୋକ ଅନେକ ଲୋକପ୍ରିୟତା ଦେଇଛନ୍ତି । ତେବେ ସେହି ସୁନ୍ଦର ଯୋଡି ଗଣ ମାଧ୍ୟମ ନିକଟରେ ନିଜର ଦାଂପତ୍ଯ ଜୀବନ ବିଷୟରେ କିଛି ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ରାଜୀବଙ୍କ କହିଆ ଅନୁଯାଇ ମୁଁ ଯେତେବେଳେ ବାହା ହେଲି । ସେତେବେଳେ ମୁଁ ମୋ ସ୍ତ୍ରୀଙ୍କୁ ଏତେ ମାତ୍ରାରେ ସ୍ଵାଧୀନତା ଦେଇନଥିଲି । ଜଣେ ବୋହୁ ହିସାବରେ ଯାହା ସବୁ କରିବା ଦରକାର । ସେଥିରୁ ଯଦି କିଛି ବନ୍ଦନାଙ୍କର କମ୍ ରହିଜାଏ । ତେବେ ସେସବୁ ଯଦି ମୋତେ କି ଆଉ କାହାକୁ ଭୁଲ ଲାଗେ । ମୁଁ ବନ୍ଦନାଙ୍କ ଉପରେ ରାଗିକି କଥା ହୁଏ । ତେବେ ଏପରି କଥା ରାଗ ରାଗରେ ଆଗେଇ ଯାଇଥିଲା କି ଆମର ଡିଭୋର୍ସ ଜାକେ କଥା ଚାଲିଯାଇଥିଲା ।

ହେଲେ ଯେବେ ଠାରୁ ଆମ ସନ୍ତାନ ଆସିଗଲା । ସେବେ କଣ ହେଲା କେଜାଣି ମୋ ଭିତରେ ଏକ ପରିବର୍ତ୍ତନ ଚାଲି ଆସିଲା । ତାପରେ ଅଟୋମେଟିକ ବନ୍ଦନାଙ୍କ ପ୍ରତି ମୋ ମନରେ ଆଗ ଅପେକ୍ଷା ବହୁତ ଭଲ ପାଇବା ଚାଲିଆସିଲା । ମୁଁ ବନ୍ଦନାକୁ ଆଉ ଆଗ ଭଳି ଛୋଟ ଛୋଟ କଥାରେ ତାଙ୍କ ଉପରେ ରାଗିଲି ନାହିଁ । ତାଙ୍କୁ ତାଙ୍କ ହିସାବରେ ବଞ୍ଚିବାର ନିଜ ଲାଇଫକୁ ଏଞ୍ଜୟ କରିବାର ତାଙ୍କୁ ସ୍ଵତନ୍ତ୍ର ଅଧିକାର ମଧ୍ୟ ଦେଲି ।

ତେବେ ବନ୍ଦନାଙ୍କ କହିବା ଅନୁଯାଇ ମୁଁ ଯେତେବେଳେ ନୂଆ କରି ବାହା ହୋଇ ଶାଶୁ ଘରେ ପାଦ ଦେଲି । ସେତେବେଳେ ସବୁ ଝିଅଙ୍କ ପରି ମୋର ବି ଇଛା ଥିଲା । ମୋ ସ୍ଵାମୀଙ୍କ ସହ ଭଲ ଭାବରେ ସମୟ ବିତାଇବି । ଘର କାମ କରିବା ସହ ମଧ୍ୟ ମୁଁ ଜୀବନକୁ ଭଲ ଭାବରେ ଉପଭୋଗ କରିବି । ହେଲେ ବାହାଘରର ୨ ମାସ ପରେ ହିଁ ମୁଁ ଗର୍ଭବତୀ ହୋଇଯାଇଥିଲି । ତାପରେ ମୁଁ ଭାବିଥିଲି ପିଲା ରହିଲା ପରେ ଆଉ ଲାଇଫକୁ କଣ ଏଞ୍ଜୟ କରିପାରିବି ।

ହେଲେ ଆମ ଜୀବନରେ ଆମ ପିଲା ରିକୀ ଆସିଲା ପରେ ମୋ ଜୀବନ ଆଗ ଅପେକ୍ଷା ଅଧିକ ରଙ୍ଗୀନ ହୋଇଗଲା । ତେବେ ରାଜୀବ ଓ ବନ୍ଦନାଙ୍କ ଦାଂପତ୍ଯ ଜୀବନ ସୁଖମୟ ସବୁଦିନ ପାଇଁ ରହୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *