ଦୁଃଖରେ ଭାଙ୍ଗି ପଡ଼ିଲେ ଅସହାୟଙ୍କୁ ସାହାଯ୍ୟ କରୁଥିବା ସୋନୁ ସୁଦ୍‌, କହିଲେ- ‘ଠିକ୍‌ ସମୟରେ ମୋ ବାପା-ମାଆ…

ଆପଣ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ନିଜ ଅଭିନୟ ସହ ନିଜ ସ୍ଵଭାବ ପାଇଁ ମଧ୍ୟ ପରିଚିତ ଅଟନ୍ତି । ସେ ଅସହାୟ ଲୋକ ମାନଙ୍କ ସାହାର୍ଯ୍ୟ ପାଇଁ ସବୁବେଳେ ଆଗରେ ଛିଡା ହୁଅନ୍ତି । ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସୋନୁ ସୁଦ ।

ଗତ ବର୍ଷ ହେଉ ବା ଏହି ବର୍ଷ କରୋନା ମହାମାରୀ କାଳରେ ଅସହାୟ ଲୋକ ମାନଙ୍କର ସାହାର୍ଯ୍ୟ ପାଇଁ ସୋନୁ ସୁଦ ସବୁବେଳେ ନିଜର ହାତ ବଢେଇ ଛନ୍ତି । କେତେକ ଲୋକଙ୍କୁ ଘରକୁ ପଠାଇବା ସହ କେତେକ ଲୋକଙ୍କୁ ସେ ରୋଜଗାର ମଧ୍ୟ ଦେଇଛନ୍ତି । କେତେକ ଲୋକଙ୍କ ପାଇଁ ସୋନୁ ଭଗବାନ ପାଲଟି ଯାଇଛନ୍ତି । ରିଲ ଲାଇଫରେ ସେ ଖଳନାୟକର ଭୂମିକା ପଦର୍ଶନ କରିଥିଲେ ମଧ୍ୟ ରିଅଲ ଲାଇଫରେ ସେ ସମସ୍ତଙ୍କ ସାମ୍ନାରେ ହିରୋ ହୋଇଛନ୍ତି ।


ସୋନୁଙ୍କ ସ୍ଵଭାବ ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଗତ କିଛି ଦିନ ହେବ ସୋନୁ ନିଜର ଏକ ବଡ ବୟାନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ସୋନୁଙ୍କର ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ସୋନୁ ଏହି କିଛି ଦିନ ତଳେ ୱେବ୍ ପୋର୍ଟାଲରେ ଏକ ଇଣ୍ଟର୍ବ୍ୟୁ ଦେଇଥିଲେ । ସେହି ଇଣ୍ଟର୍ବ୍ୟୁରେ ସୋନୁ ନିଜ ଜୀବନ ସହ ଜଡିତ କିଛି ଦୁଃଖ ଭରା କଥା କହି ଭାଙ୍ଗି ପଡିଥିଲେ । ସୋନୁ କହିଛନ୍ତି କି ଠିକ୍‌ ସମୟରେ ତାଙ୍କ ମାଆ ଏବଂ ବାପା ଦୁନିଆ ଛାଡି ଚାଲିଯାଇଛନ୍ତି । ଯଦି ସେହି ସମୟରେ ମୋତେ ଏହି ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାନ୍ତା, ଯେତେବେଳେ ମୁଁ ସେମାନଙ୍କ ପାଇଁ ଶଯ୍ୟା ଏବଂ ଅମ୍ଳଜାନ ବ୍ୟବସ୍ଥା କରିପାରି ନ ଥା’ନ୍ତି, ତାହେଲେ ମୁଁ ଭାଙ୍ଗି ପଡ଼ିଥାନ୍ତି। କାରଣ ମୁଁ ଦେଖିଛି ଲୋକମାନେ କାନ୍ଦୁଥିବାର ଏବଂ ଭାଙ୍ଗି ପଡ଼ୁଥିବାର ଦେଖିଛି। ମୁଁ ଆଜି ପର୍ଯ୍ୟନ୍ତ ଏହାଠାରୁ ଖରାପ ସମୟ କେବେ ଦେଖି ନାହିଁ’ ।

ସୋନୁଙ୍କର ଏହି ବଡ କଥାଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକ ମାନେ ସୋନୁଙ୍କର ଏହି ବୟାନରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ସୋନୁ ସୁଦ ଆପଣ ମାନଙ୍କୁ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରିଦେବେ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *