ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ପାଇଁ ଅଭିନେତ୍ରୀ ମାନଙ୍କୁ ଅନେକ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ ।
ଏହା ସହିତ କେତେକ ଅଭିନେତ୍ରୀ ମାନଙ୍କୁ କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ଏହି କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା ସେହି ସବୁ ଅଭିନେତ୍ରୀ ମାନେ ହୋଇଥାନ୍ତି ଯେଉଁ ମାନଙ୍କ ପରିବାର ଲୋକ ବଲିଉଡ ଇଣ୍ଡଷ୍ଟ୍ରି ସହ ଜଡିତ ନଥାନ୍ତି । ବଲିଉଡର ଅନେକ ଅଭିନେତ୍ରୀ ଏହି କା-ଷ୍ଟି-ଙ୍ଗ କା-ଉ-ଚ-ର ସାମ୍ନା କରିଥିବାର ଖୁଲାସା କରିଛନ୍ତି । ଆପଣ ମାନେ ସମସ୍ତେ ଟିଭିର ଫେମସ ଅଭିନେତ୍ରୀ ଡୋନାଲ ବିଷ୍ଟଙ୍କୁ ତ ନିଶ୍ଚୟ ଜାଣିଥିବେ । ଡୋନାଲ ଟିଭିର ଲୋକପ୍ରିୟ ସିରିଏଲ ‘ଦିଲ ତୁ ହାପି ହୋ ଜା’ରେ କାମ କରିଥିଲେ ।
ଡୋନାଲ ସୋସିଆଲ ମିଡିଆ ରେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି । ତାଙ୍କ ସୁନ୍ଦରତାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଡୋନାଲ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଗତ କିଛି ସମୟ ପୂର୍ବରୁ ଡୋନାଲ ନିଜ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥାର ଖୁଲାସା କରିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଡୋନାଲ ଏକ ଇଣ୍ଟର୍ବ୍ୟୁରେ କା-ଷ୍ଟି-ଙ୍ଗ କା-ଉ-ଚର ସାମ୍ନା କରିଥିବାର କହିଥିଲେ । ଡୋନାଲଙ୍କ ମତରେ-‘ତାଙ୍କୁ ଏକ ସୋ ପାଇଁ ସିଲେକ୍ଟ କରଯାଇଥିଲା। ଟଙ୍କା ଓ ତାରିଖ ମଧ୍ୟ ସ୍ତିର ହୋଇଯାଇଥିଲା । ହେଲେ ହଠାତ ତାଙ୍କୁ ସେହି ପ୍ରୋଜେକ୍ଟରୁ ବାହାର କରଯାଇଥିଲା । ତାଙ୍କ ଜାଗାରେ ଅନ୍ୟ ଏକ ଅଭିନେତ୍ରୀକୁ ରଖା ଯାଇଥିଲା ବୋଲି ସୋ ମେକର୍ଷ ମାନେ କହିଥିଲେ । ଏହା ପରେ ସେ ଓ ତାଙ୍କ ପରିବାର ଲୋକ ଭାବିଲେ ଯେ ମୁମ୍ବାଇରେ କୌଣସି ଭରସାର ଲୋକ ନାହିଁ’ ।
ଏହାପରେ ଆଗକୁ ଡୋନାଲ କହିଲେ-‘ ଏହାପରେ ସେ ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ ଅଡିସନ ଦେଇଥିଲେ ସେହି ଅଡିସନଟି ତାଙ୍କ ପାଇଁ କୌଣସି ଖରାପ ସ୍ଵପ୍ନରୁ କମ ନଥିଲା । ଏକ ସାଉଥ ଫିଲ୍ମ ଡାଇରେକ୍ଟର ତାଙ୍କୁ ରୋଲ ଦେବା ବଦଳରେ ତାଙ୍କ ସହ ଶୋଇବା ପାଇଁ ସର୍ତ ରଖିଲା । ଏହା ପରେ ଡୋନାଲଙ୍କୁ ଏହି କଥା ଶୁଣିବା ପରେ ବହୁତ ଅଧିକ ରାଗ ଆସିଥିଲା ।
ଯାହାଫଳରେ ଡୋନାଲ ସେହି ଡାଇରେକ୍ଟ ବିରୋଧରେ ପୋଲିସରେ ଅ-ଭି-ଯୋ-ଗ କରିଥିଲେ । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା କାମ କରିବାକୁ ଚାହୁଁଥିଲେ । ସେ ଏହି ଭୁଲ କାମ କରି କାମ ପାଇବା ପାଇଁ ଚାହୁଁ ନଥିଲେ । ସେ ନିଜ କାମକୁ ପୂଜା କରନ୍ତି ସେଥିପାଇଁ ସେ ନିଜ ଉପରେ ଭରସା ରଖିଥିଲେ ।
ବନ୍ଧୁଗଣ ବର୍ତ୍ତମାନ ସେ ଏକ ସଫଳ ଅଭିନେତ୍ରୀ ରୂପେ ପରିଚିତ । ସେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଡୋନାଲ ବିଷ୍ଟ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ