ଦିନେ ଶୁଟିଙ୍ଗ ଦେଖିବାକୁ ଆସିଥିବା ଯେଉଁ ପିଲାକୁ ଚାପୁଡା ମାରି ବାହାର କରିଦେଇଥିଲେ Akshay Kumar ଆଜି ସେ Bollywood ର Superstar

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଭିନେତା ଅକ୍ଷୟ କୁମାର ବଲିଉଡ ର ସୁପରଷ୍ଟାର ଅଟନ୍ତି । ପିଲା ଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଫାନ୍ ଅଟନ୍ତି । ସେହିଭଳି ହିଁ ଜଣେ ପିଲା ଅକ୍ଷୟ ଙ୍କ ଫାନ୍ ଥିଲା ଏବଂ ତାଙ୍କ ସହିତ ଛୋଟବେଳେ ଫଟୋ ଉଠାଉବାକୁ ଚେଷ୍ଟା କରିଥିଲା ।

କିନ୍ତୁ ବଦଳ ରେ ସେ ଅକ୍ଷୟ କୁମାର ଙ୍କ ଚା-ପୁ-ଡ଼ା ର ଶି-କା-ର ହୋଇଥିଲା । ଆଜି ସେହି ପିଲା ଟି ବଲିଉଡ ର ସୁପରଷ୍ଟାର ଅଟେ । ତେବେ ସେହି ପିଲା ଜଣକ କିଏ ଯାହାକୁ ଅଭିନେତା ଅକ୍ଷୟ କୁମାର ଙ୍କ ଠାରୁ ଚା-ପୁ-ଡ଼ା ଖାଇବାକୁ ପଡିଥିଲା ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ଅକ୍ଷୟ କୁମାର ଙ୍କ ଠାରୁ ଚା-ପୁ-ଡ଼ା ଖାଇଥିବା ପିଲା ଜଣକ ଅନ୍ୟ କେହି ନୁହେଁ, ବରଂ ସେ ହେଉଛନ୍ତି ବର୍ତ୍ତମାନ ସମୟ ର ବଲିଉଡ ର ଲୋକପ୍ରିୟ ଅଭିନେତା ରଂବୀର ସିଂ । ରଂବୀର ନିଜ ପିଲା ଦିନେ ଅକ୍ଷୟ ଙ୍କ ଠାରୁ ଜୋରଦାର ଚା-ପୁ-ଡ଼ା ଖାଇ ସାରିଛନ୍ତି । ଏହି ସମ୍ବନ୍ଧରେ ସ୍ୱୟଂ ଅକ୍ଷୟ କୁମାର ଖୁଲାସା କରିଥିଲେ । ଏକ ଆୱାର୍ଡ ଫଁକ୍ସନ୍ ରେ ଅକ୍ଷୟ କୁମାର ଏହି ରାଜ୍ ବିଷୟରେ କହିଥିଲେ ।

ସେ କହିଥିଲେ ଯେ, ରଂବୀର ସିଂ ଛୋଟବେଳୁ ଅକ୍ଷୟ କୁମାର ଙ୍କ ଫାନ୍ ଥିଲେ । ରଂବୀର ଯେତେବେଳେ ଛୋଟ ଥିଲେ ପ୍ରାୟତଃ ସେ ଅକ୍ଷୟ କୁମାର ଙ୍କ ସୁ-ଟିଂ ଦେଖିବାକୁ ସେଟ କୁ ଆସୁଥିଲେ । ଦିନେ ରଂବୀର କୌଣସି ଏକ ଭୁଲ କାମ କରିଦେଲେ ଯାହାଦ୍ୱାରା ଅକ୍ଷୟ କୁମାର ରାଗରେ ତାଙ୍କୁ ଏକ ଶକ୍ତ ଚା-ପୁ-ଡ଼ା ମା-ରି-ଥି-ଲେ ।

ଯଦିଓ ବର୍ତ୍ତମାନ ଉଭୟ ଙ୍କ ମଧ୍ୟରେ ଭଲ ସଂପର୍କ ରହିଛି । ରଂବୀର ସିଂ ମଧ୍ୟ ଅକ୍ଷୟ କୁମାର ଙ୍କୁ ବହୁତ ସମ୍ମାନ କରନ୍ତି । କାମ ସ-ମ୍ବ-ନ୍ଧ-ରେ ଯଦି କହିବା ତେବେ ଅଭିନେତା ଅକ୍ଷୟ କୁମାର ଖୁବ ଶୀଘ୍ର ରୋହିତ ସେଟ୍ଟୀ ଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ରେ ନଜର ଆସିବେ । ଏହି ଫିଲ୍ମ ରେ ରଂବୀର ସିଂ ମଧ୍ୟ ତାଙ୍କ ସହିତ ଖାସ ଭୂମିକା ରେ ନଜର ଆସିବେ ।

ଏହା ପ୍ରଥମ ଥର ପାଇଁ ହେବ ଯେ, ବଡ଼ ପରଦା ରେ ଅକ୍ଷୟ କୁମାର ଓ ରଂବୀର ସିଂ ଙ୍କୁ ଦର୍ଶକ ଏକାଠି ଦେଖିବେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଏହି ଫିଲ୍ମ ରେ ଅଜୟ ଦେବଗନ୍ ମଧ୍ୟ ଅତିଥି କଳାକାର ରୂପରେ ନଜର ଆସିବେ । ଅର୍ଥାତ ରୋହିତ ସେଟ୍ଟୀ ଙ୍କ ଏହି ଫିଲ୍ମ ରେ ସିଙ୍ଘମ, ସିମ୍ବା ଓ ଖିଲାଡି ଅକ୍ଷୟ କୁମାର ଙ୍କୁ ଏକାଠି ଧମାଲ କରିବାର ଦର୍ଶକ ମାନଙ୍କୁ ଦେଖିବାକୁ ମିଳିବ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *