ହ୍ଵାଇଟ ଗର୍ଜିୟସ ଶାଢୀ ସାଙ୍ଗକୁ କେଶରେ ଗଜରା, ଭାଇରାଲ ହେଲା ହିରୋଇନ Elina Samantray ଙ୍କ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଓଲିଉଡ ର କୁଇନ ଭାବରେ ପରିଚିତ ।

ଏଲିନା ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସେ ଅନେକ ବ୍ଳକବଷ୍ଟର ଓଡ଼ିଆ ଫିଲ୍ମ ରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ର ଜବାବ ନାହିଁ ବୋଲି କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁ ହି ତୁ’ ।

ସେହି ଫିଲ୍ମ ରେ ତାଙ୍କୁ ଅଭିନେତା ଅରିନ୍ଦମ ଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରେ ଏଲିନା ଙ୍କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ । ପରେ ସେ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିଲେ । ତାଙ୍କର ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଲଭ ଷ୍ଟେସନ’, ‘ଅଭୟ’, ‘କାବୁଲା ବାରବୁଲା’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅ ଟା ବିଗିଡ଼ି ଗଲା’, ‘ଲଭ ୟୁ ହମେସା’ ଆଦି ଅନ୍ୟତମ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଲିଉଡ ହେଉ ଅଥବା ବଲିଉଡ ସମସ୍ତ କଳାକାର ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ସେହିପରି ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ନିଜ ଡ୍ୟାନ୍ସ ଓ ଲୁକ ଦ୍ଵାରା ସମସ୍ତ ଦର୍ଶକ ଙ୍କ ମନୋରଞ୍ଜନ କରୁଛନ୍ତି ।

ଏଲିନା ଙ୍କ ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଥିଲା । ଯେଉଁଥିରେ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଥିଲା । ସେ ଏକ ଧଳା ରଙ୍ଗ ର ଶାଢ଼ୀ ପିନ୍ଧିଥିଲେ ଏବଂ କେଶ ରେ ଗଜରା ଲଗାଇ ଭିନ୍ନ ହେୟାର ଷ୍ଟାଇଲ କରିଥିଲେ ।

ସେ ଏହି ଭିଡିଓ ରେ ଡ୍ୟାନ୍ସ ମଧ୍ୟ କରିଥିଲେ । ତାଙ୍କର ଏହି ଲୁକ୍ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ନିଜର ଭଲ ପାଇବା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *