TV ସିରିଏଲ ରେ ସୁନ୍ଦର ଆଉ ଷ୍ଟାଇଲିସ ଦେଖା ଯାଉଥିବା ଏହି ଅଭିନେତ୍ରୀ ମାନେ ବିନା ମେକଅପ ରେ ଦେଖା ଯାଆନ୍ତି କିଛି ଏମିତି କି ଯାହାଙ୍କୁ ଆପଣ ମଧ୍ୟ ଚିହ୍ନି ପାରିବେ ନାହିଁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଯେ ଟିଭି ସିରିଆଲ ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ବିନା ମେକଅପ ରେ କିଭଳି ଦେଖା ଯାଆନ୍ତି । ଟିଭି ସିରିଏଲ ରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମେକଅପ ଦ୍ୱାରା ବହୁତ ସୁନ୍ଦର ଦେଖା ଯାଆନ୍ତି, ସେଥିପାଇଁ ଅଭିନେତ୍ରୀ ମାନଙ୍କ ଜୀବନ ରେ ମେକଅପ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଇ ଯାଇଛି । ଯାହା ଦ୍ଵାରା ସେମାନେ ସୁନ୍ଦର ଦେଖା ଯାଆନ୍ତି।ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଟିଭି ସିରିଏଲ ର ମେକଅପ ଦ୍ଵାରା ସୁନ୍ଦର ଦେଖା ଯାଉ ଥିବା ଅଭିନେତ୍ରୀ ବିନା ମେକଅପ ରେ କିଭଳି ଦେଖା ଯାଆନ୍ତି ?

ସେମାନେ ବିନା ମେକଅପ ଦ୍ୱାରା ସେଇ ଭଳି ସୁନ୍ଦର ଦେଖା ଯାଆନ୍ତି ଅଥବା ଅସୁନ୍ଦର। ବନ୍ଧୁଗଣ ଆଜି ଆମେ କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ବିଷୟରେ ଆପଣ ମାନଙ୍କୁ କହିବୁ ଯେ, ସେମାନେ ବିନା ମେକଅପ ରେ କିଭଳି ଦେଖା ଯାଆନ୍ତି।

ପ୍ରଥମେ ଆମେ ଆପଣଙ୍କୁ କହିବା କୁ ଯାଉଛୁ ‘କୁଣ୍ଡଳୀ ଭାଗ୍ୟ’ ସିରିଆଲ ରେ ‘ସୃଷ୍ଟି’ ନାମକ ଚରିତ୍ର ରେ ଅଭିନୟ କରୁ ଥିବା ଅଭିନେତ୍ରୀ ‘ଆଞ୍ଜୁମ ଫଖି’ ଙ୍କ ବିଷୟରେ। ଏହି ଅଭିନେତ୍ରୀ ଜଣଙ୍କ ଅନ ସ୍କ୍ରିନ ରେ ମେକଅପ ଦ୍ୱାରା ବହୁତ ସୁନ୍ଦର ଦେଖା ଯାଆନ୍ତି, କିନ୍ତୁ ଅଫ ସ୍କ୍ରିନ ରେ ବିନା ମେକଅପ ଦ୍ୱାରା ତାଙ୍କ ଚେହେରା ର ସମସ୍ତ ଦାଗ ସ୍ପଷ୍ଟ ଜଣା ପଡି ଯାଏ । ତଥାପି ଏହି ଅଭିନେତ୍ରୀ ଜଣଙ୍କ ଅଫ ସ୍କ୍ରିନ ମଧ୍ୟ ସୁନ୍ଦର ଦେଖା ଯାଆନ୍ତି।

‘ନାମକରଣ’ ସିରିଆଲ ରେ ‘ଅବନୀ’ ନାମକ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ‘ଅଦିତି ରାଠୋର’ ନିଜ ସୁନ୍ଦରତା ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି। ଅନ ସ୍କ୍ରିନ ମେକଅପ ଦ୍ୱାରା ଏହି ଅଭିନେତ୍ରୀ ଜଣଙ୍କ ବହୁତ ସୁନ୍ଦର ଦେଖା ଯାନ୍ତି, କିନ୍ତୁ ଅଫ ସ୍କ୍ରିନ ବିନା ମେକଅପ ଦ୍ୱାରା ଏହି ଅଭିନେତ୍ରୀ ଙ୍କ ସୁନ୍ଦରତା କମ ଦେଖା ଯାଏ ।

‘ୟେ ହେ ମୋହବତେ’ ସିରିଆଲ ରେ ଅଭିନୟ କରୁଥିବା ‘ଦିବ୍ୟଙ୍କା ତ୍ରିପାଠୀ’ ନିଜ ଅଭିନୟ ମାଧ୍ୟମରେ ‘ଇଶିତା’ ଚରିତ୍ର ରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ ଅନ ସ୍କ୍ରିନ ମେକ ଅପ ମାଧ୍ୟମ ରେ ଯେତେ ସୁନ୍ଦର ଦେଖା ଯାଆନ୍ତି, ଅଫ ସ୍କ୍ରିନ ମଧ୍ୟ ବିନା ମେକ ଅପ ରେ ବହୁତ ସୁନ୍ଦର ଦେଖା ଯାଆନ୍ତି।କହିବା କୁ ଗଲେ ଏହି ଅଭିନେତ୍ରୀ ଜଣଙ୍କ ବିନା ମେକ ଅପ ରେ ଅଧିକ ସୁନ୍ଦର ଦେଖା ଯାଆନ୍ତି।

ଅଭିନେତ୍ରୀ ‘ହେଲି ଶାହ’ ଟିଭି ସିରିଆଲ ଜଗତ ର ଜଣେ ଅତି ପ୍ରିୟ ଅଭିନେତ୍ରୀ। ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇ ଥିବା ଏକ ଫଟୋ ରେ ଏହି ଅଭିନେତ୍ରୀ ଜଣଙ୍କ ବହୁତ ଅସୁନ୍ଦର ଦେଖା ଯାଉଥିଲେ। କୁହା ଯାଉ ଥିଲା ସେଇ ଫଟୋ ଟି ତାଙ୍କ ବିନା ମେକ ଅପ ର । କିନ୍ତୁ ପରେ ଜଣା ପଡିଲା ଯେ ସେହି ଫଟୋ ଟି ଏହି ଅଭିନେତ୍ରୀ ଜଣକ ସିରିଏଲ ରେ କରି ଥିବା ଏକ ଚରିତ୍ର ର । ବାସ୍ତବିକ ଜୀବନ ରେ ଏହି ଅଭିନେତ୍ରୀ ଜଣଙ୍କ ବହୁତ ସୁନ୍ଦର ଦେଖା ଯାଆନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କାହାର ବିନା ମେକପ ଲୁକ ସବୁଠୁ ଅଧିକ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *