ଦେଖନ୍ତୁ ତାରା, ତାରେଣୀ ଆଉ ବୀରଙ୍କ ଜବରଦସ୍ତ ଡ୍ୟାନ୍ସ ମସ୍ତି, ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ଟିଭି ସିରିଏଲ ଗୁଡିକ ମଧ୍ୟରୁ କିଛି ସିରିଏଲ ଗୁଡିକ ବହୁତ ଲୋକପ୍ରିୟତା ହାସଲ କରିଥାଏ ।

ଅନ୍ୟ ପକ୍ଷରେ କିଛି ଟିଭି ସିରିଏଲ ଗୁଡିକୁ ଲୋକ ମାନେ ଏତେ ଅଧିକ ପସନ୍ଦ କରି ନଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଟିଭି ସିରିଏଲ ବିଷୟରେ କହିବାକୁ ଯାଉଛୁ ତାହା ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ଆସାଲ କରିଛି । ବନ୍ଧୁଗଣ ସେହି ଓଡିଆ ଟିଭି ସିରିଏଲଟି ହେଉଛି ‘ତାରା ତାରେଣୀ’ ।

ଆପଣ ମାନେ ଏହି ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ବହୁତ କମ ସମୟ ମଧ୍ୟରେ ଲୋକ ମାନଙ୍କର ମନପସନ୍ଦର ସିରିଏଲ ହୋଇ ସାରିଛି । ଲୋକ ମାନେ ଏହି ସିରିଏଲଟିକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରିଛନ୍ତି । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।

ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଓ ଏମାନେ କୌଣସି ନା କୌଣସି କାରଣରୁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ସିରିଏଲରେ ଅଭିନୟ କରୁଥିବା ତାରା, ତାରେଣୀ ଓ ବୀରଙ୍କ ଅଭିନୟକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାରା ଓ ତାରେଣୀ ଏହି ସିରିଏଲରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

ବର୍ତ୍ତମାନ ଏହି ତିନି ଜଣଙ୍କର ଏକ ଡ୍ୟାନ୍ସ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଗତ କିଛି ସମୟ ହେବ ଏହି ତିନି ଜଣଙ୍କର କିଛି ଡ୍ୟାନ୍ସ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଲୋକ ମାନେ ଏହି ଭି-ଡି-ଓକୁ ଦେଖି ବହୁତ ଏଞ୍ଜୋଏ କରୁଛନ୍ତି । ଭି-ଡି-ଓରେ ଏହି ତିନିଜଣ ଡ୍ୟାନ୍ସ ଓ ମସ୍ତି କରୁଥିବାର ନଜର ଆସୁଛନ୍ତି ।

ସୋ-ସି-ଆ-ଲ ମି-ଡି-ଆରେ ଏହି ଭି-ଡି-ଓଟି ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତାରା ତାରେଣୀ ସିରିଏଲରେ ଏହି ତିନି ଜଣଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *