ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତା ମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିବା ସହ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା କାଳ ଚାଲିଛି ଓ ଏହି କରୋନା କାଳ ସମୟରେ କେତେକ କଳାକାର ମାନେ ସୋସିଆଲ ମିଡିଆ ଦ୍ଵାରା ନିଜ ଫ୍ୟାନ୍ସ ମାନଙ୍କର ମନୋରଞ୍ଜନ କରାଉଛନ୍ତି । ନିଜ ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ ପାଇଁ ଓଡିଆ ଅଭିନେତା ଦୀପକ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।
ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିବା ସହ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଦୀପକ ହେଉଛନ୍ତି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତା । ସେ ଅନେକ ସୁପର ହିଟ ଓଡିଆ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ସେଥିପାଇଁ ସେ ଆଇବା ଦିନରୁ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋସ ସେୟାର କରନ୍ତି ।
ଗତ କିଛି ଦିନ ହେବ ଦୀପକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ସେ ନିଜ ପତ୍ନୀଙ୍କ ସହ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ବହୁତ ମାତ୍ରାରେ ସେୟାର କରିଛନ୍ତି । ବନ୍ଧୁଗଣ ଦୀପକ ଓ ତାଙ୍କ ପତ୍ନୀ ଏହି ଭିଡିଓରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ଦୀପକ ଓ ତାଙ୍କ ପତ୍ନୀ ଏକ ନାଲି ରଙ୍ଗର ଡ୍ରେସ ପିନ୍ଧି ନଜର ଆସୁଛନ୍ତି । ଭିଡିଓରେ ଦୁଇଜଣ ଖୁସିରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ତାଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଦୀପକଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ