ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନା ସେ ହିରୋ , ନା ଇଞ୍ଜିନିଅର ସେ ହେଉଛନ୍ତି କେବଳ ମୋର ରୋମାଣ୍ଟିକ ବର । ତେବେ ହଁ ବନ୍ଧୁଗଣ ଯାତ୍ରା ସ୍ଵର୍ଣ୍ଣ ମହଲର ଯାତ୍ରା ଅଭିନେତ୍ରୀ କାବେରୀ ପାଢିଙ୍କ ସହିତ ଗଣ ମାଧମର ହୋଇଥିବା କିଛି ମିଠା ମିଠା କଥା କଥା ଚାଲନ୍ତୁ ଆଲୋଚନା କରିବା । ତେବେ ଯାତ୍ରା ଅଭିନେତ୍ରୀ କାବେରୀଙ୍କ କହିବା ଅନୁସାରେ ଯାତ୍ରାରେ ଅଭିନୟ କରିବା ପାଇଁ ଘରେ କେହି ରାଜି ନଥିଲେ ।
ଘରେ ମୋର ବାପା, ମଆ ଓ ଆମେ ୬ ଭଉଣୀ ଥିଲୁ । ହେଲେ ମୁଁ ଲୁଚିକି ଆସି ଯାତ୍ରାରେ ଅଭିନୟ କରୁ କରୁ ଆଜି ପର୍ଯ୍ୟନ୍ତ ଯାତ୍ରା ଲାଇନରେ ରହିଯାଇଛି । ତେବେ କାବେରୀ ପାଢିଙ୍କର ପ୍ରେମ ବିବାହ ହୋଇଛି । ତେବେ କାବେରୀଙ୍କ କହିବା ଆଧାରରେ ମୋ ଯାତ୍ରା ଅଭିନୟ ଦେଖିବା ସମୟରେ ହିଁ ମୋ ସ୍ଵାମୀଙ୍କର ମୋ ପ୍ରତି ସେତେବେଳୁ ପ୍ରେମ ସୃଷ୍ଟି ହୋଇଯାଇଥିଲା । ତେବେ ସେହି ଯାତ୍ରାର ନାମ ଥିଲା ଶହେ ମାନସିକ ତୋରି ପାଇଁ ।
ସେବେଠାରୁ ସେ ମୋତେ ପାଇବା ପାଇଁ ମାନସିକ କରି କରି ମୋତେ ବହୁତ ଫୋଲୋ କରିଥିଲେ । ସେବେଠାରୁ ମୋତେ ସେ ଫୋଲୋ କରି କରି ଥରେ ସୁଯୋଗ ଦେଖି ମୋତେ ଗିଫ୍ଟ ଦେଇ ପ୍ରୋପୋଜ କରିଥିଲେ । ତାପରେ ମୁଁ ମଧ୍ୟ ତାଙ୍କ ପ୍ରେମ ପ୍ରସ୍ତାବରେ ରାଜି ହୋଯାଇଥିଲି । ସେହି ଠାରୁ ଆମ ପ୍ରେମର ଧାଡି ଆରମ୍ଭ ହୋଇଯାଇଥିଲା । ତାପରେ ଆମର ବିବାହ ହୋଇଥିଲା । ତେବେ ମୋ ସ୍ଵାମୀ ଏହି ଯାତ୍ରା ଲାଇନର ଲୋକ ଆଗରୁ ନଥିଲେ ।
ହେଲେ ମୋ ପାଇଁ ଆଜି ଯାତ୍ରା ଲାଇନରେ ରହିକି ଯାତ୍ରା ମାନେଜର ହୋଇଯାଇଛନ୍ତି । ତେବେ କାବେରୀଙ୍କର କହିବା ଅନୁସାରେ ମୋ ଶାଶୁ ଘରେ ସମସ୍ତେ ବହୁତ ଭଲ ଓ ସ୍ନେହୀ । ଯଦି ସେପରି କହିବାକୁ ଜିବି । ତେବେ ମୋ ଶାଶୁ ଘରେ ମୋ ଶାଶୁ ମୋର ବହୁତ ହିଁ ପ୍ରିୟ । ସେ ପ୍ରଥମେ ପ୍ରଥମେ ମୋତେ କିଛି ଭୁଲ କରିଲେ । ଗାଳି ଦେଉଥିଲେ । ଏବେ କିନ୍ତୁ ମୁଁ ତାଙ୍କର ପୁରା ସୁନା ବୋହୁ ହୋଇଯାଇଛି ।
ତେବେ କାବେରୀ ପାଢୀଙ୍କ ଯାତ୍ରାର ଅଭିନୟ ଯାଦୁଗରୀ ଏହିପରି ଜାରୀ ରହୁ ବୋଲି ଆମର କାମନା ରହୁଛି । ତେବେ ଏହିପରି ଭାବରେ ଭଲ ଭଲ ଯାତ୍ରା ମାଧ୍ୟମରେ ନିଜର ଅଭିନୟର ଜଲ୍ବା ଦେଖାଇ ସମସ୍ତ ଯାତ୍ରା ଦର୍ଶକଙ୍କର ମନୋରଞ୍ଜନ କରି ଲୋକପ୍ରିୟତା ହାସଲ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ