ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦର୍ଶକ ମାନଙ୍କ ଅତୁଟ ଭଲ ପାଇବା ଯୋଗୁ ମୁଁ ଆଜି ସିଦ୍ଧାନ୍ତ ମହାପାତ୍ର ହୋଇପାରିଛି । ତେବେ ଓଡିଆ କଳାକାର ତଥା ଓଡିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏକ ଗଣ ମାଧ୍ୟମ ଆଗରେ ନିଜର ବ୍ୟକ୍ତିଗତ ତଥା କାମକୁ ନେଇ କିଛି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ବହୁତ ଲୋକଙ୍କର ସିଦ୍ଧାନ୍ତ ମହାପାତ୍ର ଓ ତାଙ୍କ ଧର୍ମପତ୍ନୀଙ୍କୁ ବଡ ପରଦାରେ ଦେଖିବାକୁ ଇଛା ରହିଛି ।

ତେବେ ଏପରି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସିଦ୍ଧାନ୍ତ ମହାପାତ୍ର କହିଥିଲେ । ନିହାତି ଭାବରେ ଆଗାମୀ ସମୟରେ ହୁଏତ ମାମା ଓ ଆଉ ମୋତେ ଦର୍ଶକ ବଡ ପରଦାରେ ଦେଖିବାକୁ ମିଳିପାରେ । ହେଲେ ଯେତେବେଳେ ମାମା ଟିକେ ସଂସାର ଜଞ୍ଜାଳ ମଧ୍ୟରୁ ବାହାରିଯିବେ । ସେତେବେଳେ ହୁଏତ ପୁଣି ଥରେ ମାମା ଆଉ ସିଦ୍ଧାନ୍ତ ମହାପାତ୍ରଙ୍କର ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କର ଗଣ ମାଧ୍ୟମରେ କହିଛନ୍ତି ।
ସମସ୍ତେ ଯଦି ଉତ୍ତମ ବୁଝାମଣା ସହ ସବୁଥିରେ ଖାପ ଖୁଆଇ ଚଳିବା ଶିଖିଯିବେ । ତେବେ ସବୁ ସମ୍ପର୍କ ଭିତରେ ବହୁତ ଭଲ ଏକ ସମ୍ପର୍କ ଗଢି ଉଠିବ । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କୁ ନିଜର ୨୦୨୩ ବର୍ଷର ସିଦ୍ଧାନ୍ତ ବିଷୟରେ ଗଣ ମାଧ୍ୟମ ଆଗରେ ମତ ରଖିବା ପାଇଁ କୁହାଯାଇଥିଲା । ସେତେବେଳେ ସିଦ୍ଧାନ୍ତ ମହାପାତ୍ର କହିଥିଲେ । ଯେ ମୁଁ ଯେମିତି ଥିଲି, ସେମିତି ହିଁ ଏହି ବର୍ଷ ରହିବାକୁ ଚାହିଁଥାଏ । ଆଉ ଆଶା କରୁଛି ଆଗାମୀ ବର୍ଷ ଗୁଡିକରେ ମଧ୍ୟ ଏହିଭଳି ସବୁ ଦିନ ହୋଇ ରହିବାକୁ ଚାହେଁ ।
ଓଡିଶାର ବହୁ ବିଶିଷ୍ଠ କଳାକାର ମାନଙ୍କର ହଟାତ ଭାବରେ ଏପରି ଦେହାନ୍ତ ହୋଇଯିବା ବା ଓଡିଶା ସିନେ ଜଗତରେ କେତେ ଗୁଡିଏ ଅପୂରଣୀୟ କ୍ଷତି ଘଟୁଛି । ତେବେ ଏହାକୁ ନେଇ ସିଦ୍ଧାନ୍ତ ମହାପାତ୍ରଙ୍କୁ ଯେତେ ପ୍ରଶ୍ନ କରଯାଇଥିଲା । ସେତେବେଳେ ସିଦ୍ଧାନ୍ତ ମହାପାତ୍ର କହିଥିଲେ । ଏହା କି ଯେ ମନୁଷ୍ୟ ଆସିବା ଯିବା ଏ ସବୁ ବିଧିର ନିୟତି ହୋଇଥାଏ । ତେବେ ଯେଉଁ ମାନଙ୍କର କୌଣସି ସ୍ଵାସ୍ଥବସ୍ତା ଖରାପ ଯୋଗୁ କିମ୍ବା କିଛି ଦୁର୍ଘଟଣା ଯୋଗୁ କ୍ଷତି ଘଟୁଛି ।

ତେବେ ସେଥିପାଇଁ ବହୁତ ଦୁଃଖ ତ ନିଶ୍ଚୟ ଲାଗିଥାଏ । କାରଣ ହୁଏତ ସେହି ସବୁ ବରିଷ୍ଠ କଳାକାର ଥିଲେ । ତାଙ୍କ ଠାରୁ ଏବେକାର ନୂଆ ଜେନେରେସନର ପିଲା ମାନେ ବହୁତ କିଛି ଶିଖିବାକୁ ପାଇଥାନ୍ତେ । ତେବେ ଏହିପରି କିଛି ବହୁ ମୂଲ୍ୟ ମନ୍ତବ୍ୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

