ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୫୬ ବର୍ଷ ବୟସ ରେ ପୁଣିଥରେ ବର ସାଜିଲେ ପ୍ରକାଶ ରାଜ୍ । ନିଜ ପୁଅ ର ଖୁସି ପାଇଁ ଆଉଥରେ କରିଲେ ବିବାହ । ଚର୍ଚ୍ଚା ରେ ଏବେ ଅଛି ପ୍ରକାଶ ରାଜ୍ ଙ୍କ ଟ୍ୱିଟ । ବିବାହ ବାର୍ଷିକୀ ଅବସର ରେ ଏମିତି କିଛି ଫଟୋ ଛାଡ଼ି ଯାହା ଲେଖିଛନ୍ତି ଅଭିନେତା ପ୍ରକାଶ ରାଜ୍ ତାହା ତାଙ୍କ ଫାନ୍ସ ମାନଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଦେବ । କିନ୍ତୁ ସମ୍ପୂର୍ଣ୍ଣ କାହାଣୀ ଜାଣିବା ପରେ ଆଶ୍ୱସ୍ତ ହୋଇଯିବେ ଯେ, ସେ ପୁଣିଥରେ ବିବାହ ହେବା କୁ ନେଇ ସୂଚନା ଦେବା କଥା ସତ ।
କିନ୍ତୁ ତାଙ୍କର ବିବାହ ଅନ୍ୟ କାହା ସହିତ ନୁହେଁ ବରଂ ନିଜ ପତ୍ନୀ ପୋନି ବର୍ମା ଙ୍କୁ ସେ ପୁଣିଥରେ ବିବାହ କରୁଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ନିଜର ବିବାହ ବାର୍ଷିକୀ ରେ ଫାନ୍ସ ମାନଙ୍କୁ ଚମକାଇ ଦେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ପ୍ରକାଶ ରାଜ୍ । ପୁଣିଥରେ ବାହା ହୋଇଥିବା ନେଇ ଟ୍ୱିଟର ମାଧ୍ୟମରେ ଦେଲେ ସୂଚନା ।
ଅଗଷ୍ଟ ମାସ ୨୪ ତାରିଖ ଅର୍ଥାତ ଗତକାଲି ପ୍ରକାଶ ରାଜ୍ ଏବଂ ତାଙ୍କ ପତ୍ନୀ ପୋନି ବର୍ମା ଙ୍କ ବିବାହ ବାର୍ଷିକୀ ଥିଲା । ଏହି ସମୟରେ ଘରେ ଖୁସି ର ମାହୋଲ ଥିଲା । ଠିକ ସେହି ସମୟରେ ପ୍ରକାଶ ରାଜ୍ ଙ୍କ ପୁଅ ବେଦାନ୍ତ କହିଲେ ଯେ, ନିଜ ବାପା ଓ ମାଆ ଙ୍କ ବାହାଘର ସେ ଦେଖି ନାହାନ୍ତି । ତେଣୁ ସେ ନିଜ ପିତାମାତା ଙ୍କ ବିବାହ ଦେଖିବାକୁ ଚାହୁଁଛନ୍ତି । ପୁଅର କଥା ରଖିବାକୁ ଯାଇ ହୋଇଥିଲା ମିଛିମିଛିକା ବାହାଘର ।
କୌତୁହଳ ରେ ଏହି ସ-ମ୍ବ-ନ୍ଧ-ରେ ଟ୍ୱି-ଟ-ର ରେ ସୂଚନା ପ୍ରଦାନ କରିଥିଲେ ପ୍ରକାଶ ରାଜ୍ । ଯାହାର ସମ୍ପୂର୍ଣ୍ଣ ସୂଚନା ପାଇବା ପରେ ପ୍ରକାଶ ରାଜ୍ ଙ୍କ ଫାନ୍ସ ମାନେ ବହୁତ ଖୁସି ହୋଇଛନ୍ତି ଏବଂ ତାଙ୍କୁ ଓ ତାଙ୍କ ପତ୍ନୀ ଙ୍କୁ ବିବାହ ବାର୍ଷିକୀ ର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତା ପ୍ରକାଶ ରାଜ୍ ଏବଂ ତାଙ୍କ ପତ୍ନୀ ପୋନି ବର୍ମା କିପରି ଲାଗନ୍ତି ଆମକୁ ନିଶ୍ଚିତ ଭାବରେ ଜଣାଇବେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ