Cake କାଟୁଥିବା ସମୟରେ Shraddha Kapoor ଙ୍କୁ ନିଜର ହଟ ଡ୍ରେସ ପାଇଁ ସମସ୍ତଙ୍କ ସାମ୍ନା ରେ ହେବାକୁ ପଡିଲା ବେଜିତ, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ, ସାଧାରଣତଃ ଏହି ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓ ଗୁଡିକ ହେଉଛି ବଲିଉଡର ଫେମସ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର । ବର୍ତ୍ତମାନ ସୋସିଆଲ ମିଡିଆ ରେ ଶ୍ରଦ୍ଧା ବହୁତ ଚର୍ଚାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


୧. ବନ୍ଧୁଗଣ ଏହି କିଛି ଦିନ ତଳେ ଶ୍ରଦ୍ଧା ଏକ ଇଭେଣ୍ଟରେ କେକ କାଟୁଥିବାର ନଜର ଆସିଥିଲେ । ସେହି ଭିଡିଓରେ ଶ୍ରଦ୍ଧା ଏକ ହଳଦିଆ ରଙ୍ଗର ସର୍ଟ ଡ୍ରେସ ପିନ୍ଧିଛନ୍ତି । ସେହି ଡ୍ରେସ ପିନ୍ଧି ଶ୍ରଦ୍ଧା ଠିକ ଭାବରେ ତଳକୁ ନଇଁ ପାରୁ ନାହାନ୍ତି, ସେ ନିଜର କ୍ଲିଭେଜକୁ ଲୁଚାଇବା ପାଇଁ ନିଜ ହାତର ସାହାରା ନେଉଛନ୍ତି । ବନ୍ଧୁଗଣ ଏହି ଭିଡିଓ ପାଇଁ ଶ୍ରଦ୍ଧା ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଛନ୍ତି ।


୨. ବନ୍ଧୁଗଣ ଏହି କିଛି ଦିନ ତଳେ ଶ୍ରଦ୍ଧା ଏକ ଫଟୋ ସୁଟରେ ଏକ କଳା ରଙ୍ଗର ବୋଲ୍ଟ ଡ୍ରେସରେ ନଜର ଆସିଥିଲେ । ଶ୍ରଦ୍ଧା ସେହି ଡ୍ରେସ ପାଇଁ ମଧ୍ୟ ବହୁତ ମାତ୍ରାରେ ଟ୍ରୋଲ ହୋଇଛନ୍ତି । କାରଣ ପ୍ରଥମେ ସେହି ପରିକା ଡ୍ରେସରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନଜର ଆସିଥିଲେ । ହେଲେ ପରେ ଶ୍ରଦ୍ଧା କପୁର ସେହି ଡ୍ରେସରେ ଫଟୋ ସୁଟ କରିଥିଲେ । ସେହି ଡ୍ରେସ ପିନ୍ଧି ଶ୍ରଦ୍ଧା ବହୁତ ଅଧିକ ସେକ୍ସି ନଜର ଆସୁଛନ୍ତି ।

୩. ଥରେ ଶ୍ରଦ୍ଧା ଏୟାରପୋର୍ଟରୁ ଆସୁଥିବା ସମୟରେ ଏକ ଡ୍ରେସ ପିନ୍ଧିଥିଲେ, ସେହି ସମୟରେ ଫ୍ୟାନ୍ସ ମାନେ ତାଙ୍କୁ ବଟରଫ୍ଲାଏ କହିଦେଇଥିଲେ, କାରଣ ସେହି ଡ୍ରେସରେ ଶ୍ରଦ୍ଧା ବହୁତ ଅଲଗା ନଜର ଆସୁଥିଲେ । ବନ୍ଧୁଗଣ ଏହି ଡ୍ରେସ ପାଇଁ ମଧ୍ୟ ଶ୍ରଦ୍ଧାଙ୍କୁ ବହୁତ ଅଧିକ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଥିଲା ।


୪. ଶ୍ରଦ୍ଧା ପ୍ରାୟତଃ ନିଜ ରିଭିଲିଙ୍ଗ ଡ୍ରେସ ପାଇଁ ବହୁତ ସ୍ଥାନରେ ଲଜ୍ଜିତ ହୋଇଛନ୍ତି । ବନ୍ଧୁଗଣ ଗୋଟେ ଇଭେଣ୍ଟ ପାଇଁ ଥରେ ଶ୍ରଦ୍ଧା ପାକିସ୍ତାନ ଯାଇଥିଲେ । ସେହି ସ୍ଥାନରେ ଶ୍ରଦ୍ଧା ବହୁତ ଅଧିକ ଛୋଟ ଓ ବୋଲ୍ଡ ଡ୍ରେସ ପିନ୍ଧି ଥିଲେ । ଯାହା ଫଳରେ ପାକିସ୍ତାନରେ ବହୁତ ବିବାଦ ହୋଇଯାଇଥିଲା । ଏହା ପରେ ଫଟୋସପ୍ ଦ୍ଵାରା ଶ୍ରଦ୍ଧାଙ୍କ ଫଟୋକୁ ଏଡିଟ କରାଯାଇଥିଲା । ହେଲେ ସେହି ସ୍ଥାନରେ ଶ୍ରଦ୍ଧାଙ୍କୁ ବହୁତ ଅଧିକ ଲଜ୍ଜିତ ହେବାକୁ ପଡିଥିଲା ଓ ଫ୍ୟାନ୍ସ ମାନେ ଶ୍ରଦ୍ଧାଙ୍କୁ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଟ୍ରୋଲ କରିଥିଲେ । ଶ୍ରଦ୍ଧା ନିଜର ବୋଲ୍ଟ ଲୁକ୍ ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ଓ ଟ୍ରୋଲିଙ୍ଗ ଶିକାର ହେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *