ଫେମସ ଓଡିଆ ଅଭିନେତା Buddhaditya ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ହେଉଛନ୍ତି ବୁଦ୍ଧଦିତ୍ୟ ମହାନ୍ତି । ଆପଣ ମାନେ ସମସ୍ତେ ବୁଦ୍ଧାଦିତ୍ୟଙ୍କର ବହୁତ ଓଡିଆ ଫିଲ୍ମ ଦେଖିଥିବେ । ବୁଦ୍ଧଦିତ୍ୟ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବୁଦ୍ଧଦିତ୍ୟଙ୍କ ଷ୍ଟାଇଲ ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ବୁଦ୍ଧଦିତ୍ୟଙ୍କ ପରିବାର ଓ ଜୀବନୀ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବୁଦ୍ଧାଦିତ୍ୟଙ୍କ ପରିବାର ଓ ଜୀବନୀ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଲିଉଡ ଷ୍ଟାର ବୁଦ୍ଧଦିତ୍ୟଙ୍କ ବିଷୟରେ ।

ବନ୍ଧୁଗଣ ବୁଦ୍ଧଦିତ୍ୟଙ୍କ ଘର ହେଉଛି କଟକରେ ସେ ନିଜ ପରିବାର ଲୋକଙ୍କ ସହ କଟକରେ ରୁହନ୍ତି । ତାଙ୍କ ଘରେ ତାଙ୍କର ମା, ବାପା ଓ ତାଙ୍କ ଭଉଣୀ ଅଛନ୍ତି । ସେ ପ୍ରଥମେ ୨୦୦୭ ମସିହାରେ ନିଜ ଅଭିନୟ କାରିୟରକୁ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଆଇ ଲଭ ମାଇ ଇଣ୍ଡିଆ’ ।

ପିଲା ଦିନରୁ ବୁଦ୍ଧଦିତ୍ୟଙ୍କୁ ଅଭିନୟ ଓ ନାଟକରେ ବହୁତ ରୁଚି ଥିଲା ସେଥିପାଇଁ ସେ ୨୦୦୭ ମସିହାରେ ନିଜର ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହାପରେ ସେ ନିଜର ଦୁତୀୟ ଫିଲ୍ମ ‘ନନ୍ଦିନୀ ଆଇ ଲଭ ୟୁ’ରେ ମୁଖ୍ୟ ଅଭିନେତାର ଭୂମିକା ପଦର୍ଶନ କରିଥିଲେ । ତାଙ୍କର ଏହି ଫିଲ୍ମଟି ୨୦୦୮ ମସିହାରେ ରିଲିଜ ହୋଇଥିଲା ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା ।

ଦର୍ଶକ ମାନେ ହି ଫିଲ୍ମକୁ ବହୁତ ଅଧିକ ପସନ୍ଦ କରିଥିଲେ । ଏହାପରେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରେମ ରୋଗୀ, ପାଗଳ କରିଛି ପାଊଁଛି ତୋର ଏବଂ ବାଏ ବାଏ ଦୁବାଇ ଆଦି ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହା ବ୍ଯତୀତ ସେ ହିନ୍ଦୀ ଟେଲିଭିଜନର କେତେକ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

ବୁଦ୍ଧଦିତ୍ୟ ନିଜ ଅଭିନୟ ପାଇଁ କେତେକ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଓଡିଆ ଫିଲ୍ମ ଜଗତରେ ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ବହୁତ କମ ଦିନ ମଧ୍ୟରେ ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *