ଗୋଟିଏ ଗୀତ ଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି Bollywood ର ଏହି 7 ଜଣ Singer, ନମ୍ବର 7 ଫିମେଲ Singer ତ ସବୁଠୁ ଅଧିକ ମହଙ୍ଗା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ ଗୀତ ଗାଉଥିବା ଏହି ସମସ୍ତ ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି ସିଙ୍ଗର ମାନେ ସୋସିଆଲ ମିଡିଆରେ ନିଜ ଗୀତ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ସିଙ୍ଗର ମାନେ ଯେତେବେଳେ ବଲିଉଡରେ ସଫଳତା ହାସଲ କରିଥାନ୍ତି ସେତେବେଳେ ଏମାନଙ୍କର ଡିମାଣ୍ଡ ବହୁତ ଅଧିକ ବଢିଯାଇଥାଏ । ଯାହାଫଳରେ ଏମାନେ ଗୋଟେ ଗୀତ ଗାଇବା ପାଇଁ ବହୁତ ଅଧିକ ଟଙ୍କା ଚାର୍ଜ କରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ପ୍ରସିଦ୍ଧ ସିଙ୍ଗର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଗୋଟେ ଗୀତ ପାଇଁ ହାଇ ଡିମାଣ୍ଡ ଚାର୍ଜ ନେଇଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସିଙ୍ଗର ମାନଙ୍କ ବିଷୟରେ ।


ନୀତି ମୋହନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ନୀତି ମୋହନ । ବନ୍ଧୁଗଣ ନୀତି ହେଉଛନ୍ତି ବଲିଉଡର ଜଣେ ପ୍ରସିଦ୍ଧ ସିଙ୍ଗର । ସେ ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଈ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ନୀତି ଗୋଟେ ଗୀତ ଗାଇବା ପାଇଁ ୪ ରୁ ୫ ଲକ୍ଷ ଟଙ୍କା ନିଅନ୍ତି ।


ଅଙ୍କିତ ତିବାରି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ସିଙ୍ଗର ଅଙ୍କିତ ତିବାରି । ଅଙ୍କିତ ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ଗୀତ ଗାଇଛନ୍ତି ସେ ସମସ୍ତ ଗୀତ ବହୁତ ଲୋକପ୍ରିୟତା ହାସଲ କରିଛି । ଅଙ୍କିତ ଗୋଟେ ଗୀତ ଗାଇବା ପାଇଁ ୫ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।

ବେନି ଦୟାଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବେନି ଦୟାଲ । ବେନି ହେଉଛନ୍ତି ବଲିଉଡର ଜଣେ ପ୍ରସିଦ୍ଧ ସିଙ୍ଗର । ତାଙ୍କ ଗୀତକୁ ଶୁଣିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବେନି ଗୋଟେ ଗୀତ ଗାଇବା ପାଇଁ ୬ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।

ନେହା କକ୍କଡ-ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ନେହା କକ୍କଡ । ନେହା ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ନେହା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସଫଳତା ପାଇଛନ୍ତି । ନେହା ଗୋଟେ ଗୀତ ପାଇଁ ୮ ରୁ ୧୦ ଲକ୍ଷ ଟଙ୍କାର ଡିମାଣ୍ଡ କରନ୍ତି ।


ଆତିଫ ଅସଲମ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଭାରତର ଲୋକପ୍ରିୟ ସିଙ୍ଗର ଆତିଫ ଅସଲମ । ବନ୍ଧୁଗଣ ଭାରତ ଓ ପାକିସ୍ତାନର ବିବାଦ ହେତୁ ଆତିଫ ବର୍ତ୍ତମାନ ବଲିଉଡରେ ବହୁତ କମ ଗୀତ ଗାଉଛନ୍ତି ହେଲେ ସେ ଗୋଟେ ଗୀତ ପାଇଁ ୯ ଲକ୍ଷ ଟଙ୍କା ଡିମାଣ୍ଡ କରନ୍ତି ।


ଅରିଜିତ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ସିଙ୍ଗର ଅରିଜିତ ସିଂହ । ଯୁବ ପିଢୀ ମାନେ ଅରିଜିତଙ୍କ ଗୀତ ଶୁଣିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ଅରିଜିତ ଗୋଟେ ଗୀତ ପ୍ରତି ୧୩ ଲକ୍ଷ ଟଙ୍କାର ଡିମାଣ୍ଡ କରନ୍ତି ।

ଶ୍ରେୟା ଘୋଷାଲ – ନୂଆ ଜେନେରେସନ ର ସିଙ୍ଗର ମାନଙ୍କ ମଧ୍ୟରେ ଶ୍ରେୟା ଘୋଷାଲଙ୍କର ସ୍ୱର ସବୁଠାରୁ ଅଧିକ ମଧୁର ଅଟେ । ସେ ହାଇ କ୍ଵାଲିଟି ର ଗୀତ ଗାଇବା ପାଇଁ ବେଶ ଜଣାଶୁଣା । ଏହି କାରଣରୁ ସେ ବଲିଉଡର ଅନ୍ୟ ସମସ୍ତ ସିଙ୍ଗରଙ୍କ ଅପେକ୍ଷା ଅଧିକ ଚାର୍ଜ କରନ୍ତି । ଶ୍ରେୟା ଘୋଷାଲ ଗୋଟିଏ ଗୀତ ଗାଇବା ପାଇଁ 18 ରୁ 20 ଲକ୍ଷ ଟଙ୍କା ନେଇଥାନ୍ତି । ସେ ବଲିଉଡର ସବୁଠାରୁ ଦାମୀ ସିଙ୍ଗର ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *