Amitabh Bacchan ଙ୍କ ଠାରୁ ଆରମ୍ଭ କରି Hema Malini ପର୍ଯ୍ୟନ୍ତ Bollywood ର ଏହି 5 ଷ୍ଟାର ମୃତ୍ୟୁ କୁ ଛୁଇଁ ପୁଣି ଏମିତି ଫେରି ଆସିଥିଲେ, ନଂ 1 ଦେହରେ ପଡିଥିଲା 100 ଷ୍ଟିଚ

ନମସ୍କାର ବନ୍ଧୁଗଣ ହିନ୍ଦୀ ସିନେମାରେ କଳାକାର ମାନେ କେତେବେଳେ ସୁ-ଟି-ଙ୍ଗ ସମୟରେ ଘା-ୟ-ଲ ହେବା କିମ୍ବା ରାସ୍ତା ରେ ଆକ୍ସିଡେଣ୍ଟ କିମ୍ବା କୌଣସି ଭୟାନକ ରୋଗ ରୁ ଅର୍ଥାତ ମୃତ୍ୟୁ ମୁଖରୁ ବଂଚିକରି ଆସିଛନ୍ତି ।

ଯେତେବେଳେ ସିନେମା ସୁଟିଂ କରାଯାଏ ସେତେବେଳେ ବହୁତ ସତର୍କ ରହିବାକୁ ପଡ଼ିଥାଏ ଏବଂ ବହୁତ ଧ୍ୟାନ ର ସହ ସବୁ କରିବାକୁ ପଡେ । ତେବେ ଆଜି ଆମେ ଆପଣଙ୍କୁ ସେଭଳି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯିଏ କି ମୃତ୍ୟୁ ମୁଖରୁ ବଂଚିକି ଆସିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତା ସେଫ ଅଲ୍ଲୀ ଖାନ । କୁହାଯାଏ କି କ୍ୟା କହନା ସୁ-ଟିଂ ସମୟରେ ତାଙ୍କ ମୁଣ୍ଡରେ ଏକ ପଥର ବାଜିଥିଲା ଏବଂ ସେ ବହୁତ ଘା-ୟ-ଲ ମଧ୍ୟ ହୋଇଥିଲେ ତେବେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ଏବଂ ଶହେ ଟା ଷ୍ଟି-ଚ ପରେ ସେ ସୁରକ୍ଷିତ ଘରକୁ ଆସିଥିଲେ ।

୨- ଦ୍ଵିତୀୟ କଳାକାର ହେଉଛନ୍ତି ଅମିତାଵ ଵଚନ । ବଲିଉଡ ର ସବୁଠାରୁ ବଡ଼ ଅଭିନେତା ରୂପେ ପରିଚିତ ଅମିତାଭ ନିଜର ସିନେମା କୁଲି ର ଏକ ଫାଇଟିଂ ସିନ ର ସୁ-ଟିଂ ସମୟରେ ସେ ବହୁତ ଖରାପ ଭାବରେ ଘା-ୟ-ଲ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ମୃ-ତ୍ୟୁ ମୁଖରୁ ବଂଚି ଆସିଥିଲେ ।

୩- ତୃତୀୟ କଳାକାର ହେଉଛନ୍ତି ଅନୁ ଅଗ୍ରୱାଲ । ଆଶିକି ସିନେମା ରୁ ପରିଚିତ ଏବଂ ଲୋକପ୍ରିୟ ହାସଲ କରିଥିବା ଅଭିନେତ୍ରୀ ରାତାରାତି ସୁପର ଷ୍ଟାର ହୋଇ ଯାଇଥିଲେ କିନ୍ତୁ କିଛି ଦିନ ପରେ ତାଙ୍କର ଏକ ଭୀଷଣ କାର ଆ-କ୍ସି-ଡେ-ଣ୍ଟ ହୋଇଥିଲା ଯାହା ଯୋଗୁଁ ତାଙ୍କ ମୁହଁ ପୁରାପୁରି ଖରାପ ହୋଇଯାଇଥିଲା । ଏହା ପରେ ସେ ବଲିଉଡ ଠାରୁ ଦୁରତା ରଖି ଦେଇଥିଲେ ।

୪- ଚତୁର୍ଥ କଳାକାର ହେଉଛନ୍ତି ପ୍ରୀତି ଜିନ୍ଟା । ଡିମ୍ପଲ ଗାର୍ଲ ଭାବେ ପରିଚିତ ପ୍ରୀତି ଜିନ୍ଟା ବଲିଉଡ ର ଜଣେ ଜଣାଶୁଣା ଏବଂ ଲୋକ ପ୍ରିୟ ଅଭିନେତ୍ରୀ ତେବେ ସିଏ ଦୁଇ ଦୁଇ ଥର ମୃ-ତ୍ୟୁ ମୁଖରୁ ବଂଚି ଆସୁଛନ୍ତି । ଥରେ ନିଜର ଶୋ ପାଇଁ କୋଲମ୍ବେ ଯାଇଥିଲେ ସେଠାରେ ଏକ ବସ ଧ-ମା-କା ହୋଇଥିଲା ଯେଉଁଠାରୁ ସେ ବଂଚି ଯାଇଥିଲେ ଏବଂ ପରେ ନିଜର ଛୁଟି ବିତେଇବାକୁ ଥାଇଲାଣ୍ଡ ଯାଇଥିଲେ କିନ୍ତୁ ସେଠାରେ ସୁ-ନା-ମି ଆସି ଯାଇଥିଲା ଏବଂ ସେ ସେଠାରୁ ମଧ୍ୟ ବଂଚି ଯାଇଥିଲେ ।

୫- ପଞ୍ଚମ କଳାକାର ହେଉଛନ୍ତି ହେମା ମାଳିନୀ । ବଲିଉଡ ର ଡ୍ରିମ ଗାର୍ଲ ଭାବେ ପରିଚିତ ହେମା ମାଳିନୀ ମଥୁରାରୁ ଆସିବା ସମୟରେ ଏକ ଭ-ୟ-ଙ୍କ-ର କାର ଆ-କ୍ସି-ଡେ-ଣ୍ଟ ହୋଇଥିଲା ଏବଂ ତାଙ୍କ ମୁଣ୍ଡରେ ଶକ୍ତ ଆ-ଘା-ତ ମଧ୍ୟ ହୋଇଥିଲା କିନ୍ତୁ ସେ ବଂଚି ଯାଇଥିଲେ ଯେବେକି ଦୁଇ ବର୍ଷ ର ଏକ ଶିଶୁ ର ସେହିଠାରେ ହିଁ ମୃ-ତ୍ୟୁ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *