ବିବାହ ପରେ ଶାଶୁ ଘରେ କେମିତି ଅଛନ୍ତି Pragyan ଙ୍କ ସ୍ତ୍ରୀ Sunanda ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରଜ୍ଞାନ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ପ୍ରଜ୍ଞାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରଜ୍ଞାନ ଅନେକ ଦିଗଜ ଅଭିନେତା ମାନଙ୍କ ସହ କାମ କରିଛନ୍ତି ।


ହେଲେ ବନ୍ଧୁଗଣ ଗତ କିଛି ଦିନ ହେବ ପ୍ରଜ୍ଞାନ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ତାଙ୍କ ବିବାହ ସମୟର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ ପ୍ରଜ୍ଞାନ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି ଯାହାଙ୍କର ନାମ ହେଉଛି ଶୋନୁ ସୁନନ୍ଦା ।

ତା ହେଲେ ଶୋନୁ ସୁନନ୍ଦା ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ । ଅଭିନେତ୍ରୀ ଶୋନୁ ସୁନନ୍ଦା ବିବାହ ପରେ ବର୍ତ୍ତମାନ ପ୍ରଜ୍ଞାନଙ୍କ ଘରେ ରହୁଛନ୍ତି । ଶୋନୁ ଜଣେ ଅଭିନେତ୍ରୀ ହେବା ସହ ଜଣେ ଶିକ୍ଷୟତ୍ରୀ ମଧ୍ୟ ଅଟନ୍ତି । ତେବେ ପ୍ରଥମେ ଶୋନୁ ଓ ପ୍ରଜ୍ଞାନ ସୁଟିଙ୍ଗ ସେଟରେ ପରସ୍ପର ସହ ସାକ୍ଷାତ କରିଥିଲେ । ଏହା ପରେ ଦୁହେଁ ପରସ୍ପରକୁ ପ୍ରେମ କରି ଥିଲେ ।

ପ୍ରେମ କରିବାର ଦୁଇ ବର୍ଷ ପରେ  ଜାନୁୟାରୀ ୨୫ ତାରିଖ ଦିନ ଶୋନୁ ସୁନନ୍ଦା ଓ ପ୍ରଜ୍ଞାନଙ୍କ ବିବାହ ହୋଇଥିଲା । ପ୍ରଜ୍ଞାନଙ୍କ ବିବାହରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ମାନେ ଯୋଗ ଦେଇଥିଲେ । ବିବାହ ପରେ ସୁନନ୍ଦା ବର୍ତ୍ତମାନ ତାଙ୍କ ଶାଶୁ ଘରେ ଅଛନ୍ତି । ତେବେ ବନ୍ଧୁଗଣ ଶାଶୁ ଘରକୁ ଯିବା ପରେ ସୁନନ୍ଦା ବହୁତ ଖୁସିରେ ଅଛନ୍ତି ।

ସୁନନ୍ଦା ଆଗରୁ ମଧ୍ୟ ଏକ ଇଣ୍ଟର୍ବ୍ୟୁରେ କହିଥିଲେ ଯେ, ଶାଶୁ ଓ ଘର ବାପଘର ମଧ୍ୟରେ ସେ କୌଣସି ଫରକ ଦେଖନ୍ତି ନାହିଁ । ତେବେ ଶାଶୁ ଘରକୁ ଯିବା ପରେ ସୁନନ୍ଦା ନିଜ ସ୍ଵାମୀ ପ୍ରଜ୍ଞାନଙ୍କ ସହ ବହୁତ ଖୁସିରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁନନ୍ଦା ଓ ପ୍ରଜ୍ଞାନଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *